CHARIDHAM
Browsing Category

ଖବର

ଲୋକସଭା ନିର୍ବାଚନ: ଦିଲ୍ଲୀର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀର ୪ଟି ଆସନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସାହିରାମଙ୍କୁ…

କୁତୁବ ମିନାର ଠାରୁ ଉଚ୍ଚ ଏହି ମୋଗଲଙ୍କ ସମାଧି; ଏହି ସହରରେ ରହିଛି ତାହାର ସୁନ୍ଦର କିର୍ତ୍ତିରାଜି

ନୂଆଦିଲ୍ଲୀ: ଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ଦେଶର/ବିଶ୍ୱର ଅନ୍ୟତମ ସ୍ମାରକୀ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବାକୁ ଆସନ୍ତି। ଏହି ଟାୱାର ୧୧୯୯ରୁ ୧୨୨୦ ମଧ୍ୟରେ ନିର୍ମିତ ହୋଇଥିଲା। ଏହାର ନିର୍ମାଣ…

ବିବାହ ବେଦୀରେ ପଣ୍ଡିତଙ୍କ ଏପରି କାରନାମା ସମସ୍ତଙ୍କୁ କରିଲା ଚକିତ, ଭାଇରାଲ ହେଉଛି ଭିଡ଼ିଓ

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି । କିଏ ପପୁଲାର ହେବା ପାଇଁ ତ ପୁଣି କିଏ ଫଲୋଅର୍ସ ବୃଦ୍ଧି କରିବା ପାଇଁ ରୀଲ୍ସ କରୁଛନ୍ତି । ନିକଟରେ ବିବାହ ଉତ୍ସବକୁ ନେଇ ଏପରି ଏକ ଭିଡ଼ିଓ…

ନୂଆ ରୂପରେ ପରଦାକୁ ଆସିବ ‘ରାମାୟଣ’: ‘ରାମ’ଙ୍କ ସନ୍ଧାନରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ୍ ସାଗର

ଓଡ଼ିଶା ଭାସ୍କର: ରାମାନନ୍ଦ ସାଗରଙ୍କ ରଚିତ 'ରାମାୟଣ' ଖୁବ ଲୋକପ୍ରିୟ ହୋଇ ପାରିଛି । ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଏହି ରାମାୟଣର ପ୍ରତିଟି ଚରିତ୍ର । ଅରୁଣ ଗୋଭିଲ(ରାମ), ଦୀପିକା…

ବଡ଼ ଖବର! IPL-2024ରେ ବି ଖେଳି ନ ପାରନ୍ତି ବିରାଟ: RCBକୁ ଲାଗିବ ଶକ୍ତ ଝଟକା

ରାଞ୍ଚି: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ବର୍ତ୍ତମାନ ସବୁଠୁ ବଡ଼ ଖବର ଜାଣିବାକୁ ମିଳିଛି ଯେ, ରୋୟଲ…

Amazon Payକୁ ମିଳିଲା Payment Aggregator ଲାଇସେନ୍ସ: ରିଜର୍ଭ ବ୍ୟାଙ୍କ ଦେଲା ଅନୁମତି

ନୂଆଦିଲ୍ଲୀ: ଇ-କମର୍ସ ଦୁନିଆର ବଡ଼ ଡିଲରଙ୍କ ମଧ୍ୟରେ ଖୁବ ଆଗରେ ରହିଛି ଆମାଜନ୍ । ଏହାର ଫାଇନାନ୍ସିଆଲ ଟେକନୋଲୋଜି ଡିଭିଜନ୍ 'ଆମାଜନ୍ ପେ'କୁ ଏବେ ବଡ଼ ଉପହାର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । 'ଆମାଜନ୍ ପେ'କୁ…

+2 Physics ପରୀକ୍ଷା ତ୍ରୁଟି ମାନିଲେ କର୍ତ୍ତୃପକ୍ଷ: ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: CHSE ଯୁକ୍ତ ୨ ଭୌତିକ ବିଜ୍ଞାନ ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏ ନେଇ ଏକ ପ୍ରେସମିଟ ଯୋଗେ ସୂଚନା ଜାରି କରିଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।…

(Video) ଲଣ୍ଡନରେ ଝିଅଙ୍କ ସହ ମସ୍ତି କରୁଛନ୍ତି ବିରାଟ: ଖେଳିଲେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ସିରିଜ ପାଇଁ ଦଳ ଘୋଷଣା ପରେ ଅଚାନକ ପ୍ରଥମ ୨ଟି ଟେଷ୍ଟରୁ ସେ ବିରତୀ ପାଇଁ ଆବେଦନ…

ମହିଳାଙ୍କ ପାଇଁ ବଡ଼ ଘୋଷଣା: ୨୧ ବର୍ଷ ନ ହେଲେ ‘କନ୍ୟା’ ବେଶରେ ସଜେଇ ହେବେନି ଯୁବତୀ

ନୂଆଦିଲ୍ଲୀ: ଏବେ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା ହୋଇଯାଇଛି । ୨୧ ବର୍ଷ ନ ହେବା ପର୍ଯ୍ୟନ୍ତ 'କନ୍ୟା' ବେଶରେ ସଜେଇ ହୋଇ ପାରିବେନି ଯୁବତୀ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ବଡ଼ ଘୋଷଣା ହୋଇଯାଇଛି । ଏଥିରେ କୁହାଯାଇଛି…

(Video) କଥା ଦେଇ କଥା ରଖିଛନ୍ତି ଅଧିନାୟକ ରୋହିତ: ସରଫରାଜଙ୍କ ବାପାଙ୍କୁ ଦେଇଥିଲେ ଏହି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ସିରିଜ ବିଜୟୀ ହୋଇଛି ଟିମ ଇଣ୍ଡିଆ । ରାଞ୍ଚି ଟେଷ୍ଟରେ ୫ ୱିକେଟରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ରୋହିତ ସେନା । ଏହି ମ୍ୟାଚ ପରେ ଭାରତର ଅଧିନାୟକ ରୋହିତ…