Browsing Category

ଖବର

Heart touching: ଚିତାବାଘକୁ ରାକ୍ଷୀ ବାନ୍ଧିଲେ ମହିଳା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭିଡିଓ କିମ୍ବା ଫଟୋ ଭାଇରାଲ ହୋଇଥାଏ । ବର୍ତ୍ତମାନ ମଧ୍ୟ ଏହିଭଳି ଏକ ନିଆରା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଏଥିପାଇଁ ନିଆରା, କାରଣ ଫଟୋରେ ଜଣେ ମହିଳା…

ବଢୁଛି ଜଳସ୍ତର:ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ କାରଣରୁ ବଢୁଛି ହୀରାକୁଦ ନଦୀର ଜଳସ୍ତର । ଗତକାଲି ୨୦ ଟି ଗେଟ୍ ହେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ହୀରାକୁଦଖୋଲିଛି ଡ୍ୟାମର ଆଉ ୪ ଟି ଗେଟ୍ । ତେବେ ବର୍ତ୍ତମାନ ମୋଟ…

Maxima Max Pro Knight ଲଞ୍ଚ କଲା କମ୍ପାନୀ, ଗ୍ରାହକଙ୍କୁ ମିଳିଲା ଆଉ ଏକ ସ୍ମାର୍ଟୱାଚ୍ ଅପ୍ସନ

ଆଜିର ଡିଜିଟାଲ ଯୁଗରେ  ସ୍ମାର୍ଟଫୋନ୍ ପରି ସ୍ମାର୍ଟୱାଚର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ସ୍ମାର୍ଟୱାଚରେ ମଧ୍ୟ ଅନେକ କାମ କରିହେଉଛି । ନିଜର ହେଲଥ ଷ୍ଟାଟସ ରେକର୍ଡ କରିବାଠାରୁ ଫୋନ ରିସିଭ୍ କରିବା ପର୍ଯ୍ୟନ୍ତ…

ମିଳିବନି ବେବି ପାଉଡର, ବିଶ୍ୱ ସ୍ତରରେ ବିକ୍ରି ବନ୍ଦ କରିବାକୁ ଘୋଷଣା କଲା Johnson and Johnson

ନୂଆଦିଲ୍ଲୀ: ଅନେକ ଥର ନିଜର ଉତ୍ପାଦକୁ ନେଇ ବିବାଦରେ ରହିଆସିଥିବା ଜନସନ ଆଣ୍ଡ୍ ଜନସନ ଏହାର ବେବି ପାଉଡରକୁ ବନ୍ଦ କରିବାକୁ ଯାଉଛି । ଜନସନ ଆଣ୍ଡ୍ ଜନସନର ବେବି ପାଉଡର ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ରୁ ବଜାରରେ ମିଳିବ…

ଲେଖକ ସଲମାନ ରୁଶିଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ସଲମାନ ରୁଶିଦଙ୍କୁ ନ୍ୟୁୟର୍କର ବଫେଲୋ ନିକଟରେ ଚୋଟାଉକ୍ୱା ନିକଟରେ ଛୁରୀ ମାଡ଼ କରାଯାଇଛି । ଲେଖକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବଳେ ତାଙ୍କୁ ମଞ୍ଚରେ ଛୁରାମାଡ଼ ହୋଇଛି ।…

ଓଃ କି’ ବର୍ବରତା, ନିଜ ପରିବାରର ୪ ସଦସ୍ୟଙ୍କୁ ଖଣ୍ଡାରେ ହାଣି ହତ୍ୟାକଲା ସାନବୋହୂ….

ତୁଚ୍ଛ ହେଲା ସଂପର୍କ... ନିଜ ପରିବାରର ସଦସ୍ୟଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ସାନବୋହୂ । ପଶ୍ଚିମ ବଙ୍ଗ ହାୱଡ଼ାରେ ରାକ୍ଷୀ ପୂର୍ଣ୍ଣିମା ପୂଜାକୁ ନେଇ ଝଗଡ଼ାରେ ଜଣେ ମହିଳା ନିଜ ପରିବାରର ଚାରି ଜଣକୁ ହତ୍ୟା କରିଦେଲେ ।…

ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି, ହ୍ରାସ ପାଇଲା ଖୁଚୁରା ମୁଦ୍ରସ୍ପୀତି…

ନୂଆଦିଲ୍ଲୀ: ବଢ଼ିଚାଲିଥିବା ମହଙ୍ଗା ବୃଦ୍ଧି ମଧ୍ୟରେ ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇ ମାସରେ ୬.୭୧ ପ୍ରତିଶତକୁ ଖସି…

ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ: କଲିକତା ହାଇକୋର୍ଟ

ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ ଯାହା ଅଭିଯୁକ୍ତଙ୍କୁ ଦଣ୍ଡ ଦେବାପାଇଁ ସ୍ୱୀକାର କରାଯାଇପାରେ । ତେଣୁ ଯଦି କେହି ପୂର୍ଣ୍ଣ ସଚେତନ ଅବସ୍ଥାରେ ମୃତ୍ୟୁ ପୂର୍ବରୁ ବୟାନ ଦେଇଛନ୍ତି ତେବେ…

(Video) ଶବସତ୍କାର କରିବାକୁ ଗଭୀର ନାଳ ପାର୍ କଲେ ପରିବାର ଲୋକେ…

ଧର୍ମଗଡ଼/ଗୋଲାମୁଣ୍ଡା, (ଭାସ୍କର ନ୍ୟୁଜ୍): ତୁହାକୁ ତୁହା ବର୍ଷାରେ ଫୁଲି ଉଠିଛି ଗାଁ ପାଖ ନାଳ । ଏକୂଳ ସେକୂଳ ପାଣି । କେମିତି ଶବ ପାର ହେବ? ସେ ଚିନ୍ତାରେ ପରିଜନ । ଯେମିତି ହେଲେ ବି ନେବାକୁ ହେବ । ଶ୍ମଶାନ ଯିବାକୁ…

(Video) କିଙ୍ଗ୍ କୋବ୍ରାକୁ କିସ୍ କରିବାକୁ ମହିଳା କଲେ ଏମିତି… ଦେଖନ୍ତୁ ଭିଡିଓ…

ଆମେ ସୋସିଆଲ ମିଡିଆରେ ସାପ ସହ ଜଡ଼ିତ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଏମିତିରେ ତ’ ଲୋକେ ଛୋଟ ବଡ଼ ସବୁ ସାପକୁ ଡରନ୍ତି । ପ୍ରାୟ ସବୁ ପ୍ରଜାତି ଭୟଙ୍କର ହୋଇଥାନ୍ତି, କିନ୍ତୁ କିଛି ଏଭଳି ପ୍ରଜାତି ଅଛନ୍ତି ଯେଉଁମାନେ…