
Browsing Category
ରାଜ୍ୟ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା: ଏହି ଛକରୁ ଶ୍ରୀମନ୍ଦିର ଯାଏଁ ଗାଡ଼ି ଚଳାଚଳ ମନା
ଓଡିଶା ଭାସ୍କର(ପୁରୀ): ଆସନ୍ତା ୨୭ ତାରିଖ ବା ସୋମବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ…
ପୁଣି ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ଜଣେ ବୋଝିଆ ସେବାୟତ ଗୁରୁତର
ଓଡିଶା ଭାସ୍କର: ପୁଣି ଶ୍ରୀମନ୍ଦିରରୁ ଆସିଲା ଆଉ ଏକ ଅଘଟଣର ଖବର। ଗରମ ଡାଲି ପଡ଼ି ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ତେବେ ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଦେଖିବାକୁ…
ସାରା ଭାରତରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଭବ୍ୟ ସ୍ୱାଗତ: ଫୁଲବର୍ଷାରେ Welcome କଲେ ଗ୍ରାମବାସୀ
କେନ୍ଦୁଝର: ଦେଶର ବିଭିନ୍ନ ଅଞ୍ଚଳରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଭବ୍ୟ ସ୍ୱାଗତ କରାଯାଉଛି । ବିଭିନ୍ନ ବୟସ ବର୍ଗର ଲୋକେ ଏହାକୁ ସ୍ୱାଗତ କରିବା ପାଇଁ ଆଗେଇ ଆସିବା ସହ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ…
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା
ଓଡିଶା ଭାସ୍କର: NAAC ପକ୍ଷରୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା । ଏନେଇ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍) ଘୋଷଣା କରିଛି ।ନାକ୍ର ଏକ ୫ ଜଣିଆ ଟିମ୍ ଗତ ୨୦ ତାରିଖରୁ ୨୨…
Big Breaking: କାର-ବାଇକ ମୁହାଁମୁହିଁ, ୩ ମୃତ
ନୟାଗଡ଼: କାର-ବାଇକ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଳା ଥାନା ଅନ୍ତର୍ଗତ ସୁବଳୟା ଛକ ନିକଟରେ । ସୁବଳୟା ଛକ ନିକଟରେ ବାଇକ…
ଉତ୍ତରକାଶୀ ସୁଡ଼ଙ୍ଗରୁ ଆସିଲା ବଡ଼ ଖବର: ହଠାତ୍ ୩ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କାହାର ମୁଣ୍ଡବ୍ୟଥା ତ କାହାର ବାନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ଭିତରେ ଫଶି ରହିଥିବା ୪୧ ଜଣ ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି । ଏହା ମଧ୍ୟରେ ୧୪ ଦିନ ବିତିସାରିଥିଲେ ବି…
ଘାଟୀରେ ଓଲଟିଲା ଟିପ୍ପର, ଚାଲିଗଲା ୫ ଜୀବନ
ଭୁବନେଶ୍ୱର: ଆଜି ମାଲକାନାଗିରିରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ ଟିପ୍ପର ଓଲଟି ୪ ଜଣଙ୍କର ମୃତ୍ୟୁ ହୋଇଛି । ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ହନ୍ତାଳଗୁଡା ଘାଟୀରେ…
ପ୍ରକାଶ ପାଇଲା OCS-2022 ପ୍ରିଲିମିନାରୀ ପରୀକ୍ଷା ରେଜଲ୍ଟ: ୮୨୨୦ ପ୍ରାର୍ଥୀ କୃତକାର୍ଯ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ)- ୨୦୨୨ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା…
ବଡ଼ଓଷାରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର: ଜାଣନ୍ତୁ କ’ଣ ରହିଛି ଏହି ଦିନର ମହାତ୍ମ୍ୟ
କଟକ: ଆଜି ବଡ଼ ଓଷା । ନଭେମ୍ବର ମାସରେ ବା କାର୍ତ୍ତିକା ଶୁକ୍ଳ ତ୍ରୟୋଦଶୀ ତଥା ପଞ୍ଚୁକର ତୃତୀୟ ଦିନରେ ବଡ଼ ଓଷା ପାଳନ କରାଯାଇଥାଏ । ଧର୍ମମାସ କାର୍ତ୍ତିକର ଏହା ହେଉଛି ଏକ ବଡ଼ ପର୍ବ । ତେବେ ଆଜିର ଦିନରେ ବଡ଼ସିଂହାର…
ନକଲି ଔଷଧ କାରବାରକୁ ରୋକିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ‘ଡାଟା ବ୍ୟାଙ୍କ: ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ିଚାଲିଥିବା ନକଲି ଔଷଧ କାରବାର ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ରାଜ୍ୟ ବାହାରୁ ଓଡ଼ିଶାକୁ ନକଲି ମେଡିସିନ ଆସୁଥିବାରୁ ତାହାକୁ ରୋକିବା ପାଇଁ ରାଜ୍ୟ…