CHARIDHAM
Browsing Category

ରାଜ୍ୟ

ରାଜଧାନୀରେ ଅସହ୍ୟ ତାତି, ଦିନ ସାଢେ ୧୧ଟାରେ ୩୮ ଡିଗ୍ରୀ

ଭୁବନେଶ୍ୱର: ଖରାକୁ ନେଇ ପୂର୍ବ ସୂଚନା ଅନୁସାରେ ରାଜ୍ୟରେ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଅସହ୍ୟ ତାତିକୁ ନେଇ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଦିନ ୧୧ଟା ୩୦…

ଅସହ୍ୟ ତାତି ; ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୧ ଡିଗ୍ରୀ

ଭୁବନେଶ୍ୱର : ଅସମ୍ଭାଳ ହେଲାଣି ତାତି । ଆଉ ତ୍ରାହି ନାହିଁ । ମଧ୍ୟାହ୍ନ ଦୂରର କଥା ସକାଳ ତାତି ଅସହ୍ୟ ହେଲାଣି । ରାଜଧାନୀ ଭୁବନେଶ୍ୱରରେ ସକାଳର ତାପମାତ୍ରା ୩୦ ଟପିଛି । ତେଣୁ ଏଥିରୁ ହିଁ ଜଣାପଡିଛି ଆଜି ସାରା ଦିନର…

ବାଘ ଚମଡ଼ା ଜବତ କଲା ଏସଟିଏଫ, ଜଣେ ଗିରଫ, ଜଣେ ଫେରାର

ସମ୍ବଲପୁର: ଜଙ୍ଗଲରେ ଜୀବଜନ୍ତୁଙ୍କ ସଂଖ୍ୟା କମିଯିବାରୁ ସରକାର ଏନେଇ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ଏହା ସତ୍ତେ୍ୱ ଲୋକମାନେ ଟଙ୍କା ଲୋଭରେ ପଶୁ ଶିକାର କରିବାକୁ ପଛାଉ ନାହାନ୍ତି । ଆଜି ଏପରି କିଛି ଘଟଣା ସାମ୍ନାକୁ…

ପଣାସଂକ୍ରାନ୍ତି ସମୟରେ କାହିଁକି ଚଉଁରାରେ ବନ୍ଧାଯାଏ ଠେକି? କ’ଣ ରହିଛି ଏହାକୁ ନେଇ ପାରମ୍ପରିକ କାହାଣୀ; ଆସନ୍ତୁ ଜାଣିବା

ଭୁବନେଶ୍ୱର:ଆମେ ହେଉଛୁ ପରା ଓଡିଆ । ଆଉ ଆମର ଯେଉଁ ପରମ୍ପରା ରହିଆସିଛି ତାହା ପାଇଁ ଆମେ ସବୁ ଠାରେ ପରିଚିତ । କେବଳ ଏତିକି ନୁହେଁ ୧୨ ମାସରେ ଏଠି ପାଳିତ ହୋଇଥାଏ ୧୩ ପରବ। ଆଉ ଏହି ସବୁ ଓଷା ମାନଙ୍କ ମଧ୍ୟରେ ଆମର ଓଡିଆ…

UGC ଓ AICTEର କଡ଼ା ଚେତାବନୀ: ସାବଧାନ ହୁଅନ୍ତୁ, ଜାରି ହେଲା ୨୪ଟି ନକଲି ଶିକ୍ଷାନୁଷ୍ଠାନର ତାଲିକା, ଲିଷ୍ଟରେ ଓଡ଼ିଶାର ୨ଟି ସଂସ୍ଥା

ନୂଆଦିଲ୍ଲୀ: ଦେଶର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସ କରିଥାନ୍ତି । ଏଥିପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି) ତରଫରୁ ଦେଶର ସମସ୍ତ…

ବାହାରିଲାନି ସମାଧାନର ବାଟ ; ଆଜି ପୁଣି କୋର୍ଟରେ ହାଜର ହୋଇଥିଲେ ବର୍ଷା-ଅନୁଭବ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ପ୍ରାୟ ଦୁଇରୁ ଅଢେଇ ବର୍ଷ ଧରି ଚାଲିଛି । ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରୁନି ।…

କାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା: ପ୍ରଚଣ୍ଡ ଖରା ପାଇଁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ଖରାର ଅସହ୍ୟ ପ୍ରକୋପ । ତେଣୁ ଏହାକୁ ନଜରରେ ରକି ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ…

ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ବଡ ପଦକ୍ଷେପ: ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଦଳର ସର୍ଭେ

ରାଇରଙ୍ଗପୁର: ସାରା ଓଡିଶାବାସୀ ଏବଂ ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖୁବଶୀଘ୍ର ପ୍ରତିଷ୍ଠା ହୋଇପାରେ ଆଦିବାସୀ ବିଶ୍ୱବିଦ୍ୟାଳୟ । ତେବେ ମୟୁରଭଞ୍ଜ ଜିଲ୍ଲାରେ…

ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ‘ମୋ ସେବା କେନ୍ଦ୍ର’: ଗୋଟିଏ ସ୍ଥାନରେ ମିଳିବ ୧୫ରୁ ଅଧିକ ସେବା, ସମସ୍ତ ଜିଲ୍ଲାପାଳଙ୍କୁ ଆଇଟି ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ବସବାସ ବସବାସ କରୁଥିବା…

ତତଲା କଢେଇରେ ରାଜ୍ୟବାସୀ ; ଆଜି ରାଜଧାନୀର ତାପମାତ୍ରା ୪୦ ଟପିଲା, ୧୩ରୁ ୧୫ ନିଆଁ ବର୍ଷିବ

ଭୁବନେଶ୍ୱର : ତତଲା କଢେଇରେ ସିଝୁଛନ୍ତି ରାଜ୍ୟବାସୀ । ଆଜି ରାଜ୍ୟ ରାଜଧାନୀରେ ତାପମାତ୍ରା ୪୦ ଟପିଛି । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି ।…