
Browsing Category
ରାଜ୍ୟ
ରଥଯାତ୍ରାର ସୁପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ପାଳନ ଉପରେ ଗୁରୁତ୍ୱଆରୋପ
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମନ୍ୱୟ କମିଟି ବୈଠକରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ମହାପ୍ରଭୁଙ୍କ…
ଝାରସୁଗୁଡାରେ ବସ୍-ଟ୍ରଲର ଦୁର୍ଘଟଣା: ୧୦ ଆହତ
ଝାରସୁଗୁଡା: ବସ୍-ଟ୍ରଲର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।…
ବାହାନଗା ଟ୍ରେନ ଟ୍ରାଜେଡି: ୧୨ ଦିନ ପରେ ବି ଆସୁନି DNA ରିପୋର୍ଟ, କେମିତି ହେବ ଅନ୍ତିମ ସଂସ୍କାର?
ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୮୮ରୁ ଅଧିକ ଯାତ୍ରୀ । ଏମାନଙ୍କ ମଧ୍ୟରୁ ଅନେକ ମୃତକଙ୍କ ଶବ ନେବା ପାଇଁ ପରିବାର ଲୋକ ଏପର୍ଯ୍ୟନ୍ତ ଡିଏନଏ ଟେଷ୍ଟକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ…
ପୁରୁଷଙ୍କୁ ଲୁଙ୍ଗି ଓ ମହିଳାଙ୍କୁ ନାଇଟ୍ ପିନ୍ଧି ବାହାରକୁ ଆସିବା ମନା, କେଉଁଠାରେ ଲାଗୁ ହେଲା ଏପରି ନିୟମ ଆସନ୍ତୁ ଜାଣିବା
ଗ୍ରେଟର ନୋଏଡା:ବେଳେ ବେଳେ ବିଭିନ୍ନ ସମାଜ ପକ୍ଷରୁ ଅଜବ ନିୟମ ସବୁ ଲାଗୁ କରାଯାଏ । ଏହିପରି ଏକ ନିୟମ ଏବେ ଲାଗୁ କରାଯାଇଛି ଗ୍ରେଟର ନୋଏଡାରେ । ଗ୍ରେଟର ନୋଏଡା ସ୍ଥିତ ହିମସାଗର ଆପାର୍ଟମେଣ୍ଟ ସୋସାଇଟି ପକ୍ଷରୁ ସେଠାରେ…
(Video) ଇଂଜିନରୁ ଅଲଗା ହୋଇଗଲା ଟ୍ରେନ୍ , ପ୍ରାୟ ୩୦୦ ମିଟର ଅଲଗା ହେବା ପରେ ଅଟକାଇଲେ ଲୋକୋପାଇଲଟ୍
ଭୁବନେଶ୍ୱର: ରାଜ୍ୟରେ ଯେମିତି ଟ୍ରେନ୍ ଦୁର୍ଘଟଣା ଥମିବାର ନା ଧରୁନାହିଁ । ବାହ।ନଗା ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହା ପରେ ପରେ ମଧ୍ୟ ରାଜ୍ୟର କେଉଁଠି ନା କେଉଁଠି ଛୋଟ ମୋଟ ଦୁର୍ଘଟଣା…
ରାଜ୍ୟରେ ଖୋଲିବ ୮ଟି ନୂଆ ନର୍ସିଂ କଲେଜ: ୭ଟି ପାଇଁ ଆର୍ଥିକ ସହାୟତା ଦେବ କେନ୍ଦ୍ର, ଚାଲିଛି DPR ପ୍ରସ୍ତୁତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୮ଟି ନର୍ସିଂ କଲେଜ ଖୋଲିବ । ୭ଟି ନର୍ସି କଲେଜ ଖୋଲିବା ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଅନ୍ୟପକ୍ଷରେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର…
ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଦୋଳିଗୀତର ଗୁଞ୍ଜରଣ, ପିଠାପଣା ଓ ପାନର ମହକରେ ସମସ୍ତେ ମତୁଆଲା
ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ । ଆଜି ରାଜ୍ୟର ପୁରପଲ୍ଲୀରେ…
ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ: ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର ଆଉ ନାହାନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ସୁନାମଧନ୍ୟ ଡାକ୍ତର ତଥା ରାଜନେତାଙ୍କର ବିୟୋଗ ଘଟିଛି । ଜଣାଶୁଣା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ…
ଟ୍ରକକୁ ଧକ୍କା ଦେଲା କାର୍ , ୫ ମୃତ, ୨ ମହିଳା ଗୁରୁତର
ଭୁବନେଶ୍ୱର:ବିଳମ୍ବିତ ରାତ୍ରୀରେ ବଲାଙ୍ଗୀରରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ବଲାଙ୍ଗୀର ଛୁଇଁପଦ ନିକଟରେ ରାସ୍ତାରେ ଛିଡା ହୋଇଥବା ଏକ ଟ୍ରକକୁ କାର୍ ଧକ୍କା ଦେବାରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କାର୍ରେ…
ମାଲକାନଗିରିରେ ନିୟନ୍ତ୍ରଣ ହରାଇ ଓଲଟିଲା ଅଟୋ, ଚାଲିଗଲା ଡ୍ରାଇଭରର ଜୀବନ, ୫ ଆହତ
କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡ଼ାଇକ ୩ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟିଛି ଅଟୋ। ଘଟଣାରେ ଚାଳକର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଖଇରପୁଟ ବ୍ଲକ…