Browsing Category

ରାଜ୍ୟ

Big Breaking ଡିସେମ୍ବର ୩ ତାରିଖରେ ହେବ ବାତ୍ୟା: ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ଆସୁଛି ଏକ ବଡ଼ ବାତ୍ୟା । ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା…

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ବଡ଼ ବିଜୟ: ୪ ପୌରାଞ୍ଚଳ ଉପ-ନିର୍ବାଚନରେ ଶଙ୍ଖ

ଓଡିଶା ଭାସ୍କର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହା ପୂର୍ବରୁ ରାଜନୀତିକୁ ଉଷ୍ମ କରିଥିଲା ପୌରାଞ୍ଚଳ ଉପ-ନିର୍ବାଚନ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ କସରତ କରିଥିବା ବେଳେ ଆଜି ତାହାର ଫଳାଫଳ…

ଭିଜିଲାନ୍ସ ଟିମ୍‌କୁ ଦେଖି ଛାତ ଡ଼େଇଁ ଛୁ ମାରିଲେ କନିଷ୍ଠ ଯନ୍ତ୍ରୀ: ଧରା ପଡିବା ପରେ କହିଲେ…

ଓଡିଶା ଭାସ୍କର: ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା। ତେବେ ସେଠାରେ ସେ ପ୍ରାୟ ୯ ଘଣ୍ଟା ଲୁଚି ରହିବା…

ଓଡିଶାକୁ ଗର୍ବିତ କରାଇଲେ ଓଡ଼ିଆ ଝିଅ: ଦେଶର ପ୍ରଥମ ମହିଳା ADC ହେଲେ ମନୀଷା ପାଢ଼ୀ

ଓଡିଶା ଭାସ୍କର: ଆଜି ଭାରତ ବର୍ଷ କାହିଁକି ବିଶ୍ୱରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆରବିଆଇ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତିଙ୍କ ପର୍ୟ୍ୟନ୍ତ ଓଡ଼ିଆ ଆଜି ବହୁ ଆଗରେ ରହିଛନ୍ତି। ତେବେ…

BIG BREAKING: ବଡ଼ ଧରଣର ଦୁର୍ଘଟଣା, ୧୭ ଜଣ ଆହତ

ଓଡିଶା ଭାସ୍କର: ଘାଟିରେ ଭ୍ୟାନ ଓଲଟିବାରୁ ୧୭ ଜଣ ଆହତ। ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଆସି ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଭ୍ୟାନଟି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଫେରୁଥିବା…

୫ ଜଣ ନେତାଙ୍କୁ ନିଯୁକ୍ତି ଦେଲା ବିଜେଡି: ଜଣେ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏନେଇ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର ମାସରେ ଭାରତୀୟ…

ସମ୍ବଲପୁର ରେଳ ଷ୍ଟେସନରେ ଜାମୁତାବୀ ଟ୍ରେନ ଲାଇନଚ୍ୟୁତ

ଓଡିଶା ଭାସ୍କର: ଦିନକୁ ଦିନ ଟ୍ରେନ ଲାଇନଚ୍ୟୁତ ଓ ଦୁର୍ଘଟଣା ବଢିବାରେ ଲାଗିଛି। ଯାହା ଏବେ ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ। ବିଶେଷକରି ଗତ କିଛିଦିନ ହେବ ଯେଉଁଭଳି ଭାବେ ଟ୍ରେନ ଦୁର୍ଘଟଣା ଘଟିଚାଲିଛି, ଏସବୁକୁ ଦେଖିବା…

ଜଡ଼ା ଫଳ ଖାଇ ୧୧ ଶିଶୁ ଅସୁସ୍ଥ, ସମସ୍ତଙ୍କ ବୟସ ପାଖାପାଖି ୫ରୁ ୬ ବର୍ଷ

ମାଲକାନଗିରି: ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ଜଡ଼ା ଫଳ ଖାଇବା ଫଳରେ ୧୧ ଜଣ ଶିଶୁ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ୧୧ ଶିଶୁଙ୍କୁ ମାଲକାନଗିରି ଜିଲ୍ଲା…

ଓଡିଶା ଜଙ୍ଗଲରେ ବୁଲୁଛି କଳା ରଙ୍ଗର କଲରା ପତରିଆ ବାଘ

ଭୁବନେଶ୍ୱର: ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ ଏକ ବିରଳ କଲରା ପତରିଆ ବାଘର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି। ଏହା ଏକ କଳା ରଙ୍ଗର କଲରା ପତରିଆ ବାଘ। ସୂଚନା ଥାଉକି, ବ୍ୟାଘ୍ର ଗଣନା ପାଇଁ ଓଡ଼ିଶାର…

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଦିଆଯିବ ନିଟ୍ ଓ ଜେଇଇ କୋଚିଂ, ସବୁ ଅଧ୍ୟକ୍ଷଙ୍କୁ ପଠାଗଲା ଚିଠି

ଭୁବନେଶ୍ୱର: ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ କୋଚିଂ । ଏନେଇ ନିଟ୍/ଜେଇଇ ଆଶାୟୀଙ୍କୁ ଅନଲାଇନ୍ କୋଚିଂ ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖାଯାଇଛି । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ…