
Browsing Category
ରାଜ୍ୟ
କାର୍ ଉପରେ ଚଢିଗଲା ଆମ୍ବୁଲାନ୍ସ; ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
ଭୁବନେଶ୍ୱର: ସକାଳୁୁ ସକାଳୁ ବଲାଙ୍ଗୀରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଛନ୍ତି । ପାଟଣାଗଡ-ବଲାଙ୍ଗୀର ରାସ୍ତା…
୧୭ରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ: ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ, ଓଡ଼ିଶାର ଗଞ୍ଜାମକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର
ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ…
ଆଜିଠାରୁ ଆରମ୍ଭ ହେବ ସରକାରଙ୍କ ମୋ’ ଘର ଯୋଜନା ଆବେଦନ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ସୁବଧା ପାଇବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏ ସମ୍ପର୍କରେ ବିସ୍ତୃତ ସୂଚନା www.rhodisha.gov.in/moghara ରେ ଉପଲବ୍ଧ ଅଛି । ଏହି ଯୋଜନାରେ କଚ୍ଚା…
ବଳରାମ ଯୋଜନାରେ ଚାଷୀଙ୍କୁ ଟଙ୍କା ଦାବି କରିବା ପଡିଲା ମହଙ୍ଗା : ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ
ବରଗଡ଼: ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଇଦେବାକୁ କହି ଚଷୀଙ୍କୁ ଟଙ୍କା ଦାବି କରିବା ଜଣେ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲୁ)ଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ପରେ ବରଗଡ଼ ଜିଲା ସୋହେଲା…
ବିଭିନ୍ନ ସଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି
ଭୁବନେଶ୍ୱର: ୨୦୨୪ ସାଧାରଣ ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାର ସ୍ଥିତି ଦେଖି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂସଦୀୟ କ୍ଷେତ୍ର ଓ ବିଧାନସଭା…
ଶାଳଚୁଆ ଘାଟିରେ ଦୁଇ ବାଇକ୍ ଧକ୍କା: ୩ମୃତ, ୨ ଗୁରୁତର
ଆନନ୍ଦପୁର: ଶାଳଚୁଆ ଘାଟିରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ସୂଚନା ଅନୁଯାଇ ଆନନ୍ଦପୁର ଶାଳଚୁଆ ଘାଟିରେ ଦୁଇ ବାଇକ…
ଢେଙ୍କାନାଳ ଯୋରନ୍ଦାରେ ମହିମା ପୀଠର ହେବ ସଂପୂର୍ଣ୍ଣ ରୂପାନ୍ତର , ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଢେଙ୍କାନାଳ ଯୋରନ୍ଦାରେ ମହିମା ପୀଠର ହେବ ସଂପୂର୍ଣ୍ଣ ରୂପାନ୍ତର । ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ…
ସୁସ୍ଥ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ: ସୋମବାର ଶ୍ରୀମନ୍ଦିରରେ ନବଯୌବନ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ
ପୁରୀ: ଶ୍ରୀମନ୍ଦିର-ନବଯୌବନ ବେଶ ଦର୍ଶନ ଦୀର୍ଘ ୧୫ ଦିନ ଅଣସର ଘରେ ରହିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଆସନ୍ତା ୧୯ ତାରିଖ ସୋମବାର ଶ୍ରୀମନ୍ଦିରରେ ନବଯୌବନ ରୂପରେ ଭକ୍ତମାନଙ୍କୁ ଦର୍ଶନ…
M.K.C.G ରେ ଡ଼ାକ୍ତରି ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ
ବ୍ରହ୍ମପୁର: ମହାରାଜା କୃଷ୍ଣ ଚନ୍ଦ୍ର ଗାଜପତି ମେଡିକାଲ କଲେଜର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଛାତ୍ରୀ ଜଣଙ୍କର ମୃତ୍ୟୁ କିପରି ହେଲା ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସୂଚନାନୁସାରେ, ମୃତ…
ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରଜପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭଳି ପବିତ୍ର ଅବସରରେ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ…