CHARIDHAM
Browsing Category

ଖବର

୩୧ ମାର୍ଚ୍ଚ ପୂର୍ବରୁ ଏହି ଗାଡ଼ି ଚାଲିବନି ରାସ୍ତାରେ, ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ

ଭୁବନେଶ୍ୱର: ବିଭିନ୍ନ ସରକାରୀ ବିଭାଗ, ରାଜ୍ୟ ପବ୍ଲିକ ସେକ୍କର ଅଣ୍ଡର ଟେକିଙ୍ଗ, ସଂଗଠନ, ସ୍ୱଂୟଶାସିତ ପରିଷଦ ଏବଂ ୟୁଏଲବି ଇତ୍ୟାଦି ଅଧିନରେ ଥିବା ସମସ୍ତ ଯାନ ଗୁଡ଼ିକ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁ ଗାଡ଼ି…

ବାହାରିଲା ଜେଇଇ ମେନ ରେଜଲ୍ଟ, ପରୀକ୍ଷା ଦେଇଥିଲେ ୮ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନେସନାଲ ଟେଷ୍ଟିଂଗ ଏଜେନ୍ସି ତରଫରୁ ଜଏଣ୍ଟ ପ୍ରଦେଶ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ ... କୁ ଯାଇ ରେଜଲ୍ଟ ଚେକ କରିପାରିବେ । ପ୍ରଥମ ସେସନରେ ଜେଇଇ ମେନ ୨୦୨୩…

ତୁର୍କୀରେ ୩ଟି ବଡ ଭୂମିକମ୍ପ: ଆଖିପିଛୁଳାକେ ଚାଲିଗଲା ୩୮୦୦ ଜୀବନ

ଅଦନ: ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ସୋମବାର ଦିନ ୩ଟି ଶକ୍ତିଶାଳୀ ଭୁମିକମ୍ପ ହୋଇ ବର୍ତ୍ତମାନ ସୁଦ୍ଧା ୩୮୦୦ ରୁ ଅଧିିକ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।…

(video)କେତେ ଯେ ଭୟଙ୍କର ହେଇପାରେ ପ୍ରକୃତି, ଭିଡ଼ିଓ ଦେଖିଲେ ଆପଣ ତାହା ଅନୁମାନ ଲଗେଇପାରିବେ

ଅଙ୍କାରା: ସୋମବାର ସକାଳେ ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିଆରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ପରେ ଅତି କମରେ ୧,୫୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଭୂକମ୍ପ ଯୋଗୁଁ ଏକ ବିରାଟ ଧ୍ୱଂସ ଘଟିଛି ଏବଂ…

ଆଜି ବି ଅମର କୋକିଳ କଣ୍ଠୀ ଲତା ମଙ୍ଗେସକର; ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ବାଲୁକା ଚିତ୍ରକଳା ମାଧ୍ୟମରେ ସମ୍ମାନ ଦେଲେ ଶୀଳ୍ପି ସୁଦର୍ଶନ…

ପୁରୀ: ମେରି ଆୱାଜ ହି ମେରା ପେହେଚାନ ହେ..ଏହି ପକ୍ତିଂକୁ ସତ କରିଦେଇଛନ୍ତି ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର । ଲତାଜୀ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ମଧୁର ସ୍ୱରରେ ସେ ଶ୍ରୋତାଙ୍କ ହୃଦୟରେ ଚିର ଅମର…

୫ ଟଙ୍କା ଥିଲା ପ୍ରଥମ ରୋଜଗାର, କିପରିି ହେଲେ ଦେଶର ସବୁଠୁ ଧନୀ ଓକିଲ

ଭୁବନେଶ୍ୱର : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପିତା ମୋତିଲାଲ ନେହରୁଙ୍କ ୬ ଫେବୃଆରୀ ଅର୍ଥାତ୍ ଆଜି ହେଉଛି ୯୨ ତମ ପୂର୍ଣ୍ଣ ତିଥି । ନେହରୁ ପରିବାର ବିଷୟରେ ଚର୍ଚ୍ଚା ହେଲେ ସର୍ବପ୍ରଥମେ…

ହେପାଜତ ଧନେଶ୍ୱର ମୃତ୍ୟୁ ମାମଲା; ବିଟ ହାଉସ ଜାଳିଦେଲେ ଗ୍ରାମବାସୀ

କଟକ: ହେପାଜତ ମୃତ୍ୟୁ ମାମଲାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ବର୍ତ୍ତମାନ ଗ୍ରାମବାସୀ ବିଟ୍ ହାଉସ୍ ଜାଳିଦେବା କଥା ସାମ୍ନାକୁ ଆସିଛି । ବଡ଼ମ୍ବା ବାଣପୁର ବିଟ୍ ହାଉସକୁ ଉତ୍ତ୍ୟକ୍ତ…

ଗୁଗୁଲୁ ଆଣୁଛି ନୂଆ ଫିଚର; ୧୫ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ୍ !

ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ…

ସୁପ୍ରିମକୋର୍ଟ: ୫ନୂଆ ବିଚାରପତିଙ୍କୁ ଶପଥପାଠ କରାଇଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ିୱାଇ ଚନ୍ଦ୍ରଚୂଡ଼ । ୫ ନୂଆ ବିବାରପତି ଶପଥପାଠ ନେଲା ପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ…

ହେପାଜତ ମୃତ୍ୟୁ ମାମଲା: ବନଖଣ୍ଡର ୨ଏସିଏଫ ଅଟକ

କଟକ: ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ…