Browsing Category

ଖବର

(Video) ବିବାହ ଭୋଜି ଖାଇ ଫେରୁଥିବା ବେଳେ କେନାଲକୁ ଖସିଲା ବସ: ୭ ଜଣଙ୍କ ମୃତ୍ୟୁ, ୧୫ ଜଣ ଆହତ

ନୂଆଦିଲ୍ଲୀ: ବିବାହ କାର୍ଯ୍ୟ ସାରି ଫେରୁଥିବା ସମୟରେ ଘଟିଗଲା ଏକ ବଡ଼ ଅଘଟଣ । କ୍ଷଣିକ ମଧ୍ୟରେ ଉଭେଇ ଯାଇଥିଲା ସବୁ ଖୁସି । ଏଥିସହିତ ଏହି ଦୁର୍ଘଟଣାରେ ଚାଲିଯାଇଥିଲା ଅନେକଙ୍କ ଜୀବନ । ଆନ୍ଧ୍ରପ୍ରଦେଶରୁ ଆସିଛି ଏଭଳି…

(Video) ସ୍କୁଲ ବସ- କାର ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ, ୨ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗାଜିଆବାଦର ଦିଲ୍ଲୀ-ମେରଠ ଏକ୍ସପ୍ରେସ ୱେରେ ଏକ ବଡ଼ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏକ୍ସପ୍ରେସ ୱେରେ ଗୋଟିଏ ବସ ଓ ଟିୟୁଭି ୩୦୦ କାର ମଧ୍ୟରେ ଟକ୍କର ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି…

କ୍ରିକେଟରଙ୍କ ପତ୍ନୀଙ୍କୁ ଭାଉଜ ଡାକି ଏମିତି କହି ଦେଇଥିଲେ MS Dhoni: ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ଦୁନିଆରେ ଏକ ଅତି ପରିଚିତ ନାଁ । କିଏ ତାଙ୍କୁ ଖାଲି ଧୋନି କୁହେ ତ ଆଉ କେହି କୁହନ୍ତି ଏମଏସ । ଅନେକ ତାଙ୍କୁ ମାହି ମଧ୍ୟ ଡାକନ୍ତି । ହେଲେ କ୍ରିକେଟ୍ ପ୍ରେମୀଙ୍କ ପାଇଁ…

(Video) ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର, ସତ ହେଉଛି କି ମାଳିକା ବଚନ? ପୃଥିବୀ ଶେଷ ହେବାର ସଙ୍କେତ

ପୃଥିବୀ ବୋଧହୁଏ ଶେଷ ହେବା ଦିଗରେ ଆଗେଇ ଚାଲିଛି । କାରଣ ମାଳିକା ଅନୁସାରେ କଳିଯୁଗ ଧ୍ୱଂସ ହେବା ସମୟରେ ହେବାକୁ ଥିବା ପ୍ରତ୍ୟେକଟି ଘଟଣା ବର୍ତ୍ତମାନ ସତ ହେବାରେ ଲାଗିଛି । ୬୦୦ ବର୍ଷ ପୁର୍ବେ ମାଳିକାରେ ବର୍ଣ୍ଣିତ…

ଖରାଫ ଫୋନ୍ ଥିଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା: କେବଳ ଶସ୍ତା ଇଣ୍ଟରନେଟ କନେକ୍ସନ ଥିବା ଦରକାର

ନୂଆଦିଲ୍ଲୀ: ବର୍ତ୍ତମାନ ଦରବୃଦ୍ଧିକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ଖାଦ୍ୟପେୟରୁ ଆରମ୍ଭ କରି ଯାତାୟତ ଏବଂ ଶିକ୍ଷା ଇତ୍ୟାଦି ଉପରେ ମହଙ୍ଗାମାଡ଼ ଦେଖିବାକୁ ମିଳିଛି । ତେଣୁ ଲୋକମାନେ ବିକଳ୍ପ ଭାବରେ ଅନ୍ୟ ଏକ…

‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ବୈଠକରେ ୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ଆଜି ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ମିଳିଥିବା ସୂଚନା ମିଳିଛି । ତେବେ ଏହି ବୈଠକର ସବୁଠାରୁ ବଡ…

ଖୁସି ଖବର! ରାସନ କାର୍ଡରେ ଅଧିକ ସାମଗ୍ରୀ ଦେବେ ସରକାର: ମିଳିବ ୧୦ କେ.ଜି ବେଶୀ ଚାଉଳ-ଗହମ

ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି ସରକାର । ଏଣିକି ରାସନ କାର୍ଡରେ ୧୦ କେ.ଜି ଅଧିକ ଚାଉଳ-ଗହମ ମାଗଣାରେ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ରାସନ କାର୍ଡଧାରୀଙ୍କୁ…

କୋହଲି ପୁଣି ଟେଷ୍ଟରେ ନେବେ ଭାରତର ନେତୃତ୍ୱ! ପୂର୍ବ ଚିଫ୍ ସିଲେକ୍ଟର ଦେଲେ ସଂକେତ…

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ବର୍ତ୍ତମାନ ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ୨୦୨୩ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପରାସ୍ତ ପରେ ଟିମ ଇଣ୍ଡିଆକୁ ନେଇ ପ୍ରଶ୍ନ ଉଠିଛି । ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ…

କ୍ୟାପିଟାଲ ହସ୍ପିଟାଲରେ ଦିନ-ରାତି ମିଳିବ ଅପରେସନ ସେବା: ୩ଟି ସିଫ୍ଟରେ ନିୟୋଜିତ ରହିବେ ଡାକ୍ତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତ୍ୱରାନ୍ୱିତ ହେଉଛି ସ୍ୱାସ୍ଥ୍ୟସେବା । ଏଣିକି ରାତିରେ ମଧ୍ୟ ଅପରେସନ ପାଇଁ ଖୋଲା ରହିବ ଥିଏଟର ଏବଂ ଉପଲବ୍ଧ ରହିବେ ଡାକ୍ତର । ଆହତ କିମ୍ବା ଅନ୍ୟ ଗୁରୁତର…

CocaCola, Sprite, Maazaରେ ମିଶିଛି ଭୟଙ୍କର ଇବୋଲା ଭାଇରସ୍! ‘ହାଇଦ୍ରାବାଦ ପୋଲିସ’ ତରଫରୁ ୱାର୍ଣ୍ଣିଂ

ନୂଆଦିଲ୍ଲୀ: କୋକା କୋଲା, ସ୍ପ୍ରାଇଟ୍, ମାଜା, ଫାଣ୍ଟା ଇତ୍ୟାଦି କୋଲ୍ଡ ଡ୍ରିଙ୍କସ ବ୍ରାଣ୍ଡ ଲୋକଙ୍କର ସବୁଠୁ ପ୍ରିୟ । ବଜାରରେ ଏହି ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସର ଖୁବ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ଭୟାନକ…