Browsing Category

ଖବର

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର: ବିଭିନ୍ନ ଉପାୟରେ ମିଳିବ ସହାୟତା

ଭୁବନେଶ୍ୱର: ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ବିଶେଷ କରି ଏସଏଚଜି ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଏସଏଚଜି ମହିଳାଙ୍କ…

୨୦୨୩ ଶେଷ ସୁଦ୍ଧା ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ କାମ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଟିରେ ଦୌଡିବ ମେଟ୍ରୋ ଟ୍ରେନ୍ । ଚଳିତବର୍ଷ(୨୦୨୩) ଶେଷ ସୁଦ୍ଧା ଭୁବନେଶ୍ୱରରେ ଏହି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ।…

ICC WTC FINALରେ କେତେ ଟଙ୍କା ପାଇବ ବିଜେତା? ଘୋଷଣା ହେଲା ୨୦୨୧-୨୩ ର ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହାପୂର୍ବରୁ ଆଜି ଫାଇନାଲ ମ୍ୟାଚର ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଇଂଲଣ୍ଡର…

ନବ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଛି ୫୪୩ ପୃଷ୍ଠାର ଏକ ଚାର୍ଜସିଟ୍ ।…

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ! ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ । ଆଜି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ ଆଜି ବିଜୁଳି ଏବଂ ଘଡଘଡି ସହିତ ପ୍ରବଳ ବର୍ଷା…

Big Breaking; ମେ’ ଶେଷରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ: ୨୮ ତାରିଖରେ ହେବ ତାରିଖ ଘୋଷଣା

ଭୁବନେଶ୍ୱର: ମେ' ୨୮ ତାରିଖରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ ତାରିଖ । ପ୍ରଥମେ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ । ଏହାପରେ କଳା ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ…

ଆମ୍ବ ବିକିବାର ଚମତ୍କାର କୌଶଳ ; ରିଲ୍ ନୁହେଁ ରିଅଲରେ ନାଚି ଗାଡି ଅଟକାଇବାକୁ ଚେଷ୍ଟା କରୁଛନ୍ତି କୁନି ବିକାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରାତି କଠିନ ପରିଶ୍ରମ କରି ନିଜ ଘର ଚଳାନ୍ତି, କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ମାର୍ଟ ୱାର୍କ ପାଇଁ ଲୋକଙ୍କୁ ଆକର୍ଷିତ କରନ୍ତି । ଯଦିଓ…

ପୋଷା କୁକୁର ନୁହେଁ , କୁକୁର ପୋଷୁଛି : ବର୍ଷକୁ ରୋଜଗାର ୮ କୋଟି

ନୂଆଦିଲ୍ଲୀ : କିଛି ଲୋକ ଡଗ୍ ଲଭର୍ ହୋଇଥିବା ବେଳେ ଆଉ କିଛି ଲୋକ କୁକୁରକୁ ଘୃଣା କରନ୍ତି । ସେମାନେ ଭାବନ୍ତି ଯେ କୁକୁର ହେଉଛି ଅଦରକାରୀ ଜୀବ, ସେମାନଙ୍କୁ ଘରେ ପୋଷି କିଛି ଲାଭ ନାହିଁ । ଅଯଥା ସେମାନଙ୍କ ପିଛାରେ…

ଚକୋଲେଟ୍ ଖାଇଲେ ବଢିବ ଗାଈ, ମଇଁଷିଙ୍କ କ୍ଷୀର ଦେବାର କ୍ଷମତା

ନୂଆଦିଲ୍ଲୀ:ଏପରି ଏକ ଖବର ଶୁଣି ଆପଣଙ୍କ ମୁଣ୍ଡ ବିଗିଡିଯିବ ନିଶ୍ଚୟ । ଘାସ, ତୋରାଣୀ, କୁଣ୍ଡା, ନଡା ଖାଉଥିବା ଗାଈ, ମଇଁଷିଙ୍କୁ ଚକୋଲେଟ୍ କିପରି ରୁଚିବ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରିବ । କିନ୍ତୁ ଏହା ସତ ।…

ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବୀ କଲେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ-ଗାଈସିଲଟ ମୁଖ୍ୟ ରାସ୍ତାର ତମିଆଁ ସୁନାମୁଦି ଛକ ମଧ୍ୟରେ ଗତ ବୁଧବାର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ଯୁବକ ଟଙ୍କଧର ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା ।…