Browsing Category
ରାଜ୍ୟ
ବାହାନଗା ଟ୍ରାଜେଡି : ଅଚିହ୍ନା ୨୮ଟି ମୃତ ଦେହର ଶବ ସଂସ୍କାର
ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ପ୍ରାୟ ୪ ମାସ ବିତିଗଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ଆହୁରୀ ଅନେକ ଶବର କୌଣସି ଠିକଣା ମିିଳିନାହିଁ । ଚିହ୍ନଟ ହୋଇନଥିବା ମୃତଦେହ ସବୁ ପ୍ରାୟ ୪ ମାସ ହେବ ଏମ୍ସରେ ରହିଥିଲା ।…
GST ବୈଠକରେ ବଡ଼ ନିଷ୍ପତ୍ତି: କ’ଣ ଶସ୍ତା ଆଉ କ’ଣ ମହଙ୍ଗା ହେଲା, ଓଡ଼ିଶାର ମିଲେଟ୍ ଶସ୍ତାରେ ମିଳିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଦ୍ରବ୍ୟ ଓ ସେବା କର (ଜିଏସଟି)ର ୫୨ତମ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଅନେକ ସାମଗ୍ରୀ…
IAS ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀଙ୍କୁ ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଭାବେ ନିଯୁକ୍ତି…
ତିନୋଟି ଜିଲ୍ଲାରେ ପଦାଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ: ବିଜୁ ଯୁବ, ବିଜୁ ଛାତ୍ର ଓ ବିଜୁ ମହିଳା ଜନତା ଦଳ ସଂଗଠନର କର୍ମକର୍ତ୍ତାଙ୍କ ନାମ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ…
ଭୁଲ ପ୍ରଶ୍ନ ପାଇଁ ଦିଆଯିବ ଗ୍ରେସ୍ ମାର୍କ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ଭୁବନେଶ୍ୱର: ଓପିଏସସି ଦ୍ୱାରା ପରିଚାଳିତ ୨୦୧୬-୧୭ ସହକାରୀ ପବ୍ଲିକ ପ୍ରସିକ୍ୟୁଟର୍ ନିଯୁକ୍ତି ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏପିପି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସବୁ…
Big Breaking : ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡି, ପୃଥକ ସ୍ଥାନରେ ୩ ମୃତ
ଭୁବନେଶ୍ୱର : ଗାଡି ଚଢିଯିବାରୁ ପୃଥକ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ମର୍ଣ୍ଣିଂ ୱାକ୍ ବେଳେ ଘଟିଛି ବୋଲି ସୂଚନା ମିଳିଛି । ଅନୁଗୁଳ ପାଳଲହଡା ମୁକ୍ତାପୁର ଛକରେ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି ।…
ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ୍: ୨୧ ଜଣ ଆହତ, ବସ୍ ଡ୍ରାଇଭର ଗୁରୁତର
ସୋର: ରାଜ୍ୟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଏକ ଟ୍ରକ ପଛକୁ ତୀର୍ଥଯାତ୍ରୀ ବସ ପିଟିବା ଜଣାପଡିଛି । ଏଥିରେ ୨୧ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ୍…
ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୨ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼: ରାଜ୍ୟରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପୁଣି ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୨ଜଣ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ସ୍କ୍ରବ…
ନାବାଳିକା ଭଉଣୀକୁ ବିକିବାକୁ ଯୋଜନା କରିଥିଲା ଭାଇ, ଭାଇ ସମେତ ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ
ରାଉଲକେଲା : ସାଙ୍ଗ ସହ ମିଶି ଭଉଣୀକୁ ବିକିବା ଯୋଜନା କରିଥିଲା ଭାଇ । ସେମାନଙ୍କୁ ବ୍ରହ୍ମଣୀ ତରଙ୍ଗ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁନ୍ଦନ କଛୁଆ, ରାଜେଶ କେରକେଟା । ଦୁଇଜଣଙ୍କ ବୟସ…
ଉଲଗ୍ନ ମହିଳା ଉଦ୍ଧାର ଘଟଣା: ଚିକିତ୍ସା ପରେ ମୁହଁ ଖୋଲିଲେ ମାଆ-ଝିଅ
ଓଡ଼ିଶା ଭାସ୍କର: ଶୁକ୍ରବାର ଉଲଗ୍ନ ଅବସ୍ଥାରେ ଦୁଇ ମହିଳା ସୁନ୍ଦରଗଡ଼ ସରକାରୀ କଲେଜ ଛକ ରୁ ସଦର ଆଡ଼କୁ ଚାଲି ଚାଲି ଯାଉଥିବା ର ଖବର ପାଇ କିଛି ସାମ୍ବାଦିକ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ସଦର ପୋଲିସ ଏଵଂ ଅସ୍ଥା…