Browsing Category
ଖବର
(Video) ଆଶ୍ଚର୍ଯ୍ୟ, ମାଛ ଖାଇଦେଲା ୨୦ ହଜାରରୁ ଅଧିକ ପ୍ଲାଷ୍ଟିକ୍ ବୋତଲ!… ୩୦ ଫୁଟ ମାଛକୁ ଦେଖି ଉଡ଼ିଗଲା ହୋସ୍…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଛ ପେଟରେ ପ୍ଲାଷ୍ଟିକ୍ ବୋତଲ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୨୦ ହଜାର ପ୍ଲାଷ୍ଟିକ୍ ବୋତଲ । ଏହି କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ସ୍ଥିତିରେ…
(video)ପୁଣି ହୃଦୟ ଜିଣିଲେ ଦେଶୀ ଗାର୍ଲ, ପୁରା ପରିବାର ସହ ପାରମ୍ପରିକ ଲୁକ୍ରେ କଲେ ରାମଲାଲାଙ୍କ ଦର୍ଶନ
ଓଡ଼ିଶା ଭାସ୍କର: ବଲିଉଡ୍ ପରେ ହଲିଉଡ୍ରେ ନିଜ ପ୍ରଭାବ ବିସ୍ତାର କରିଥିବା ପ୍ରିୟଙ୍କା ଚୋପ୍ରା ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକ୍ ଜୋନସ୍ଙ୍କୁ ବିବାହ ପରେ ପ୍ରିୟଙ୍କା ଆମେରିକା ସିଫ୍ଟ…
କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ପ୍ରଶ୍ନ; ହାଜର ହେବାରେ କ’ଣ ଅସୁବିଧା ଅଛି?
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି । ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି…
ଝରକା ଖୋଲା ରଖି ରୋମାନ୍ସ କରୁଥିଲେ ଦମ୍ପତି; ଥାନାରେ ଅଭିଯୋଗ କଲେ ପଡ଼ୋଶୀ ମହିଳା
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି। ଆଭାଲହଲ୍ଲୀରେ ରହୁଥିବା ଜଣେ ୪୪ ବର୍ଷୀୟା ମହିଳା ଗିରିନଗର ଥାନା ନିକଟରେ ରହୁଥିବା ତାଙ୍କ ପଡ଼ୋଶୀ ଦମ୍ପତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ…
IPL-2024; ନୂଆ ନାମ, ଜର୍ସି-ଲୋଗୋ ବି ନୂଆ: ଏଥର RCB ଲେଖିବ କି ନୂଆ କାହାଣୀ?
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ବଡ଼ କାରନାମା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ ଆରସିବି । ଏଥିପାଇଁ ଫ୍ରାଞ୍ଚାଇଜିର ନବକଳେବର ହୋଇଛି । ଏଥର ଦଳର ଆମ ବଦଳି ଯାଇଛି, ଏହାସହ ବଦଳିଯାଇଛି ଦଳର ଜର୍ସି ଏବଂ ଲୋଗୋ । ତେଣୁ…
ଆସନ୍ତା ୨୨କୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ
ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖକୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ଦିନ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ଘୋଷଣା କରାଯିବ । ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ…
ଲ୍ୟାବ ଟେଷ୍ଟରେ ‘Eliminated’ ହେଲା Aids Virus: ଏମିତି ଦାବି କରୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: HIV ସଂକ୍ରମଣ ଏବଂ ଏହାର ଲ୍ୟାବ ଟେଷ୍ଟକୁ ନେଇ ଏବେ ଏକ ବଡ଼ ଅପଡେଟ ସାମନକୁ ଆସିଛି । ଆମଷ୍ଟରଡମ୍ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ବିଶଷଜ୍ଞ ଏହାକୁ ନେଇ ଏକ ବଡ଼ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ,…
Medanta ହସ୍ପିଟାଲର ଚେୟାରମ୍ୟାନ୍ ହେଲେ ‘deepfake’ର ଶିକାର, FIR ରୁଜୁ କଲା ପୋଲିସ
ନୂଆଦିଲ୍ଲୀ: ଆଜିକାଲି ଟେକ୍ନୋଲୋଜି ଦୁନିଆରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟେକ୍ନୋଲୋଜି ମାଧ୍ୟମରେ ମନୁଷ୍ୟର ଅନେକ ସମସ୍ୟାର ସମାଧାନ ସମ୍ଭବ । ଅପରପକ୍ଷରେ ଏହାର ଅପବ୍ୟବହାର ଅନେକ ସମସ୍ୟାର କାରଣ ପାଲଟିଥାଏ…
IPL-2024ରେ ଯୋଡ଼ି ହେବ ଅନେକ ନୂଆ ନିୟମ: ଅମ୍ପାୟାର-ବୋଲରଙ୍କୁ ଚିନ୍ତାରୁ ମୁକ୍ତି…
ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଅନ୍ୟ ସିଜନ ଅପେକ୍ଷା…
ଝାରପଡ଼ା ଜେଲରୁ ମିଳୁଛି ଗଞ୍ଜେଇ-ଚିଲମ: ବିଭିନ୍ନ ନିଶାଦ୍ରବ୍ୟ ଜବତ କଲା ପୋଲିସ
ଭୁବନେଶ୍ୱର: ଝାରପଡ଼ା ଜେଲ୍ ଏବେ ମାଫିଆଙ୍କ ନିଶାର ହବ୍ ପାଲଟି ଯାଇଛି । ଜେଲ୍ ଭିତରୁ ହିଁ ଜବତ ହୋଇଛି ଗଞ୍ଜେଇ, ଖଇନି ଭଳି ଅନେକ ନିଶାଦ୍ରବ୍ୟ । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଜେଲ୍ ପରିସରରେ ଗଣ୍ଡଗୋଳ ଘଟଣା…