Browsing Category

ଖବର

ନିଆଁରେ ଘିଅ ଢ଼ାଳିଲେ ଅଶୋକ ପଣ୍ଡା, କହିଲେ ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତିଙ୍କର ନୁହନ୍ତି

ଭୁବନେଶ୍ୱର: ‘ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍‌’ ନିଆଁରେ ଘିଅ ଢାଳିଲେ ଅଶୋକ ପଣ୍ଡା। କାଲି ବଦ୍ରି ପାତ୍ରଙ୍କ ପରେ ଆଜି ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କ କଲେ ତେର୍ଚ୍ଛା ବାଣ। କହିଲେ କିଛି କହିପାରିବିନି ଯିଏ…

ଡାକ୍ତରଙ୍କ ଅବହେଳା, ଭୁଲ ଇଞ୍ଜେକ୍ସନ ଦେଇ 4 ବର୍ଷର ଶିଶୁପୁତ୍ରର ଗୋଡ଼ ଅଚଳ

ପଟ୍ଟାମୁଣ୍ଡାଇ: ଡାକ୍ତରଙ୍କ ଚରମ ଅବହେଳା । ଭୁଲ ଇଞ୍ଜେ୍କ୍ସନ ଯୋଗୁଁ ଅଚଳ ହୋଇଗଲା ଗୋଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ । ଏଠାରେ ଜଣେ 4 ବର୍ଷର ଶିଶୁପୁତ୍ରର ବାମ…

Stock Market: ଟ୍ରମ୍ପଙ୍କ ଟାରିଫ ସୁନାମୀରେ ବୁଡ଼ିଲା ଷ୍ଟକ୍ ବଜାର, ସେନସେକ୍ସ ୬୫୭ ପଏଣ୍ଟ ଏବଂ ନିଫ୍ଟି ୨୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ସେୟାର ବଜାରରେ ଯୁଦ୍ଧ ଝଡ଼ । ବୁଡ଼ିଲା ସେୟାର ବଜାର । ଗୁରୁବାର ଦିନ ଷ୍ଟକ୍ ବଜାର ଖୋଲିବା ମାତ୍ରେ ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଖିବାକୁ ମିଳିଛି।…

“ୟୈ ମୋଦୀ କା ୱାର”: “ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତର ଅଛି କନେକ୍ସନ”, ଆମେରିକାର ହ୍ବାଇଟ ହାଉସ୍ ଏପରି କାହିଁକି କହିଲା ?

ୱାଶିଂଟନ: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଆଜିକାଲି ଭଲ ଚାଲି ନାହିଁ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଲଗାତାର ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ବିଭିନ୍ନ ବୟାନ ଦେଉଛନ୍ତି। ଏହା ବ୍ୟତୀତ ଟ୍ରମ୍ପଙ୍କ…

ଫାଟିଲା ବାଦଲ, ଧସିଲା ପାହାଡ଼, ମାଡ଼ି ଆସିଲା ବନ୍ୟା; ଜମ୍ମୁ-କାଶ୍ମୀରରେ ୪୧ ଜଣଙ୍କ ମୃତ୍ୟୁ, ମାଟି ତଳୁ ଏବେ ବି ଚାଲିଛି ଜୀବନ ଖୋଜା

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ପ୍ରକୃତ୍ତିର ତାଣ୍ଡବ । ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ତ୍ରାହି ତ୍ରହି ଡାକୁଛନ୍ତି ଲୋକେ। ଏପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି…

ୟୁରିକ୍ ଏସିଡର ଚିହ୍ନ ବର୍ଣ୍ଣ ଗାୟବ କରିଦେବ ଏହି ସବୁଜ ପତ୍ର; ଏହାକୁ ଚୋବାଇଲେ ହେବ ଚମତ୍କାର, ସ୍ବାଦ ବି ଲାଜବାବ୍

ଓଡ଼ିଶା ଭାସ୍କର: ଆଜିକାଲି ହାଇ ୟୁରିକ ଏସିଡର ସମସ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ଶରୀରରେ ୟୁରିକ ଏସିଡର ପରିମାଣ ବୃଦ୍ଧି ପାଏ, ତେବେ ଏହା ଜଅଣ୍ଟ ବା ଗଣ୍ଠିରେ ଜମା ହେବା ଆରମ୍ଭ କରେ ଏବଂ ଏହା ଯୋଗୁଁ…

ଦଳର ବଡ଼ ନିଷ୍ପତ୍ତି; କରୁଣ ନାୟରଙ୍କ ସ୍ଥାନରେ ଏହି ଖେଳାଳି ହେଲେ ସାମିଲ, ଖେଳିଛନ୍ତି 95 ଫାଷ୍ଟ କ୍ଲାସ ମ୍ୟାଚ୍

ନୂଆଦିଲ୍ଲୀ: ରଣଜୀ ଟ୍ରଫିର ଆଗାମୀ ସିଜିନ ପୂର୍ବରୁ ବିଦର୍ଭ ଦଳ ଏକ ବଡ଼ ନିଷ୍ପତ୍ତି ନେଇଛି। ସେମାନେ କରୁଣ ନାୟାରଙ୍କ ସ୍ଥାନରେ କର୍ଣ୍ଣାଟକ ବ୍ୟାଟସମ୍ୟାନ ରବିକୁମାର ସମର୍ଥଙ୍କୁ ଦଳରେ ସାମିଲ କରିବାକୁ ନିଷ୍ପତ୍ତି…

(Video) ସଲମାନ ଖାନ ନିଜ ପରିବାର ସହ ପାଳିଲେ ଗଣେଶ ଚତୁର୍ଥୀ, ସମସ୍ତେ ମିଶି କଲେ ଆଳତୀ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ସଲମାନ ଖାନଙ୍କ ପରିବାର ପ୍ରତି ବର୍ଷ ଗଣପତିଙ୍କୁ ସ୍ୱାଗତ କରନ୍ତି। ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରେ ଗଣେଶ ପୂଜା ପାଳନ ହୁଏ। ଚଳିତ ବର୍ଷ ମଧ୍ୟ ସେ ଗଣପତିଙ୍କୁ ଘରକୁ ଆଣିଛନ୍ତି। ସେ ଗଣେଶ ଚତୁର୍ଥୀ…

ସାବାଡ୍ ହେବେ ଟ୍ରମ୍ପ: ଆଜିଠୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଦୀର୍ଘ 7 ବର୍ଷ ପରେ ଚୀନ ଯିବେ ମୋଦୀ

ନୂଆଦିଲ୍ଲୀ: 4 ଦିନିଆ ଚୀନ ଓ ଜାପାନ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ । ଆଜି ରାତି 8ଟାରେ ବିଦେଶ ଗସ୍ତରେ ଯିବେ । ଦୀର୍ଘ 7 ବର୍ଷ ପରେ ଚୀନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ପରେ ଚୀନ ଗସ୍ତରେ ଯିବେ…

ଜୁହାର୍, ଆଜି ନୂଆଁଖାଇ ତିହାର: ଇଷ୍ଟଦେବୀଙ୍କୁ ପୂଜା କରି ନବାନ୍ନ ଖାଇବେ ପଶ୍ଚିମ ଓଡିଶାବାସୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକେ ବହୁତ ଧୁମ ଧାମର ସହ ପାଳନ କରନ୍ତି । ଘରେ ଘରେ ଚାଲିଛି ପିଠାପଣା । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ…