Browsing Category

ରାଜ୍ୟ

ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ: ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବେ ଯୁବବର୍ଗ

ଭୁବନେଶ୍ୱର: ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଉପଯୁକ୍ତ ପ୍ରତିଭା ସୃଷ୍ଟି ସହିତ ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ଏବଂ ନିପୁଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ…

ପୋଲିସ କବଜାରେ ଗାଇସିଲେଟ ଥାନା IIC: ଜେଲରେ ନିଜେ ଥାନାବାବୁ

ସମ୍ବଲପୁର: ସମ୍ବଲପୁର ଗାଇସିଲେଟର ଆଇଆଇସିଙ୍କୁ ଗିରଫ କରିଛି ପୋଲିସ । ଆୟ ବହର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ଜେଲ ଭିତରକୁ ପଶି ଆସିଛନ୍ତି ନିଜେ ଜେଲର ଦାୟିତ୍ୱରେ ଥିବା ଥାନାବାବୁ । ସମ୍ବଲପୁରରେ…

Big Breaking; ମୁଣ୍ଡଳି ଟୋଲଗେଟରେ ମାରପିଟ: ଗଣ୍ଡଗୋଳରେ ୧୦ ଜଣ ଆହତ

କଟକ: ମୁଣ୍ଡଳି ଟୋଲଗେଟରେ ଦେଖିବାକୁ ମିଳିଛି ଏକ ବିରାଟ ଅଘଟଣ । ବସ୍ କର୍ମଚାରୀ ଏବଂ ଟୋଲଗେଟର ଷ୍ଟାଫଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଏହି ଘଟଣା ମାରପିଟ ଗଣ୍ଡଗୋଳ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଗେଟ ପାସ୍ ପାଇଁ ଟଙ୍କା…

ଗୋଡାଇ ଗୋଡାଇ କାମୁଡୁଛି ପାଗଳ କୁକୁର: ୧୭ ଜଣଙ୍କୁ କଲାଣି ଘାଇଲା

କଣାସ: ପାଗଳ କୁକୁରକୁ ନେଇ ସାର ଅଞ୍ଚଳରେ ଖେଳି ଯାଇଛି ଆତଙ୍କର ମାହୋଲ । କଣାସ ଅଞ୍ଚଳରେ ମାତିଛି ଏକ ପାଗଳ କୁକୁର । ଲୋକଙ୍କୁ ଦେଖିବା ମାତ୍ରେଗୋଡାଇ ଗୋଡାଇ କାମୁଡିବାରେ ଲାଗିଛି । ଆଜି ଗୋଟିଏ ଦିନରେ ପ୍ରାୟ ୧୭ ଜଣ…

ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଉପକୂଳ ତୁଳନାରେ ପଶ୍ଚିମ ଓଡ଼ିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆହୁରି ଦୁଇ-ତିନି ଦିନ ପର୍ଯ୍ୟନ୍ତ ସ୍ଥିତି ଏହିଭଳି ଅପରିବର୍ତ୍ତିତ…

ଟଙ୍କା ବିଡା ଭିତରେ ନକଲି ନୋଟ ଥିଲେ, ସଂପୃକ୍ତ ବ୍ୟକ୍ତି ନାଁରେ ଏଫଆଇଆର

ନୂଆଦିଲ୍ଲୀ ; ନୋଟ୍ ବନ୍ଦୀ ପରେ ଏବେ ନୋଟ୍ ବଦଳ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ଅର୍ଥାତ୍ ୨୩ ମେ ରୁ ଆରମ୍ଭ ହୋଇଛି ୨୦୦୦ ଟଙ୍କିଆ ନୋଟ୍ ର ବଦଳାଇବା ପ୍ରକ୍ରିୟା । ବ୍ୟାଙ୍କରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ…

ଦିନକୁ ଏକାଧିକ ଥର ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ: SBI ଭୁବନେଶ୍ୱର ପକ୍ଷରୁ ସୂଚନା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ୨୦୦୦ ଟଙ୍କିଆ ନୋଟ ନେଣଦେଣ ବନ୍ଦ କରିବା ନେଇ ଗତ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ…

ଶୈବପୀଠମାନଙ୍କରେ ନିଷେଧ ହେଲା ଗଞ୍ଜେଇ, ପ୍ରସାଦ ବାହାନାରେ ଆଉ ଚାଲିବନି ଚିଲମ ଟଣା

ଭୁବନେଶ୍ୱର: ଶୈବପୀଠମାନଙ୍କରେ ଗଞ୍ଜେଇ ଟଣାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ମନ୍ଦିରରେ ପ୍ରସାଦ ବାହାନାରେ ଚିଲମ ଟଣା ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସଂପର୍କରେ ଓଡ଼ିଆ ଭାଷା, ସାହିତ୍ୟ…

ବରଗଡ଼ରେ ଚାଞ୍ଚଲ୍ୟ: ଜମି ବିବାଦ ପାଇଁ ବଂଶ ବୁଡ଼ିଗଲା, କ’ଣ ଦୋଷ କରିଥିଲେ ଛୋଟ ଭାଇଭଉଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ହତ୍ୟା ମାମଲା ବଢ଼ିବାରେ ଲାଗିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି, ଅଳ୍ପ କିଛି ଟଙ୍କା ପାଇଁ ଲୋକମାନେ ନିଜର ସମ୍ପର୍କୀୟଙ୍କ ଜୀବନ ନେବାକୁ ପଛଘୁଞ୍ଚା ଦେଉ ନାହାନ୍ତି…

ରାଜ୍ୟରେ ପ୍ରଥମ ଘଟଣା: ୩ ମାସର ଶିଶୁର ରେଟିନା ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଆଗକୁ ବଢ଼ୁଥିବା ବେଳେ ଅନେକ ଭୟଙ୍କର ରୋଗରୁ ଲୋକମାନେ ସୁସ୍ଥ ଲାଭ କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଅସ୍ତ୍ରୋପଚାର…