Browsing Category

ଖବର

ଭୁବନେଶ୍ୱରରେ ପୁଣି ଛାତ୍ରୀ ଆତ୍ମହତ୍ୟା: କଲେଜ ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ଆଜି ଚନ୍ଦକା ଅଞ୍ଚଳରେ ଏହି ଘଟଣାର ଏକ ପୁନରାବୃତ୍ତି ଦେଖିବାକୁ ମିଳିଛି । ପୁଣି ଜଣେ କଲେଜ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା ।…

ମାଛ ବିକୁଥିବା ବେଳେ ଚଢାଇଦେଲା କଣ୍ଟେନର, ବିକାଳି ମୃତ

ରାୟଗଡା: ରାଜ୍ୟରେ ଏକ ମର୍ମନ୍ତୁତ ଦୁର୍ଘଟଣା ସାମ୍ନାକୁ ଆସିଛି । ରାସ୍ତାକଡରେ ମାଛ ବିକାଳିକୁ ଏକ କଣ୍ଟେନର ଚଢାଇ ଦେଇଛି । ଫଳରେ ମାଛ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ପୂର୍ତ୍ତ ବିଭାଗ ଡାକବଙ୍ଗଳା…

ଖୁସି ଖବର, ଚାଷୀଙ୍କୁ ମିଳିବ ୯୦% ସବସିଡି: ସରକାର ଆରମ୍ଭ କଲେ ନୂଆ ଯୋଜନା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କୃଷକଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଏବଂ କୃଷକଙ୍କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଏକ ନୂଆ ସ୍କିମ ଆଣିଛନ୍ତି…

କମିଶନରେଟ ପୋଲିସର ସିକ୍ୟୁରିଟି ଡିଭିଜନ ହେଲା କାର୍ଯ୍ୟକ୍ଷମ: ଜି-୨୦ରେ ସୁରକ୍ଷା ଦାୟିତ୍ୱ

ଭୁବନେଶ୍ୱର: ଆଜି ଓଡିଶା ପୋଲିସ ଡିପାର୍ଟମେଣ୍ଟ ପାଇଁ ଏକ ଐତିହାସିକ ଦିନ । ରାଜ୍ୟ ସରକାରଙ୍କ ଅନୁମତି ପରେ ଆଜି କାର୍ଯ୍ୟକ୍ଷମ ହୋଇଛି କମିସନରେଟ ପୋଲିସର ସିକ୍ୟୁରିଟି ଡିଭିଜନ୍ । ପୂର୍ବରୁ କମିଶନରେଟ ଅଧୀନରେ ଏକ…

ମହର୍ଷି କଲେଜରେ ଗଣ୍ଡଗୋଳ: ଛାତ୍ରଙ୍କୁ ରଡରେ ପିଟିଲେ ଲୋକାଲ ପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହର୍ଷି କଲେଜରେ ଲୋକାଲ ପିଲାଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । କଲେଜରେ ପଶି ଜଣେ ଛାତ୍ରଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ସଂଘବଦ୍ଧ ଭାବରେ କିଛି ପିଲା…

ବଡ ଖବର! ପ୍ରପର୍ଟି ଏବଂ ସୁନା ବି ଆଧାର କାର୍ଡ ସହ ହେବ ଲିଙ୍କ? ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକଙ୍କର ନାମରେ ଥିବା ସମ୍ପତ୍ତି ଉପରେ ବର୍ତ୍ତମାନ ରହିବ ନଜର । ସମ୍ପତ୍ତିଗୁଡିକର ଦଲିଲକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଆସିପାରେ ନୂଆ ନିୟମ । ଏ ନେଇ ଅର୍ଥ ମନ୍ତ୍ରାଳୟ ଏବଂ ଗୃହ ଓ…

ୟୁଥ ଫର ସେବା ପକ୍ଷରୁ ପକ୍ଷୀ ବଞ୍ଚାଅ ଅଭିଯାନ ଆରମ୍ଭ, ପକ୍ଷୀ ବଞ୍ଚାଇବା ପାଇଁ ଘରେ ଘରେ ଲଗାଇଲେ ମାଟିପାତ୍ର

ଭୁବନେଶ୍ବର: ପରିବେଶ ପ୍ରଦୂଷଣ ତଥା ଗ୍ଲୋବାଲ ୱାର୍ମିଂ ଯୋଗୁଁ ସମଗ୍ର ବିଶ୍ବରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ସମଗ୍ର ରାଜ୍ୟରେ ତାପମାତ୍ରା କେତେକ ସହରରେ ୪୨ ଡିଗ୍ରୀ ଅତିକ୍ରମ କରିଛି। ପ୍ରବଳ…

(Video)ହେୟାର ଡ୍ରାଏ କରୁଥିବା ସମୟରେ ହଠାତ ଲାଗିଗଲା ନିଆଁ , ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ବ୍ୟବହାର କରିବାକୁ ଡରିବେ

ନୂଆଦିଲ୍ଲୀ: କେଶ ଶୁଖାଇବା ପାଇଁ ମୁଖ୍ୟତଃ ଟିକିଏ ସମୟ ଲାଗେ । କିନ୍ତୁ କିଛି ଲୋକଙ୍କ ପାଖରେ ଯେତେବେଳେ ସମୟର ଅଭାବ ରହିଥାଏ ସେମାନେ ତାଙ୍କ ଚୁଟି ଶୁଖାଇବା ପାଇଁ ହେୟାର ଡ୍ରାଏର ବ୍ୟବହାର କରନ୍ତି । କିନ୍ତୁ ଏହି…

same-sex marriage : ପଞ୍ଚ ଜଣିଆ ଖଣ୍ଡପୀଠରେ ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ପାଇଁ କରାଯାଥିବା ଆବେଦନରେ ମଙ୍ଗଳବାର ଶୁଣାଣି ହେବ । ଏପ୍ରିଲ ୧୮ ତାରିଖ ମଙ୍ଗଳବାର ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ । ଏହି ବେଞ୍ଚରେ ପ୍ରଧାନ…

ଅତିକ୍-ଆଶରଫଙ୍କ ହତ୍ୟା: ୧୭ ଜଣ ପୋଲିସ ନିଲମ୍ବିତ, ସମଗ୍ର ଉତ୍ତରପ୍ରଦେଶରେ ହାଇ ଆଲର୍ଟ 

ନୂଆଦିଲ୍ଲୀ: ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରଫଙ୍କୁ ହତ୍ୟା କରାଯାଇଛି। ଏହି ଆକ୍ରମଣକାରୀମାନେ ସାମ୍ବାଦିକଙ୍କ ମଧ୍ଯରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ ଯାଉଥିଲେ। ତା’ପରେ ସେ ମାଫିଆ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ…