fbpx
BJD SKY
BJD SKY
Browsing Category

ରାଜ୍ୟ

ମାଲବାହୀ ଟେନର ୫ ବଗି ଲାଇନଚ୍ୟୁତ୍

ଜୟପୁର(ଓଡ଼ିଶା ଭାସ୍କର): ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ୍ ହୋଇଛି । ଓଡ଼ିଶା-ଛତିଶଗଡ଼ ସୀମା ଝାନସିଠାରେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏଥି ଯୋଗୁଁ କିରଣ୍ଡଲଠାରୁ କୋରାପୁଟ ପର୍ଯ୍ୟନ୍ତ…

ହୁ ହୁ ହୋଇ ମାଡ଼ୁଛି ଓମିକ୍ରନ୍: ରାଜଧାନୀରୁ ପୁଣି ୧୦ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହୁ ହୁ ହୋଇ ମାଡ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପୁଣି ୧୦ ଓମିକ୍ରନ ମାଲା ଚିହ୍ନଟ ହୋଇଛି । ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି । କୁହାଯାଉଛି ଯେ,…

IPSଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ୍

କଟକ(ଓଡ଼ିଶା ଭାସ୍କର): ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର୍ ଲୁଟ୍ ମାମଲା । ଏହାରି ମଧ୍ୟରେ ବରିଷ୍ଠଳ ଆଇପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ ହୋଇଥିବା ମାମଲା ସାମ୍ନାକୁ ଆସିଛି । ୨ ବର୍ଷରେ…

ଶୀତ ଲହରି ଜାରି, ୧୧ ଡିଗ୍ରୀ ତଳେ ୮ ସହରର ପାରଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତର ଲହର ଜାରି ରହିଛି । ପାରଦ କମିବା ଫଳରେ ବଢ଼ୁଛି ଶୀତ । ରାଜ୍ୟର ସବୁଠାରୁ ଥଣ୍ଡାର ସହର ପାଲଟିଛି ଦାରିଙ୍ଗବାଡ଼ି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡିଗ୍ରୀ ରାତି ତାପମାତ୍ରା…

(ଭିଡ଼ିଓ)ଭବିଷ୍ୟତରେ ତପସ୍ୱିନୀ ଓ ସୁମିତଙ୍କ ଏକାଠି ହେବାର ସମ୍ଭାବନା ଅଛି କି? ଦେଖନ୍ତୁ କ’ଣ କହିଲେ ବରିଷ୍ଠ ଆଇନଜୀବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ୍ ଓ ତପସ୍ୱିନଙ୍କ ପାରିବାରିକ କଳହ ମାମଲା ସାରା ଓଡ଼ିଶାରେ ଚର୍ଚ୍ଚିତ ବିଷୟ । ଗୋଟିଏ ପଟେ ତପସ୍ୱିତୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ତାଙ୍କ…

ଗୋଟେ ଝିଅକୁ ତୁମେ ଯେବେ ଚାହିଁବ ବ୍ୟବହାର କରିବ, ଯେବେ ଇଚ୍ଛାହେବ ରାସ୍ତାକଡ଼କୁ ଫୋପାଡ଼ି ଦେବ: ତପସ୍ୱିନୀ ଆଉ କ’ଣ କହିଲେ ଭିଡିଓ ଦେଖନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ କିଛିଦିନ ଧରି ନିରବ ରହିଥିବା ସୁମିତ ଅଡିଓ କଲ୍ ରିଜିଜ କରିବା ପରେ ତାହା ନିଆଁରେ ଘିଅ…

୧୮ରେ ବାଲେଶ୍ୱରରେ କ୍ରୀଡ଼ା ଭିତିଭୂମିର ଶିଳାନ୍ୟାସ କରିବେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଚଳିତ ମାସ ୧୮ ତାରିଖରେ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯିବେ । ଏହି ଗସ୍ତ…

କଳିଙ୍ଗ ଷ୍ଟାଡିୟମ୍‌ରେ ୮୯ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ ଠାରେ ନିର୍ମାଣଧୀନ ବିଭିନ୍ନ କ୍ରୀଡା ଭିତିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ…

ନୀତିନ ଗଡକରୀଙ୍କୁ ଭେଟିଲେ ବିଜେଡି ସାଂସଦ, ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ନେଇ କଲେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସଂସଦର ରୁମ୍‌ ନଂ-୬୨ରେ ଭେଟିଛନ୍ତି ବିଜେଡି ସାଂସଦ ।ଏହି ଅବସରରେ ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ଆଲୋଚନା ହୋଇଥିଲା ।…

ବିବାହ ମଣ୍ଡପରୁ ଆଖି ପିଛୁଳାକେ ୬ ଲକ୍ଷ୍ୟ ଟଙ୍କା କ୍ୟାମେରା ଲୁଟ୍, ଛାନ୍‌ ଭିନ୍‌ ଆରମ୍ଭ କଲା ପୋଲିସ

ବାରଙ୍ଗ (ଭାସ୍କର ନ୍ୟୁଜ୍‌):  ନନ୍ଦନକାନନ ଥାନା ଅନ୍ତର୍ଗତ ଡି.ଭାଟିକା ପାର୍ଟିଲେନରୁ କ୍ୟାମେରା ଲୁଟ୍‌ । କିଛି ସମୟ ମଧ୍ୟରେ ଆଖି ପିଛୁଳାକେ ୬ଲକ୍ଷ୍ୟ ଟଙ୍କାରା କ୍ୟାମେରା ଲୁଟିନେଲେ ଲୁଟେରା । ଏନେଇ କ୍ୟାମେରା…