Browsing Category

ରାଜ୍ୟ

ପୂର୍ବତନ ମେୟରଙ୍କ କାର୍ ଉପରେ ବୋମାମାଡ଼: ଅଳ୍ପକେ ବର୍ତ୍ତିଗଲେ ଶିବଶଙ୍କର

ବ୍ରହ୍ମପୁର: ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ହୋଇଛି ବୋମାମାଡ଼ । ହଠାତ୍ ୨ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଜାଣିବାକୁ ମିଳିଛି । ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ୨ ଜଣ ଦୁର୍ବୃତ୍ତ…

ଗୋଟିଏ ଦିନରେ ୨୦ ସ୍କ୍ରବ ଟାଇଫସ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଥମିବାର ନାଁ ନେଉନି ସ୍କ୍ରବ ଟାଇଫସ ଆତଙ୍କ । ପ୍ରତିଦିନ ଲଗାତାର ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

ଭୁବନେଶ୍ୱରରେ ବନ୍ଦ ହେଲା ଏକ ନମ୍ବର ମାର୍କେଟ: କେତେ ଦିନ ଖୋଲିବନି ଦୋକାନ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଗହଳିପୂର୍ଣ୍ଣ ମାର୍କେଟ ୧ ନମ୍ବର ମାର୍କେଟ ଆଜିଠୁ ବନ୍ଦ ହୋଇଛି । ଭୁବନେଶ୍ୱରର ୧ ନମ୍ବର ହାଟର ସବୁ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ବନ୍ଦ…

ଆଇନ ବିଭାଗ ପକ୍ଷରୁ ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଚେତାବନୀ

କଟକ: ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ କଟକର ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଆଇନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ଆବାସ ଦୁର୍ନୀତିରେ ଜଣେ ପୂର୍ବତନ…

ଦୁଇ ବାଇକ ମୁଁହାମୁହିଁ,୩ ଜଣଙ୍କ ମୃତ୍ୟୁ

ଆନନ୍ଦପୁର : ଆନନ୍ଦପୁର ବ୍ୟାରେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ମିଳି ନାହିଁ କିନ୍ତୁ…

ଚୌଧରୀ ବଜାରରେ ଲୁଗା ଦୋକାନରେ ଅଗ୍ନିକାଣ୍ଡ, ଜଳୁଛି ୫ ମହଲା କୋଠା

କଟକ : କଟକରେ ଥିବା ଚୌଧରୀବଜାର ଗୌରଶଙ୍କର ପାର୍କ ନିକଟରେ ଥିବା ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇଛି । ଏଠାରେ ବିଲ୍ଡିଂଗର ଗ୍ରାଉଣ୍ଡ ସହ କୋଠାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ପ୍ରଥମେ ତଳ ମହଲା କୋଠାରେ…

ବାରବାଟୀ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍: ବିଧାନସଭାରେ କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର କଟକର ବାରବାଟୀ ଷ୍ଟାଡିୟମ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ…

୨୪ ଘଣ୍ଟାରେ ଆଉ ଏକ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା!

ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି…

ହେବାକୁ ଯାଉଛି ମହାପ୍ରଳୟ ଗୋଟିଏ ଦିନରେ ଯିବ ୧୦୦ କୋଟି ଲୋକଙ୍କ ଜୀବନ !

ଓଡ଼ିଶା ଭାସ୍କର: ସରି ସରି ଯାଉଛି ୨୦୨୩ ଆସୁଛି ୨୦୨୪ । ୨୦୨୩ ଡିସେମ୍ବରେ ହେବାକୁ ଯାଉଛି ମହା ଅଘଟଣ ! ବାରମାସ ପରିବର୍ତ୍ତେ ହେବ ତେର ମାସ । ଧରାପୃଷ୍ଠରେ ପ୍ରକଟ ହେବେ କଳକୀ ଅବତାର । କେତେବେଳେ ମାଡି ଆସୁଛି ଅଚାନକ…

ନୀରବ ‘ବାଦାମବାଡ଼ି’ର ଶବ୍ଦ

କଟକ: ଦିନେ ସେ କଟକ ଛାତିରେ ଦମ୍ଭ କରି ଠିଆ ହୋଇଥିଲା, ଆଜି ନିଘୋର ନିଦରେ ଶୋଇଗଲା । ନିତି କୋଳେଇ ନେଉଥିଲା କେତେ ଯାତ୍ରୀଙ୍କୁ, ଆଜି ସେ ଶୂନ୍ୟକୋଳ । ସଞ୍ଜ ହେଲେ ଷ୍ଟ୍ରିଟ୍ ଲାଇଟ୍ ଆଲୁଅରେ ସଜେଇ ହଉଥିଲା । ଆଜି ସେ…