Browsing Category

ଖବର

ରେଲୱେ ଟ୍ରାକର ସୁରକ୍ଷାକୁ ଗୁରୁତ୍ୱ ଦିଅ… କରମଣ୍ଡଳ ଦୁର୍ଘଟଣା ପରେ ସମସ୍ତ ଜେନେରାଲ ମ୍ୟାନେଜରଙ୍କୁ ଚିଠି

ବାଲେଶ୍ୱର: କରମଣ୍ଡଳ ଏକ୍ସପ୍ରେସର ଭୟାନକ ଦୁର୍ଘଟଣା ପରେ ପ୍ରଶାସନ ମୁଣ୍ଡରେ ପଶିଛି ଚେତା । ରେଲୱେ ଟ୍ରାକର ସୁରକ୍ଷାକୁ ନେଇ ରେଲୱେ ବୋର୍ଡର ନିଦ ଭାଙ୍ଗିଛି । ଟ୍ରାକ ଗୁଡିକର ନିରାପତ୍ତା ପାଇଁ ସମସ୍ତ ଜେନେରାଲ…

କରମଣ୍ଡଳ ଦୁର୍ଘଟଣା: ୬୬୧ ଜଣଙ୍କୁ ମିଳିସାରିଛି କ୍ଷତିପୂରଣ, ସିପିଆରଓ ଦେଲେ ସୂଚନା

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଅନେକ ଲୋକଙ୍କ ପରିବାରକୁ ଅନାଥ କରି ଦେଇଛି । ଶହ ଶହ ଲୋକଙ୍କ ମୃତ୍ୟୁ ସହିତ ପ୍ରାୟ ୧୨୦୦ ଲୋକଙ୍କ ଆହତ ପରେ ଅନେକ ପରିବାର ବେସାହାରା ହୋଇ ପଡିଛି । ତେବେ ଏହି ମୃତାହତଙ୍କ ପରିବାରକୁ…

କରମଣ୍ଡଳ ଟ୍ରେନ ଟ୍ରାେଜେଡି: ଦୁର୍ଘଟଣା ପରେ ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର

ବାଲେଶ୍ୱର: ବାଲେଶ୍ୱର କରମଣ୍ଡଳ ଟ୍ରେନ ଦୁର୍ଘଟରା ପରେ ବାହାନଗା ସ୍କୁଲ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମୃତଦେହ ରଖାଯାଇଥିବା ସ୍କୁଲଘର ଏବେ ଭଙ୍ଗାଯାଉଛି । ମୃତଦେହ…

ବଳ ଏକାଠି କରୁଛି ବାତ୍ୟା ‘ବିପର୍ଯ୍ୟୟ’: ୩୬ ଘଣ୍ଟାରେ ହେବ ଆହୁରି ଘନୀଭୂତ

ନୂଆଦିଲ୍ଲୀ: ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ତାଣ୍ଡବ ରଚିବା ପାଇଁ ହେଉଛି ପ୍ରସ୍ତୁତ । ସମୁଦ୍ର ଭିତରେ ବଳ ଗୋଟାଇବା ଆରମ୍ଭ କରିଛି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏହି ବାତ୍ୟା…

ପୂର୍ବରୁ ଝିଅମାନେ ୧୭ ବର୍ଷ ବୟସରେ ସନ୍ତାନ ଜନ୍ମ ଦେଉଥିଲେ, ମନୁସ୍ମୃତି ପଢିବାକୁ କହିଲେ ହାଇକୋର୍ଟ: ଗର୍ଭପାତ ମାମଲାରେ ଦେଲେ ଏପରି ବୟାନ

ନୂଆଦିଲ୍ଲୀ: ୧୭ ବର୍ଷରେ ସନ୍ତାନ ଜନ୍ମ କରିବାରେ କୌଣସି ସମସ୍ୟା ନାହିଁ। ପୂର୍ବ ସମୟରେ ୧୪-୧୫ ବର୍ଷ ବୟସର ଝିଅମାନେ ୧୭ ବର୍ଷ ବୟସ ପୂର୍ବରୁ ବିବାହ କରିବା ଏବଂ ଏକ ସନ୍ତାନ ପ୍ରସବ କରିବା ସାଧାରଣ କଥା ଥିଲା। ରିପୋର୍ଟ…

‘ପାକିସ୍ତାନ ପାଖରେ ବୁଝିବାର ଶକ୍ତି ନାହିଁ’: ଅଖଣ୍ଡ ଭାରତ ଫଟୋ’କୁ ନେଇ କଡ଼ା ଜବାବ ଦେଲେ ଏସ୍‌. ଜୟଶଙ୍କର

ନୁଆଦିଲ୍ଲୀ: ନୂତନ ସଂସଦ ଭବନରେ ଅଖଣ୍ଡ ଭାରତର ଫଟୋ ଉପରେ ପାକିସ୍ତାନ ଦ୍ୱାରା ଉଠାଯାଇଥିବା ପ୍ରତିବାଦ ଉପରେ ଆଜି ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଜବାବ ଦେଇଛନ୍ତି। ଅତି ସହଜ ଭାଷାରେ ସେ ପାକିସ୍ତାନକୁ ବୁଝାଇ ଦେଇଥିଲେ…

WTC Final: ମ୍ୟାଚ୍ ମଝିରେ ମୁହାଁମୁହିଁ ହେଲେ ମହମ୍ମଦ ସିରାଜ ଏବଂ ଷ୍ଟିଭ ସ୍ମିଥ: ଦେଖନ୍ତୁ ଦୁହିଁଙ୍କ ଭିତରେ କ’ଣ ହେଲା ?

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମୁକାବିଲା ଇଲଂଣ୍ଡର ଓଭାଲରେ ଖେଳାଯାଉଛି। ଆଜି ମ୍ୟାଚ୍‌ର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଅଦ୍ମ୍‌ରୁ ଷ୍ଟିଭ୍ ସ୍ମିଥ୍ ଶତକ ହାସଲ…

(Video) ବାହାନଗା ତାଣ୍ଡବ ପଛରେ ରହିଛି ବଡ଼ ରହସ୍ୟ! ତେନ୍ତୁଳି ଗଛକୁ କାଟିବାରୁ ଆତ୍ମା ଦେଲା ଅଭିଶାପ, କରମଣ୍ଡଳରେ ଚାଲିଗଲା ଶହ ଶହ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଦୁଇ ତାରିଖରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଅକାଳରେ ମୃତ୍ୟୁବରଣ କରିଥିଲେ । ଇଣ୍ଟରଲକିଂ ଜନିତ…

(Video) ବାହାନଗା ଅଞ୍ଚଳରେ ଡରାଉଛନ୍ତି ଶହ ଶହ ଭୂତ! ରାତି ୧୨ଟାରେ ଶୁଭୁଛି ବିକଟାଳ ଶବ୍ଦ, ଭୟରେ କେହି ଘରୁ ବାହାରୁ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ପାଖାପାଖି ଏକ ହଜାର ଯାତ୍ରୀ ଆହତ ହୋଇଥିଲେ । ଏହି ବଡ଼ ଦୁର୍ଘଟଣାକୁ ନେଇ…

(ଭିଡିଓ) ମୃତ୍ୟୁର ରୂପ ବଡ଼ ଭୟଙ୍କର: ଟ୍ରେନକୁ ପେଲିଦେଲା ପବନ, ଅକାଳରେ ଚାଲିଗଲା ୬ ଗରିବ ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ…