
Browsing Category
ଖବର
(Video)ପାରାଗ୍ଲାଇଡିଂ କରିବା ପୂର୍ବରୁ ଥରୁଟେ ଦେଖି ନିଅନ୍ତୁ ଏହି ଭିଡ଼ିଓ, ଆଉ ଏଭଳି କିଛି କରିବାକୁ ଆଦୌ କରିବେ ନାହିଁ ଇଚ୍ଛା
ଥିରୁବନନ୍ତପୁରମ୍: ପାରାଗ୍ଲାଇଡିଂ କରିବା ପ୍ରାୟ ସମସ୍ତଙ୍କର ଗୋଟେ ଇଚ୍ଛା । ଖୋଲା ଆକାଶ ମାର୍ଗରେ ଏଭଳି କରିବାର ଅନୁଭୂତି ମଧ୍ୟ ଖୁବ ନିଆଁର । କିନ୍ତୁ ଆପଣ ଜାଣନ୍ତି କି ଏହି ସବୁ କାର୍ଯ୍ୟରେ ଯଦି ଆମେ ଟିକେ ଅସାଵଧାନ…
Commentry କରିବେ ମୋଦି: ଦୁଇ ଦେଶର ପ୍ରଧାନମନ୍ତ୍ରୀ ଚତୁର୍ଥ ଟେଷ୍ଟରେ କରିବେ କମେଣ୍ଟ୍ରି
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଖୁବ ସ୍ପେଶାଲ ହେବାକୁ ଯାଉଛି । ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ଉଭୟ ପହଞ୍ଚିବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଖେଳାଯାଉଥିବା ଏହି…
ବିଶ୍ୱରେ କେଉଁଠି ରହିଛି ସବୁଠାରୁ ଉଚ୍ଚ ATM? ଜାଣନ୍ତୁ ଏହା ବିଷୟରେ ଅନେକ କିଛି…
ନୂଆଦିଲ୍ଲୀ: ଭାରତର ସବୁଠୁ ଉଚ୍ଚ ଏଟିଏମ ବିଷୟରେ ଯଦି ପଚରାଯାଏ, ତେବେ ଏହା ସିକିମରେ ଅଛି ବୋଲି ସମସ୍ତଙ୍କୁ ଜଣାଅଛି । କିନ୍ତୁ ଯଦି ପଚରାଯାଏ, ବିଶ୍ୱର ସବୁଠୁ ଉଚ୍ଚ ଏଟିଏମ କେଉଁଠି ଅଛି? ବୋଧହୁଏ ଏହାର ଉତ୍ତର ଅଧିକାଂଶ…
Team India ଡ୍ରେସିଙ୍ଗ ରୁମରେ ହୋଲି ସେଲିବ୍ରେସନ: ରୋହିତ, ବିରାଟଙ୍କ ସହ ରଙ୍ଗରେ ଭିଜିଲା ଭାରତୀୟ ଦଳ
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଆରମ୍ଭ ପୂର୍ବରୁ ରଙ୍ଗରେ ରଙ୍ଗୀନ ହୋଇଛି ଭାରତୀୟ ଦଳ । ରଙ୍ଗର ପର୍ବ ହୋଲିକୁ ଜୋରସୋରରେ ପାଳନ କରିଛି ଭାରତୀୟ ଟିମ । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି…
ନ୍ୟୁୟର୍କ ବିମାନ ଦୁର୍ଘଟଣାରେ ଜଣେ ମୂଳ ଭାରତୀୟ ମହିଳାଙ୍କ ମୃତ୍ୟୁ, ଝିଅ ଗୁରୁତର ଆହତ
ନ୍ୟୁୟର୍କ: ନ୍ୟୁୟର୍କ ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାରେ ଜଣେ ଝିଅ ଏବଂ ପାଇଲଟ୍ ନିର୍ଦ୍ଦେଶକ ଆହତ ହୋଇଥିବାବେଳେ ଜଣେ ମୂଳ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏନବିସି ନ୍ୟୁୟର୍କ ଟିଭି ଚ୍ୟାନେଲ ରିପୋର୍ଟ କରିଛି…
‘ତୁମେ ଏସବୁ କ’ଣ କରୁଛ?’: ଚିତାରୁ ଉଠି ଏମିତି ପ୍ରଶ୍ନ କଲା ମୃତ ଶରୀର
ହରିଦ୍ୱାର: ଜଣେ ମୃତବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାର ଠିକ୍ ପୂର୍ବରୁ ହଠାତ ବ୍ୟକ୍ତି ଜଣକ ଜିଇ ଉଠିବା ଘଟଣାକୁ କେହି ବିଶ୍ୱାସ କରି ନ ପାରନ୍ତି । ଏହାକୁ କେବଳ ଗଳ୍ପ କିମ୍ବା କାହାଣୀରେ ଶୁଣିବା ପାଇଁ ପସନ୍ଦ ଆସିଥାଏ ।…
ନା ହେବ ଫସଲ ନଷ୍ଟ, ନା ବଢିବ ଗହମ ଦର, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ଗହମ ମୂଲ୍ୟ ବଢିବାରେ ଲାଗିଥିଲା । ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗୋଦାମରେ ରଖିଥିବା ଗହମକୁ ବଜାରକୁ ବାହାର କରିଥିଲେ । ଦେଶରେ ଆଗକୁ ତାପମାତ୍ରା ବଢିବ ବୋଲି ବୈଜ୍ଞାନିକମାନେ…
ହୋଲି ପରେ ମହଙ୍ଗା ହୋଇଯିବ ବିଜୁଳି ଦର: ଉପଭୋକ୍ତାଙ୍କୁ ଲାଗିବ ବିଦ୍ୟୁତ ଝଟକା
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦରଦାମ୍ ବୃଦ୍ଧି ଦେଶବାସୀଙ୍କୁ ହନ୍ତସନ୍ତ କରିଚାଲିଛି । ବର୍ତ୍ତମାନ ଆଉ ଏକ ଅତ୍ୟାବଶ୍ୟକ ସମ୍ବଳ ଉପରେ ହେବ ମହଙ୍ଗା ମାଡ । ହୋଲି ପରେ ଦେଶବାସୀଙ୍କୁ ଇଲେକ୍ଟ୍ରିସିଟି ଉପରେ ମଧ୍ୟ ଏକ ଝଟକା…
ସୁଶୀଲଙ୍କୁ ମିଳିଲା ଅନ୍ତରୀଣ ଜାମିନ: ପିତାଙ୍କ ଅନ୍ତିମ ସଂସ୍କାରରେ ହୋଇପାରିବେ ସାମିଲ
ନୂଆଦିଲ୍ଲୀ: ଦେଶର ଷ୍ଟାର ଅଲିମ୍ପିଆନ ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟ ତରଫରୁ ମିଳିଛି ଅନ୍ତରୀଣ ଜାମିନ । ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଅଦାଲତ ତାଙ୍କୁ ଅନୁମତି ଦେଇଛନ୍ତି । ମାନବୀୟ ଆଧାର…
ଖୁସି ଖବର, New Excise Rule: ଶସ୍ତାରେ ମିଳିବ ମଦ, ହୋଟେଲରେ ଖୋଲିବ ମିନି ବାର୍
ନୂଆଦିଲ୍ଲୀ: ଏଣିକି ଶସ୍ତାରେ ମିଳିପାରିବ ମଦ । ବିଭିନ୍ନ ହୋଟେଲରେ ଖୋଲିବ ମିନି ବାର୍ ଏବଂ ଆହୁରି ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଖୁବଶୀଘ୍ର ଆସୁଛି ନୂଆ ଅବକାରୀ ନିୟମ । ମନ୍ତ୍ରୀମଣ୍ଡଳର ବୈଠକରେ…