Browsing Category
ରାଜ୍ୟ
କେନ୍ଦୁଝର ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ଟ୍ରକ ଦୁର୍ଘଟଣା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସେ ମୃତକଙ୍କ ନିକଟତମ…
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ : ଦୁର୍ଘଟଣାରେ ୧୧ ଆହତ, ୨ମୃତ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଜୟାପାଟଣା ବ୍ଲକ ଅର୍ନ୍ତଗତ ଢୁଲୁ ଘାଟିରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଘାଟିର ଖାଇକୁ ପଡ଼ି ଦୁର୍ଘଟଣା ଘଟିଛି । ଏହି…
ନଦୀକୁ ଖସିଲା ବରଯାତ୍ରୀଙ୍କୁ ଧରି ଆସୁଥିବା କାର୍, ଯୁବତୀଙ୍କ ସହିତ ୪ ମୃତ
ସିମଳା: ହିମାଚଳ ପ୍ରଦେଶର ସିମଳା ଜିଲ୍ଲା ରାମପୁରରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ହସ୍ପିଟାଲ୍…
ଶିକ୍ଷା ବିଭାଗର କଡା ନିଷ୍ପତ୍ତି: ଅଭ୍ୟାସଗତ ଭାବରେ ଅନୁପସ୍ଥିତ ରହୁଥିବା ୧୦୦୦ରୁ ଅଧିକ ଶିକ୍ଷକଙ୍କ ଦରମା ବନ୍ଦ
ପାଟନା: ଯେଉଁମାନେ ଏଣିକି ବାରମ୍ବାର ଅଫିସରେ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ । ବିହାରର ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଯେଉଁମାନେ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ…
ଶୁକ୍ରବାର ପରିବର୍ତ୍ତେ, ଗୁରୁବାର ଇଦ୍-ଉଲ୍-ଜୁହା ଛୁଟି
ଭୁବନେଶ୍ୱର: ଚଳିତ ବର୍ଷ ୨୯ ତାରିଖରେ ଇଦ୍-ଉଲ୍-ଜୁହା ଛୁଟି ପଡୁଛି । ଏନେଇ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୩୦ ଶୁକ୍ରବାରକୁ ଇଦ୍-ଉଲ୍-ଜୁହା ନିମନ୍ତେ…
ପନିପରିବା ଦର ଆକାଶ ଛୁଆଁ, ଟମାଟୋ ୧୨୦ ଟଙ୍କା ହୋଇଥିବା ବେଳେ ବିନ୍ସ ଛୁଇଁଲାଣି ୨୫୦
ଭୁବନେଶ୍ୱର:ଏବେ ରାଜ୍ୟରେ ପରିବା ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ସାଧାରଣ ଖାଉଟୀ କଣ ଖାଇବ ଚିନ୍ତା କରିପାରୁ ନାହିଁ । ଟମାଟୋ ଏକ ନିହାତି ଆବଶ୍ୟକ ପରିବା ହୋଇଥିବା ବେଳେ ଏବେ ଏହାର ଦର ୧୨୦ ଟଙ୍କା ଛୁଇଁଲାଣି ।…
ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା: ଆଜି ବାହୁଡିବେ ମହାବାହୁ
ପୁରୀ : ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ନବଦିନାତ୍ମକ ଲୀଳାଖେଳା ସାରି ବୁଧବାର ବଡଦାଣ୍ଡକୁ ବାହୁଡିବେ । ଏଥିନେଇ…
ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ୫ ମୃତ, ୯ ଆହତ
କେନ୍ଦୁଝର: ରାଜ୍ୟରେ ପ୍ରତିଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠାଘର ନିକଟରେ ଏକ ଦୁର୍ଘଟଣା ଘଟିଛି । ବରଯାତ୍ରୀ ନାଚୁଥିବା…
ଆସନ୍ତା ୨୯ ତାରିଖ ଛୁଟି ଘୋଷଣା: ବନ୍ଦ ରହିବ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ ଓ କୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟାଙ୍କ, ବ୍ୟାଙ୍କିଂ ପ୍ରତିଷ୍ଠାନ, ରାଜସ୍ୱ ଓ ମାଜିଷ୍ଟ୍ରିଆଲ କୋର୍ଟ (ଏକଜିକ୍ୟୁଟିଭ୍) ବନ୍ଦ ରହିବ ।…
ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି : IAS ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…