CHARIDHAM
Browsing Category

ରାଜ୍ୟ

Breaking News; ମାତ୍ର ୪ ଦିନରେ ସରିଗଲା ବିଧାନସଭା : ୨୬ ଦିନ ବାକି ଥାଇ ବନ୍ଦ ହେଲା ଶୀତ ଅଧିବେଶନ

ଭୁବନେଶ୍ୱର: ଯଥେଷ୍ଟ ସମୟ ବାକି ଥାଇ ମଧ୍ୟ ଅଦାରେ ଅଟକିଛି ବିଧାନସଭା ଅଧିବେଶନ । ମାତ୍ର ୪ ଦିନ ପର୍ଯ୍ୟନ୍ତ ହିଁ ତିଷ୍ଠି ପାରିଛି ବିଧାନସଭାର ଶୀତ ଅଦିବେଶନ । ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୀତ ଅଧିବେଶନ…

ସଂଶୋଧନ ହେବ ଏସଟି ଜମି ହସ୍ତାନ୍ତର ମାମଲା: ବିଧାନସଭାରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ସଂଶୋଧନ ହେବା ନେଇ ଆଜି ଘୋଷଣା କରାଯାଇଛି । ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ନିଜର ବିବୃତି ରଖିଛନ୍ତି । ତେବେ ଏ ନେଇ…

ଧବଳେଶ୍ୱରରେ ପୂଜକଙ୍କ ଧାରଣା, ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଛନ୍ତି ଭକ୍ତ

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସରେ ଧବଳେଶ୍ୱରଙ୍କ ଦର୍ଶନ ଲାଗି ବହୁ ଲୋକ ସେଠାକୁ ଗସ୍ତ କରିଥାନ୍ତି । କିନ୍ତୁ ଏହି ସମୟରେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । କାଲି ବଡ ଓଷା ଥିବା ବେଳେ ଏବେ ମନ୍ଦିରର…

ILS ଉଦ୍ଭାବନ କଲା ନୂଆ ପ୍ରୋଟିନ୍ ‘NCOR-1’: ଯକ୍ଷ୍ମା, ଭାଇରାଲ ଇନଫେକ୍ସନ ଓ ବାର୍ଦ୍ଧକ୍ୟ ଜନିତ ଦୁରାରୋଗ୍ୟ ବ୍ୟାଧିରୁ ମିଳିବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲଏସ) ପୁଣି ଥରେ ଏକ ବଡ଼ ସଫଳତା ହାସଲ କରିଛି । ଆଇଏଲଏସର ବୈଜ୍ଞାନିକମାନେ କ୍ୟାନସର ରୋଗ ପାଇଁ ଏକ ନୂଆ ପ୍ରୋଟିନ ଉଦ୍ଭାବନ…

ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜନୈତିକ…

ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା କିନ୍ନର, ଜାଣନ୍ତୁ ତାଙ୍କର କିଛି ସଂଘର୍ଷମୟ ଜୀବନ ବିଷୟରେ…

ଓଡିଶା ଭାସ୍କର; ଆଜି ଓଡିଶାରେ କିନ୍ନର ମାନେ ସ୍ୱାବଲମ୍ବୀ ହେବା ସହ ସାରା ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଗରୁ ଅନେକ ପ୍ରତିଭାବାନ କିନ୍ନରଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ…

ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ; ୨ ଆହତ

ଓଡିଶା ଭାସ୍କର; ଭୁବନେଶ୍ୱରର ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ। ତମାଣ୍ଡୋ ପଞ୍ଚାୟତ ଅଫିସ ପାଖରେ ଥିବା ଏହି କଲେଜରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ତେବେ ସର୍ଟସର୍କିଟ ଯୋଗୁ…

Big Breaking: ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ, ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ତେବେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିରାଧୀଙ୍କ ହୋହଲ୍ଲା କାରଣରୁ ଗୃହକୁ ୪ଟା ଯାଏଁ ମୁଲତବି ରଖାଯାଇଛି । ଆଜି ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ…

ଉତ୍ତରାଖଣ୍ଡ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଦେଶରେ ଥିବା ସମସ୍ତ ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଦୀର୍ଘ ୧୨ ଦିନ ଧରି ଫଶି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ମଧ୍ୟରେ ଅନେକ ଥର…

NRRI ରଚିଲା ଇତିହାସ: ୧୧ ରାଜ୍ୟ ପାଇଁ ୯ଟି ନୂଆ କିସମର ଧାନ ଉଦ୍ଭାବନ, ଚାଷୀଙ୍କ ଖର୍ଚ୍ଚ ୫୦ ପ୍ରତିଶତ କମିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (ଏନଆରଆରଆଇ) ଏକ ବଡ଼ ସଫଳତା ହାସଲ କରିଛି । ୯ଟି ନୂତନ କିସମର ଧାନ ଉଦ୍ଭାବନ କରି ଏନଆରଆରଆଇ ଇତିହାସ ରଚିଛି । ଏହି ନୂଆ କିସମର…