
Browsing Category
ରାଜ୍ୟ
(Video) ବାଲେଶ୍ୱରକୁ ମାଡ଼ି ଆସୁଛି ମହାବିପଦ! ମଣିଷଙ୍କ ପରେ ଏବେ ମାଙ୍କଡ଼ଙ୍କ ପାଳି, ଶହ ଶହ ମଣିଷଙ୍କ ମୃତ୍ୟୁ, ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିଲା ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ପାଇଁ ଏକ ଭୟଙ୍କର କାଳ ରାତ୍ରି ଥିଲା ।…
NEET UG 2023 ରେଜଲ୍ଟ ଘୋଷଣା: ଓଡ଼ିଶାର ସ୍ୱୟଂଶକ୍ତିଙ୍କୁ ୮ମ ସ୍ଥାନ, ସୂର୍ଯ୍ୟପ୍ରତାପ ୩୫ତମ ସ୍ଥାନରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ) ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଅଷ୍ଟମ, ସୂର୍ଯ୍ୟପ୍ରତାପ ମିଶ୍ର ୩୫ତମ ରାଙ୍କ ହାସଲ କରିଛନ୍ତି ।…
କାଳିଆ ହିତାଧିକାରୀଙ୍କ ପାଇଁ ନୂଆ ନିୟମ: ଅନଲାଇନ୍ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ, ଆବେଦନ ସମୟସୀମା ବଦଳିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କାଳିଆ ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଳିଆ ସହାୟତା ଅନଲାଇନ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ…
ଓଲିଉଡରେ କାଷ୍ଟିଂ କାଉଚ୍: ଏହି ଝଡ଼କୁ କ’ଣ ରୋକି ହେବନି, ଏଥିପାଇଁ ଦାୟୀ କିଏ, ସମାଧାନର ବାଟ କ’ଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଷ୍ଟିଂ କାଉଚକୁ ନେଇ ଏବେ ଓଲିଉଡରେ ଝଡ଼ ସୃଷ୍ଟି ହୋଇଛି । ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ କିଛି ଅଭିନେତ୍ରୀ ଆଣିଛନ୍ତି ଏପରି ସଙ୍ଗୀନ ଅଭିଯୋଗ । ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ…
ପାଚିକା-ସହାୟିକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଶାଢ଼ି ପାଇଁ ଜଣକୁ ମିଳିଲା ୫୦୦ ଟଙ୍କାର ଭତ୍ତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜ ପୂର୍ବରୁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହାଫଳରେ ମହଙ୍ଗା ଭତ୍ତା ୩୮ରୁ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି…
ରାଜଧାନୀବାସୀ ସାବଧାନ: ଲେଡି ଲୁଟେରା ଗ୍ୟାଙ୍ଗ ଲୁଟି ନେଉଛନ୍ତି ବାଇକ୍, ମୋବାଇଲ, ମନିପର୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି ରାଜଧାନୀ ଭୁବନେଶ୍ୱର । ପ୍ରଶାସନ ପକ୍ଷରୁ ପକ୍ଷରୁ ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ଲୁଟେରାଙ୍କ ରାଜୁତି ବେଳକୁ ବଢ଼ୁଛି ପଛେ କମୁନାହିଁ । ତେବେ ଏହା…
ଗାର୍ଲଫ୍ରେଣ୍ଡ ପ୍ରେମ ପଠାଇଦେଲା ଜେଲ: ବାର୍ ଭିତରେ ଗଣ୍ଡଗୋଳ କରି ୧୦ ଗିରଫ
ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ ପାଇଁ ବାର ଭିତରେ ସୃଷ୍ଟି ହୋଇଛି ମହାଭାରତ କାଣ୍ଡ । ଗୋଟିଏ ନୁହେଁ ପ୍ରେମିକାଙ୍କ ପାଇଁ ଦୁଇଟି ବାର୍ ରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମାମଲାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ…
ଟାଟା ଷ୍ଟିଲରେ ବଡ଼ଧରଣର ଗ୍ୟାସ୍ ଲିକ୍: ୨୫ ଜଣ ଶ୍ରମିକ ଗୁରୁତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢେଙ୍କାନାଳରୁ ଆସିଛି ଏକ ଖବର । ଢେଙ୍କାନାଳର ଟାଟା ଷ୍ଟିଲ ପ୍ଲାଣ୍ଟରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ଗ୍ୟାସ ଲିକ କାରଣରୁ ୨୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ପରେ…
ରଜ ଭେଟି ଦେଲେ ରାଜ୍ୟ ସରକାର: ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରଜ ପୁର୍ବରୁ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଫଳରେ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨…
ବାହାନଗା ଦୁର୍ଘଟଣା: କଟକରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ
କଟକ: ଜୁନ୨ତାରିଖରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥି ସହିତ ୧ ହଜାରରୁ ଅଧିିକ ଆହତ ହୋଇଥିଲେ । ତେବେ ଦୁର୍ଘଟଣାରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ ଘଟିବା ଖବର ସାମ୍ନାକୁ…