Browsing Category
ରାଜ୍ୟ
(Video) ଓଡ଼ିଶାର ଏହି ହସ୍ପିଟାଲରେ ଘୁରି ବୁଲୁଛନ୍ତି ଭୂତ! ସନ୍ଧ୍ୟା ହେଲେ ଭୟରେ ପଡ଼ୁଛି ତାଟି କବାଟ, ରୋଗୀ ହନ୍ତସନ୍ତ
ପୁରୀ: ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତରଖାନାକୁ ଯାଇଥାନ୍ତି ରୋଗୀ । କିନ୍ତୁ ଓଡ଼ିଶାର ଏକ ମେଡିକାଲରେ ହିଁ ଦେଖିବାକୁ ମିଳିଛି ଅଜବ ରୋଗ, ଭୟ । ଭୂତ ଭୟରେ ମେଡିକାଲର କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକମାନେ ମଧ୍ୟ…
Breaking; ଦିୱାଲୀରେ ଟ୍ୱିନ ସିଟିର ଦୁର୍ଦ୍ଦଶା: ପ୍ରଦୂଷଣରେ ସୃଷ୍ଟି ହେଲା ଲଜ୍ଜାଜନକ ରେକର୍ଡ
ଭୁବନେଶ୍ୱର: ଦୀପାବଳିରେ ଏକ ବଡ଼ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି ଓଡ଼ିଶାର ଟ୍ୱିନ ସିଟି କଟକ-ଭୁବନେଶ୍ୱର । ବାଣ ଧୂଆଁରେ ଟ୍ୱିନ ସିଟିର ଆକାଶ ଅଦୃଶ୍ୟ ସମାନ ହୋଇଯାଇଛି । ତେବେ ଚଳିତବର୍ଷର ଦୀପାବଳି ଟ୍ୱିନ ସିଟିରେ…
BREAKING NEWS; ବନ୍ଧୁକ ଦେଖାଇ Flipkart officeର ଲକର ଟେକି ନେଲେ ଦୁର୍ବୃତ୍ତ
ଓଡିଶା ଭାସ୍କର; ପୁଣି ଆଠଗଡ଼ରେ ଲୁଟ୍ । ବନ୍ଧୁକ ଦେଖାଇ ଫ୍ଲିପ୍ କ୍ଲାର୍ଟ ଅଫିସର ଲକର ଟେକି ନେଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗର ସ୍ଥିତ ଏକ ଫ୍ଲିପ୍ କ୍ଲାର୍ଟ ଅଫିସରୁ ଏଭଳି ଡକାୟତି କରାଯାଇଥିବା ଖବର ଆସିକି…
breaking:ପୟା ଶ୍ରାଦ୍ଧ ଦେବାକୁ ଲିଙ୍ଗରାଜ ମନ୍ଦିର ଆସିଥିବା ଦମ୍ପତିଙ୍କ ଉପରେ ଚଢିଗଲା କାର; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ଭୁୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୟା ଶ୍ରାଦ୍ଧ…
BIG BREAKING; ଉତ୍ତରକାଶୀର ଟନେଲ ଟ୍ରାଜେଡିରେ ୫ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା
ଓଡିଶା ଭାସ୍କର; ଉତ୍ତରକାଶୀର ଚାରିଧାମ ଟନେଲ ଭୁଶୁଡିବା ଘଟଣାରେ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଟନେଲରେ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଏଥିରେ ମୟୁରଭଞ୍ଜର ବିଶେଶ୍ୱର ନାୟକ,…
ଦୀପାବଳିରେ ବିଭନ୍ନ ସ୍ଥାନରେ ଅଘଟଣ; କ୍ୟାପିଟାଲ୍ ହସ୍ପିଟାଲରେ ୧୦୦ରୁ ଊର୍ଦ୍ଧ୍ଵ ଆହତଙ୍କ ଚିକିତ୍ସା
ଓଡିଶା ଭାସ୍କର; ଗତକାଲି ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟବାସୀ ପିଠା ଖାଇ, ବାଣ ଫୁଟାଇ ବଡ଼ ଧୂମଧାମରେ ଉତ୍ସବ ପାଳନ କରିଛନ୍ତି । ତେବେ ଗୋଟିଏ ପଟେ ଲୋକମାନେ ଖୁସିରେ ମସଗୁଲ ରହିଥିବା ବେଳେ ଅନ୍ୟପକ୍ଷରେ ସାମ୍ନାକୁ…
ବିଶିଷ୍ଟ ଜ୍ୟୋତିର୍ବିଦ ଟିକେଶ୍ୱର ଗୁରୁଙ୍କ ପରଲୋକ
ନୂଆଦିଲ୍ଲୀ: ଆସିଛି ଏକ ଦୁଃଖ ଖବର । ରାଜ୍ୟର ଜଣେ ବିଶିଷ୍ଟ ଜ୍ୟୋତିର୍ବିଦଙ୍କ ପରଲୋକ ଘଟିଛି । ବଲାଙ୍ଗିରର ବିଶିଷ୍ଟ ଜ୍ୟୋତିର୍ବିଦ ଟିକେଶ୍ୱର ଗୁରୁ ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଶ୍ରୀ ଗୁରୁଙ୍କର ପରଲୋକ ଘଟିଛି ।…
ରୋଗୀଙ୍କ ପାଇଁ ଖୁସି ଖବର: SCBରେ ଆରମ୍ଭ ହେବ ପ୍ରଥମ ଯକୃତ ପ୍ରତିରୋପଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆଗକୁ ନେବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କଟକର ଏସସିବିରେ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ…
BREAKING NEWS; ଦିପାବଳୀ ବେଳେ ଅଘଟଣ; ବାଣ ନିଆଁରୁ ଜଳିଗଲା ଘର
ଓଡିଶା ଭାସ୍କର; ଦିପାବଳୀ ପାଳନ କରିବାରେ ବ୍ୟସ୍ତ ରହିଛନ୍ତି ସାରା ଦେଶବାସୀ । ଆଉ ଏତିକି ବେଳେ ଏକ ଅଘଟଣ ଘଟିଯାଇଥିବା ଖବର ଆସି ପହଞ୍ଚିଛି । ବାଣ ନିଆଁ ପଡିବାରୁ ଏକ ଚାଳଘର ଜଳିଯାଇଥିବା ସୂଚନା ମିଳିଛି । କଟକ…
ଦିପାବଳୀରେ ବଡ଼ ଅଘଟଣ: ନିଜେ ଆଖି ବୁଜିଲେ ୮ ବର୍ଷର ପୁଅକୁ ବଞ୍ଚାଇଲେ, ଘରର ମୁରବୀଙ୍କୁ ହରାଇ କାନ୍ଦୁଛି ପରିବାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆଲୋକର ପର୍ବ ଦିପାବଳୀ ଅବସରରେ ରାଜ୍ୟବାସୀ ପିଠା ଖାଇ, ବାଣ ଫୁଟାଇ ବଡ଼ ଧୂମଧାମରେ ପାଳନ କରୁଛନ୍ତି । ତେବେ ଗୋଟିଏ ପଟେ ଲୋକମାନେ ଖୁସିରେ ମସଗୁଲ ରହିଥିବା ବେଳେ ଅନ୍ୟପକ୍ଷରେ ଘଟିଛି…