Browsing Category

ରାଜ୍ୟ

ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୧୧୦ କେଜିର ଏକ ବିଶାଳକାୟ ମାଛ: ୨୫ ହଜାର ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ନଦୀ, ନାଳ ଓ ସମୁଦ୍ରର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଏହି ସୁଯୋଗରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ…

ଏହି ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ପ୍ରାୟତଃ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ପୁଣି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଅର୍ଥାତ୍‌…

ମହାନଦୀ ବ୍ରିଜରେ ଓହଳିଛି ବସ, ବ୍ରିଜରେ ଯାତ୍ରୀବାହୀ ବସ ଦୁୁର୍ଘଟଣା ଗ୍ରସ୍ତ

ବାଙ୍କି : ମହାନଦୀ ବ୍ରିଜରେ ଯାତ୍ରୀବାହୀ ବସ ପିଟି ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ବାଙ୍କି ଯାତ ମୁଣ୍ଡିଆ  ମହାନଦୀ ବ୍ରିଜରେ ଏହି ଦୁର୍ଘଟଣା ହୋଇଛି । ତେବେ ବସଟି ବ୍ରିଜ ତଳକୁ ଓହଳିକି ରହିଛି । ଏହି…

୪ଟା ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି : ସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି

ଭୁବନେଶ୍ୱର : ବିଧାନସଭା ଆରମ୍ଭରୁ ହିଁ ବିଜେପିଙ୍କ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଛି । ପୋଡିୟମ ପାଖରେ ବିଜେପି ସଦସ୍ୟ ନାରାବାଜି ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବା ପାଇଁ ଦାବି…

ବଡ଼ ଖବର… ଭୁବନେଶ୍ୱର ଲୋକସେବା ଭବନରେ ଅଗ୍ନିକାଣ୍ଡ: ଜଳୁଛି ରାଜସ୍ୱ ବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକସେବା ଭବନର ପ୍ରଥମ ମଲାରେ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଭବନର ରାଜସ୍ୱ ବିଭାଗର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିବା…

ଆଜିଠୁ ହବିଷ୍ୟାଳି ଯୋଜନାରେ ପଞ୍ଜିକରଣ ଆରମ୍ଭ: ଜାଣନ୍ତୁ କିପରି ନିଜକୁ କରିବେ ରେଜିଷ୍ଟ୍ରେସନ

ପୁରୀ: ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳି ଯୋଜନାରେ ଆଜିଠାରୁ ନାମ ପଞ୍ଜିକରଣ ଆରମ୍ଭ ହେବ । ଆଗ୍ରହୀ ମା’ମାନେ ନିଜନିଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ କିମ୍ବା ଅନ୍‍ଲାଇନ୍‍ ଜରିଆରେ…

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ବାଲିଗୁଡ଼ା : ବାଲିଗୁଡ଼ା ରେ ଘଟିଛି ଏକ ଭୟଙ୍କର ଅଗ୍ନିକାଣ୍ଡ । ପାଟଖଣ୍ଡା ସାହିରେ ଥିବା ଏକ ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବିସ୍କୁଟ ଓ ଚକୋଲେଟ ଜଳିଯାଇଛି । ତେବେ…

୨୪ ଘଣ୍ଟାରେ ପୁଣି ୪ ଜଣ ସ୍କ୍ରବ ଟାଇଫସ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮

ସୁନ୍ଦରଗଡ଼ : ଦିନକରେ ପୁଣି ୪ ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ରେ ପହଞ୍ଚିଲାଣି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହି ରୋଗରେ…

ଅଧିକ ଘନୀଭୂତ ହେଲା ଲଘୁଚାପ : ରାଜ୍ୟର ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଉପକୂଳ, ଉତ୍ତର ପୂର୍ବ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା; ଡିଏନଏ ରିପୋର୍ଟ କହିବ ସେଦିନ ପୁଅ ହୋଇଥିଲା ନା ଝିଅ

ଓଡିଶା ଭାସ୍କର; ଶିଶୁ ଅଦଳବଦଳ ଘଟଣାରେ ଶିଶୁର ପରିଚୟ ଦେବ ଡିଏନଏ ରିପୋର୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଏକ ଚର୍ଚ୍ଚା ଲାଗିରହିଛି । ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ…