Browsing Category
ଭିଡିଓ ଖବର
‘ଅପରେସନ୍ ଦୋସ୍ତ’ ସାରି ଭାରତ ପ୍ରତ୍ୟାବର୍ତ୍ତନ କଲେ NDRF ଟିମ୍, ତୁର୍କୀ ବିମାନବନ୍ଦରରେ ସୃଷ୍ଟି ହେଲା ଅଦ୍ଭୁତ ଦୃଶ୍ୟ
ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂକମ୍ପରେ ସାହାଯ୍ୟ କରିବାକୁ ଯାଇଥିବା NDRF ର ଏକ ଟିମ୍ ସେଠାରୁ ଫେରିଛନ୍ତି। ଯେତେବେଳେ NDRF ଦଳ ସେଠାରୁ ବାହାରିଥିଲେ, ଅଦାନା ବିମାନବନ୍ଦରର ଲୋକମାନେ କରତାଳି ଦେଇ ଦଳକୁ ଧନ୍ୟବାଦ…
Video: ଉତ୍ତରାଖଣ୍ଡରେ ଔଷଧ ଏୟାରଲିଫ୍ଟ କଲା ଡ୍ରୋନ୍, ୩୦ ମିନିଟରେ ଅତିକ୍ରମ କଲା ୪୦ କିଲୋମିଟର
ନୂଆଦିଲ୍ଲୀ: ଆଜିର ଦିନରେ ବିଜ୍ଞାନର ଅଗ୍ରଗତି ଅନେକ କାର୍ଯ୍ୟକୁ ସହଜ କରିଛି। ବର୍ତ୍ତମାନ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି। ଆଜିକାଲି ନିଆଁ ଲିଭାଇବା କାର୍ଯ୍ୟଠାରୁ ଆରମ୍ଭ କରି ବିଦ୍ୟୁତ୍…
(video) ଅଧାରେ ରହିଗଲା ମିଳନ, ପ୍ରେମ ଦିବସରେ ଚାଲିଗଲେ ବିବାହ କରିଥିବା ପ୍ରେମୀ ଯୁଗଳ,ଦେଖନ୍ତୁ ଏହି ଦୁଃଖଦ ଘଟଣା
ଭୁବନେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ଗିରିସୋଲାଠାରୁ ଜଗନ୍ନାଥପୁର ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହା ଭିତରେ ଗତ କାଲି ଦୁର୍ଘଟଣା ଘଟି ନବଦମ୍ପତିଙ୍କ ମୃତ୍ୟୁ ହୋଇଛି।ତେବେ ମୃତକ ଦ୍ବୟ ହେଲେ ଆନ୍ଧ୍ରପ୍ରଦେଶ…
(Video) Aero India 2023: ନୀଳ ଆକାଶରେ ୩ ଯୁଦ୍ଧ ବିମାନ ତିଆରି କଲେ ଦିଲ୍, ଏହି ଦୃଶ୍ୟ ଦେଖି PM ମୋଦୀ ବଜାଇଲେ ତାଳି
ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁଠାରେ ଏରୋ ଇଣ୍ଡିଆ ୨୦୨୩ର ୧୪ତମ ସଂସ୍କରଣର ଶୁଭାରମ୍ଭ ହୋଇଛି । ଏହି ଶୋ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ବେଙ୍ଗାଲୁରୁର ୟେଲହଙ୍କା ବାୟୁ ସେନାର ଷ୍ଟେସନରେ…
(Video)କମୁନି ବାବାଙ୍କ କ୍ରେଜ:ସତସଙ୍ଗରେ ଏକାଠି ହେଲେ ହଜାର ହଜାର ସାରଥୀ ଭକ୍ତ
ମାଲକାନଗିରି: ପୁଣି ଏକାଠି ହେଲେ ସାରଥୀ ଭକ୍ତ , ନାଚଗୀତ ସହ କମ୍ପିଲା ଗାଁ ଦାଣ୍ଡ । ଜୀବନ ପଥ ଏ ଦେହ ରଥ, ରଥେ ବସିଛ ରେବତି କାନ୍ତରେ ଦୋହଲୁଛି ଚର୍ତୁପାଶ୍ୱ । ଚାରି ଆଡେ ଶୁଭୁଛି ବାବା ସାରଥିଙ୍କ ଜୟ । ପୁଣିଥରେ…
(Video)ନିଜକୁ VVIP ଭାବୁଛି ଗୋପାଳ ! କୋର୍ଟରେ ହାଜର ପରେ କଣ କହିଲା,ଦେଖନ୍ତୁ
ଭୁବନେଶ୍ୱର:ଜେଲ ଗଲା ଗୋପଳ । କୋର୍ଟରେ ଅଧଘଣ୍ଟା ପଚରା ଉଚୁରା ପରେ ଏବେ ଗୋପାଳକୁ ଜେଲକୁ ପଠାଯାଇଛି । ୧୬୪ ଧାରା ରେ ଗୋପାଳର ବୟାନ ରେର୍କଡ କରାଯାଇଛି । ତେବେ ଗୋପାଳକୁ ନେବା ଆଣିବା ବେଳେ ସୁରକ୍ଷା ଦୃଷ୍ଟିକୁ ଅଧିକ…
(Video) ଗୋପାଳର ରାଗ ନେଲା ନବଙ୍କ ଜୀବନ; ରାଗ କମିଯିବ ବୋଲି ୨ମାସ ହେବ ଔଷଧ ଖାଉନଥିଲା ଗୋପାଳ
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଉ ଏକ ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ ପରେ ଓଡିଶା ଫେରୁଛି ଗୋପାଳ । ଆଉ ଗୋପାଳର ଯେଉଁ ନାର୍କୋ ଟେଷ୍ଟ ରିର୍ପୋଟ ରହିଛି ତାହାକୁ କୋର୍ଟରେ ଉପସ୍ଥାପନ କରାଯିବ ।…
(video)ରୋମଟାଙ୍କୁରା ଦୃଶ୍ୟ, ଦୀର୍ଘ ୧୨୮ ଘଣ୍ଟା ପରେ ଭୂକମ୍ପର ଅଳିଆରୁ ଉଦ୍ଧାର ହେଲା ୨ ମାସର ଶିଶୁ
ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହେଇଥିବା ଏକ ବଡ଼ ଧରଣର ଭୂକମ୍ପ ପରେ ପ୍ରାୟ ୨୮,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି, ୬,୦୦୦ କୋଠା ଭୁଶୁଡି ପଡିଛି ଏବଂ ଶହ ଶହ ଲୋକ ଏଯାଏଁ ଆବର୍ଜନା ତଳେ ଫସି ରହିଛନ୍ତି। କିନ୍ତୁ ଏହି…
VIDEO : ମିଳିଲାନି ଆମ୍ବୁଲାନ୍ସ, ଆସୁସ୍ଥ ବାପା ଠେଲା ଗାଡ଼ିରେ ମେଡିକାଲ ନେଲା ୬ ବର୍ଷର ପୁଅ
ନୂଆଦିଲ୍ଲୀ: ମାନବିକତା ପାଇଁ ଆସିଛି ଲଜ୍ଜାଜନକ ସାମ୍ନାକୁ ଆସିଛି ଚିତ୍ର। ଅସୁସ୍ଥ ବାପାକୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ନମିଳିବାରୁ ଠେଲା ଗାଡ଼ିରେ ମେଡିକାଲ ଠେଲି ଠେଲି ମେଡିକାଲ ନେଇଛି ୬ ବର୍ଷର ନାବାଳକ ପୁଅ।…
(Video) ଭାରତୀୟ ଯୁବକଙ୍କ ଗିନିଜ୍ ୱାର୍ଲ୍ଡ ରେକର୍ଡ: ପେଟରେ ୫୨୮ କେଜି ପଥର ରଖି ଭାଙ୍ଗିଲେ
ନୂଆଦିଲ୍ଲୀ: ଅନେକ ସମୟରେ ଆଜିର ମଣିଷମାନେ କିଛି ଅଦ୍ଭୂତ କାର୍ଯ୍ୟ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ତେବେ ନିକଟରେ ଦୁଇଜଣ ଭାରତୀୟ ଯୁବକ ଏଭଳି କିଛି ଦୁଃସାହିସିକ କାର୍ଯ୍ୟ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ…