Browsing Category
ଖବର
ଆସିଲା ଏଡିଆର୍ ରିପୋର୍ଟ: କରୋନା କାଳରେ ରାଜନୈତିକ ଦଳ ମାଲାମାଲ, ବିଜେପିକୁ ଅଜସ୍ର ଧନବର୍ଷା
ନୂଆଦିଲ୍ଲୀ: କରୋନା କାଳରେ ଭାରତର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଲୋକେ ହା ହୁତାସରେ ଦିନ କାଟିଥିଲେ । କିନ୍ତୁ ଏହି ସମୟରେ ଭାରତର କିଛି ରାଜନୈତିକ ଦଳଙ୍କ ଉପରେ ଅଜସ୍ର ଧନବର୍ଷା ହୋଇଛି । ବିଶେଷକରି ଭାରତୀୟ…
ପୁଣି ବଢ଼ିଲା କରୋନାର ପ୍ରକୋପ, ଚୀନ୍ରେ ଫେରିବ ଲକ୍ଡାଉନ
ସେବେଜିଂ : କରୋନା ଭାଇରସ୍ ଏବେ ବି ସାରା ବିଶ୍ୱର ସାମାଜିକ, ରାଜନୈତିକ ସର୍ବୋପରି ଆର୍ଥିକ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ପୁଣି ଥରେ ଚୀନ୍ରେ କରୋନାର ପ୍ରକୋପ ଦେଖାଯିବାରୁ ସାରା ଚୀନ୍ରେ ଆତଙ୍କର ବାତାବରଣ…
ମାଓବାଦୀଙ୍କ ଦମନ ପାଇଁ ବ୍ଲ୍ରୁିଣ୍ଟ ପ୍ରସ୍ତୁତ, ଆଗକୁ ଜୋରଦାର୍ ହେବ କମ୍ବିଂ ମାଓ ଅପରେସନ
ରାୟପୁର/ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ମାଓ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରେ ମାଓବାଦୀମାନେ ସେମାନଙ୍କ ଦବଦବା ଜାରି ରଖିଛନ୍ତି ।…
ରକ୍ଷକ ସାଜିଲା ଭକ୍ଷକ, ବର୍ଦ୍ଦିରେ ଲାଗିଲା କଳଙ୍କ ଛିଟା: ଯୁବତୀଙ୍କୁ ଦୁଷ୍କର୍ମ ଜେଲ୍ ଗଲେ ପୋଲିସ ଡ୍ରାଇଭର
ସୋନପୁର (ଭାସ୍କର ନ୍ୟୁଜ୍): ନ୍ୟାୟ ଦେବା ଲୋକ ଯଦି ନିଜେ ଅନ୍ୟାୟ ଓ ଅନୀତିରେ ଲିପ୍ତ ରହେ ତେବେ ନ୍ୟାୟ ଆଶା କରିବା କେବଳ ଯେ ବୃଥା ଏହା ନିଶ୍ଚିତ ଭାବେ କୁହାଯାଇପାରେ । ଲୋକଙ୍କୁ ସୁରକ୍ଷା ଦେବାକୁ ନିଯୁକ୍ତ ପୋଲିସ…
ସୁଟିଂ ବିଶ୍ୱକପ୍: ପଦକ ତାଲିକା ଶୀର୍ଷରେ ଭାରତ, ପଛରେ ପଡିଲେ କୋରିଆ ଓ ସର୍ବିୟା
ଚାଙ୍ଗୱନ: ଭାରତୀୟ ସୁଟର ମାନେ ଦମଦାର ପ୍ରଦର୍ଶନ ସହିତ ବିଜୟ ଧାରା ଜାରି ରଖିଛନ୍ତି। ଏଠାରେ ଚାଲିଥିବା ଆଇଏସଏସଏଫ ସୁଟିଂ ବିଶ୍ୱକପରେ ୩ ସ୍ୱର୍ଣ୍ଣ,୪ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସଫଳତା ସହିତ…
ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ
ମୁମ୍ବାଇ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଆଣି ଦେଇଛନ୍ତି। ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ହ୍ରାସ କରିଛନ୍ତି । ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ…
ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାନ୍ତାଳ ସମ୍ପ୍ରଦାୟର ପୂଜାର୍ଚ୍ଚନା
ମୟୂରଭଞ୍ଜ: ଆସନ୍ତା ଜୁଲାଇ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେଵ। ବିଜେପି ନେତୃତ୍ବାଧୀନ ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ରାଜ୍ୟବାସୀ ଉତ୍କଣ୍ଠାର ସହ…
ଦୁଇ ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ, ବ୍ରେନ୍ ଡେଡ୍ ପରେ କିଡ୍ନି ଦାନ କଲେ ପରିବାର ଲୋକେ
ଭୁବନେଶ୍ୱର: ବ୍ରେନ୍ ଡେଡ୍ ଯୋଗୁଁ ଜୀବନ ଚାଲିଯିବା ପରେ ଦୁଇ ଜଣଙ୍କୁ ନୁଆ ଜୀବନ ଦେଇଛି ବାଲିକୁଦା ଅଞ୍ଚଳର ୬ବର୍ଷ ବାଳକ। ଶିଶୁଟିର ବ୍ରେନ୍ ଡେଡ୍ ଯୋଗୁଁ ଉପଲବ୍ଧ ହୋଇଥିବା ୨ଟି କିଡ୍ନି ପାଇଁ ଜଣେ ଯୁବକ ଓ ମହିଳା…
ଅଗ୍ନିଶମ ବିଭାଗରେ ଆରମ୍ଭ ହେବ ପିସିଆର ୟୁନିଟ, ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାରେ ମୁତୟନ ହେବ
ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହେବ ପିସିଆର୍ ୟୁନିଟ୍ ଭେଇକିଲ୍। ସଂକୀର୍ଣ୍ଣ ଓ ଅଣଓସାରିଆ ଜାଗାଗୁଡିକରେ ଏହି ଗାଡି ମୁତୟନ ହେବ। ତେବେ ୨୪ ଘଣ୍ଟା ଧରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।…
ଗୁପଚୁପ ପ୍ରେମୀ ହୋଇଯାଆନ୍ତୁ ସାବଧାନ ନହେଲେ ହେବ ଏହି ବଡ଼ ରୋଗ
ନୂଆଦିଲ୍ଲୀ: ଯୁବପିଢୀଙ୍କ ପ୍ରଥମ ପସନ୍ଦ ଗୁପଚୁପ । ଖରା, ବର୍ଷା ଓ ଶୀତ ସବୁ ସମୟରେ ଗୁପଚୁପ ଖାଇବା ପାଇଁ ଗୁପଚୁପ ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ । କିନ୍ତୁ ଏହି ଗୁପଚୁପ ସ୍ୱାସ୍ଥ୍ୟ ପାଇଁ କେତେ ଯେ…