Browsing Category
ରାଜ୍ୟ
ଘାଟିରେ ଓଲଟିଲା ପିକନିକ୍ ବସ୍: ୩୫ରୁ ଅଧିକ ଯାତ୍ରୀ ଗୁରୁତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ୨୦୨୪ ପାଦ ଦେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ତେବେ ନୂଆ ବର୍ଷ ଅବସରରେ ସମସ୍ତେ ଏବେ ପିକନିକରେ ବ୍ୟସ୍ତ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବିବାହିତ ପୁରୁଷ, ମହିଳା ଓ…
(Video) ପିକନିକରୁ ଫେରୁଥିଲେ ଭୂତ ଲାଗିଲା: ସମସ୍ତଙ୍କର ଆଚାର ବ୍ୟବହାର ବଦଳିଗଲା!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ଅନେକ ସମୟରେ ଭୂତପ୍ରେତଙ୍କୁ ନେଇ କିଛି ଅଜବ ପ୍ରକାରର କଥା ସବୁ ଶୁଣିବାକୁ ମିଳିଥାଏ । ଭୂତ ସହ ଜଡ଼ିତ ଏହି କଥାସବୁକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ ଆଉ କିଛି ହସରେ ଉଡ଼ାଇ…
ନୂଆବର୍ଷ ପୂର୍ବରୁ ବଢ଼ିଲା ସଂକ୍ରମଣ: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୫ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାତି ପାହିଲେ ନୂଆବର୍ଷ ୨୦୨୪ ପାଦ ଥାପିବ । ତେବେ ଏହା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ରାଜ୍ୟରୁ ପୁଣି ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ…
Big Breaking; ଓଲଟିଲା ପିକନିକ୍ ବସ୍, ଏକାଧିକ ଆହତ
ଭୁବନେଶ୍ୱର: ଗଞ୍ଜାମ ପୋଲସରାରେ ଆଜି ଏକ ପିକନିକ୍ ବସ୍ ଓଲଟି ପଡିଛି । ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ…
ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ୍ରେ ବିସ୍ଫୋରଣ ଘଟଣାରେ ଆଖି ବୁଜିଲେ ଜଣେ ଆହତ
ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଘଟିଥିବା ହୋଇଥିବା ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏସିପି ଗୌତମ କିଶାନ ସୂଚନା ଦେଇଛନ୍ତି । ଗତ ୨ ଦିନ ତଳେ ହସ୍ପିଟାଲର ତୃତୀୟ ମହଲାରେ ଏକ…
Big Breaking: ରାତି ଗୋଟାଏରୁ ଜଗା ଦର୍ଶନ, ନୂଆ ବର୍ଷରେ ନୂଆ ଅନୁଭବ ନେବେ ଭକ୍ତ
ଭୁବନେଶ୍ୱର: ନୂଆବର୍ଷ ଉପଲକ୍ଷେ ରାତି ଗୋଟାଏରୁ ଭକ୍ତ କରିବେ ଜଗା ଦର୍ଶନ । ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗି ଏପରି ନିଷ୍ପତ୍ତି ନିଆଯାଇଛି । ରାତି ଗୋଟାଏରେ ଆରମ୍ଭ ହେବ ଦ୍ୱାର ଫିଟା ନୀତି । ଏ ସଂପର୍କରେ…
ବିମୋହିତ କରୁଛି ଶ୍ରୀମନ୍ଦିରର AI ନିର୍ମିତ ଫଟୋଚିତ୍ର, ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ
ପୁରୀ: ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଶାର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ମହାପ୍ରଭୁଙ୍କୁ ନେଇ ଗଢ଼ି ଉଠିଛି। ମହାପ୍ରଭୁ ହେଉଛନ୍ତି ଚଳନ୍ତି…
ଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ନୂଆ ନିୟମ; ପରିସରରେ ଗୁଟଖା, ପ୍ଲାଷ୍ଟିକ ଉପରେ ଲାଗିବ ରୋକ୍
ଭୁବନେଶ୍ୱର: ନୂଆ ବର୍ଷରୁ ଲିଙ୍ଗରାଜ ମନ୍ଦିରର ଅନେକ ନିୟମରେ ପରିବର୍ତ୍ତନ କରାଯିବ । ମନ୍ଦିର ମଧ୍ୟରେ ସେବାୟତମାନଙ୍କ ପାଇଁ ନୂଆ ପରିଚୟ ପତ୍ର ଜାରି କରାଯିବା ସହ ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହିତ ପଲିଥିନ ଓ…
ଓଡିଶା ଭାସ୍କରରେ ଖବର ବାଜିବା ପରେ ସୁଶୀଳା ଦାସଙ୍କ ପାଖରେ ପହଞ୍ଚିଲେ ସମାଜସେବୀ
ଯାଜପୁର (ବିଞ୍ଝାରପୁର): ଓଡ଼ିଶା ଭାସ୍କରରେ ଖବର ପ୍ରସାରଣ ପରେ ସୁଶୀଳା ଦାସ ଙ୍କୁ ସହାୟତା ର ହାତ ବଢାଇଲା ଯାଜପୁରର 'ସୁଯ୍ୟାଲୋକ ସମାଜ ସେବା' ସଂଗଠନ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଛନ୍ଦାମୁଣ୍ଡ…
କେନ୍ଦ୍ରାପଡା: ଦାଦାବଟି ନ ଦେବାରୁ ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ!
ଓଡିଶା ଭାସ୍କର: ଦାଦାବଟି ନ ଦେବାରୁ ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ସହରର ବିଚ୍ ବଜାରରେ ଦେଖା ଦେଇଛି ଏଭଳି ଏକ ଅଭାବନୀୟ ଘଟଣା। ନୂଆ ବର୍ଷ ପୂର୍ବରୁ ଫିଲ୍ମ ଷ୍ଟାଇଲରେ କିଛି ଅସାମାଜିକ ଯୁବକ ଏଭଳି…