CHARIDHAM
Browsing Category

ଖବର

ପାକିସ୍ତାନ ନିର୍ବାଚନ ଫଳାଫଳ ଭିତରେ ଏପରି କହିଲେ ସେନାମୁଖ୍ୟ ଜେନେରାଲ ଅସୀମ ମୁନିର

ଲାହୋର୍: ୨୦୨୪ ସାଧାରଣ ନିର୍ବାଚନର ସଫଳ ଆୟୋଜନ ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶକୁ ଅରାଜକତା ଓ ବିଭାଜନ ରାଜନୀତିରୁ ବାହାରକୁ ନେବା ପାଇଁ ଏକ ସ୍ଥିର…

ପାକିସ୍ତାନ ନିର୍ବାଚନ; ଚାଲିଛି ଭୋଟ ଗଣତି, ଜାଣନ୍ତୁ କିଏ ଆଗରେ କିଏ ପଛରେ?

ଲାହୋର୍: ଗୁରୁବାର ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିର ୨୬୬ ଟି ଆସନ ପାଇଁ ମତଦାନ ପରେ ଫଳାଫଳ ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଫଳାଫଳରେ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ୮୭ ଜଣ ସ୍ୱାଧୀନ…

ପାକିସ୍ତାନ ନିର୍ବାଚନରେ ଜାଲିଆତି ଅଭିଯୋଗରେ ଚିନ୍ତା ପ୍ରକଟ କଲେ ଆମେରିକା ଓ ବ୍ରିଟେନ

ନୂଆଦିଲ୍ଲୀ: ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗ କୁ ନେଇ ସେ ଉଦ୍ ବେଗ ପ୍ରକାଶ କରିଛନ୍ତି। ବ୍ରିଟିଶ ବୈଦେଶିକ ସଚିବ ଡେଭିଡ୍ କ୍ୟାମେରନ୍ କହିଛନ୍ତି ଯେ ତାଙ୍କ ଦେଶ ମୌଳିକ ମାନବିକ ଅଧିକାର ବଜାୟ…

(VIDEO)ପୋଖରୀରେ ପଡିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ! ବାହାରିବା ହୋଇଗଲା ବଡ ମୁସ୍କିଲ

ନୂଆଦିଲ୍ଲୀ: ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତେମଜେନ୍ ଇମ୍‌ନା ପ୍ରାୟ ସମୟରେ ନିଜର ମଜାଳିଆ କଥା ଲାଗି ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପୋଖରୀରେ ଫସି…

BIG BREAKING…କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ପ୍ରଭାରୀ, ପିସିସି ସଭାପତି, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମିଶିଲେ ମନୋଜ ମିଶ୍ର। ପୂର୍ବରୁ ଓଲିଉଡ ବିବାଦକୁ ନେଇ ଅଭିନେତା ମନୋଜ…

ସୁରକ୍ଷାକର୍ମୀଙ୍କ ହାତରେ ମାଓନେତାଙ୍କର ଜୀବନ ଯିବା ପରେ ଭୟରେ ଦଳଛାଡି ସରେଣ୍ଡର କରିବାକୁ କହିଲେଣି ମାଓବାଦୀ

ରାୟଗଡ଼ା: ମାଓନେତାଙ୍କ ମୃତ୍ୟୁକୁ ଦେଖି ଡରିଗଲେଣି ଅନ୍ୟ ମାଓବାଦୀ। ମୃତ୍ୟୁ ଭୟରେ ଦଳ ଛାଡି ଦେଲେଣି ଛତ୍ରଭଙ୍ଗ। ଦଳରୁ ଓହରି ଆସି ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଲଗାଇଲେ ପୋଷ୍ଟର। ଗତ ୪ ତାରିଖରେ ସୁରକ୍ଷାକର୍ମୀଙ୍କ…

BREAKING…ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର

ଭୁବନେଶ୍ୱର: ସନ୍ଧ୍ୟାରେ ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର । ଏନେଇ ସୂଚନା ଦେଲେ ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ । ‘ଚେନ୍ନାଇରୁ ବିମାନ ଯୋଗେ ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ’ । ‘ଏହାପରେ…

ସାମୁହିକ ଛୁଟିରେ ପ୍ରାଣୀ ଚିକିତ୍ସକ; କଷ୍ଟ ସହି ନ ପାରି ଆଖି ବୁଜୁଛନ୍ତି ଗୋମାତା, କିଏ ମୁଣ୍ଡାଇବ ଗୋହତ୍ୟା ଭଳି ପାପ?

ଭୁବନେଶ୍ଵର: ଆଜକୁ ୨୧ଦିନରୁ ଅଧିକ ହେବ ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ। ସେପଟେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ହଜାର ହଜାର ପଶୁ-ପକ୍ଷୀ। ସବୁଠୁ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟର…

ନିର୍ବାଚନ ଫଳାଫଳକୁ ନେଇ ବୟାନ ଜାରି କଲେ ଇମ୍ରାନ ଖାନ୍; ‘ଆପଣମାନଙ୍କ ଭୋଟ ଲାଗି ବିଫଳ ହେଲା ଲଣ୍ଡନ ଯୋଜନା’

ଲାହୋର୍: ପାକିସ୍ତାନ ତେହରିକ-ଏ-ଇନସାଫ (PTI) ଦେଶରେ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି। ତେବେ ଇମ୍ରାନ୍ ଖାନ୍ ଏବେ ଦୁର୍ନୀତି ମାମଲାରେ ଜେଲ୍ରେ ଥିବାରୁ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ରେ ଏଭଳି…

ଉଭୟ କେନ୍ଦ୍ର-ରାଜ୍ୟରେ ସରକାର ଗଠନ କରିବୁ; ଇମ୍ରାନ୍ ଖାନ୍‌ଙ୍କ ଦଳ

ଲାହୋର: ଗୁରୁବାର ଅନୁଷ୍ଠିତ ନିର୍ବାଚନରେ ମୁଖ୍ୟ ଦଳ ଭାବେ ଉଭା ହୋଇଛି ଇମ୍ରାନ୍ ଖାନ୍‌ଙ୍କ ଦଳ 'ପାକିସ୍ତାନ ତେହରିକ-ଇ-ଇନସାଫ'। ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବ ବୋଲି ଦାବି କରିଛି। ଗୁରୁବାର ବିଳମ୍ବିତ…