
Browsing Category
ରାଜ୍ୟ
ଆଜିଠାରୁ ସକାଳୁଆ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ୭ ଟାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ…
ଜାଲ୍ ସାର୍ଟିଫିକେଟ ମାମଲା: CBI ତଦନ୍ତ ପାଇଁ ଚିଠି ଲେଖିଲେ ମହାଡାକପାଳ
ଭୂବନେଶ୍ୱର: ଫେକ୍ ସାର୍ଟିଫିକେଟ ମାମଲାର ହେବ ସିବିଆଇ ତଦନ୍ତ । ଭାରତୀୟ ଡାକ ବିଭାଗରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ଘଟଣାର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ମହାଡାକପାଳ । ଏହି ମାମଲାରେ ଏକାଧିକ ରାଜ୍ୟର…
ଦେଶରେ ଚଳିତ ବର୍ଷ ସାମାନ୍ୟରୁ କମ୍ ବର୍ଷା ହେବାର ସମ୍ଭାବନା, ‘ଏଲ ନୀନୋ’ ବଢାଇଲା ଚିନ୍ତା
ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ କମ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ଏନେଇ ପୁର୍ବାନୁମାନ କରିଛି ଘରୋଇ ପାଣିପାଗ ଏଜେନ୍ସୀ ସ୍କାଏମେଟ୍ । ସ୍କାଏମେଟ୍ କହିଛି ଯେ, ଅଲ ନୀନୋ(El Niño)ବ୍ୟତିତ ଚଳିତ…
୪୦ ଡିଗ୍ରୀ ପାର କଲା ତାପମାତ୍ରା: ଡହଡହ ଖରାରେ ସିଜୁଛି ସାରା ଓଡିଶା
ଭୁବନେଶ୍ୱର: ଚଳିତବର୍ଷର ତାପମାତ୍ରାରେ ଆଜି ରେକର୍ଡ ସୃଷ୍ଟି କରିଛି ବାରିପଦା ସହର । ପ୍ରଥମ ଥର ପାଇଁ ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଏହା ଚଳିତବର୍ଷର ସର୍ବାଦିକ ତାପମାତ୍ରା ଭାବେ…
ମାନବସେବାକୁ ଜୀବନର ବ୍ରତ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ମାନବ ସେବା ମାଧବ ସେବା ସଙ୍ଗେ ସମାନ…
ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କିଏ ?
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତରୁଣ ପାଣ୍ଡେ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଏଆଇସିସି ଅଧ୍ୟକ୍ଷଙ୍କ ସହମତିରେ ତରୁଣଙ୍କ ନାଁ ଘୋଷଣା କରାଯାଇଛି । ଅନ୍ୟପଟେ ନବଦାସଙ୍କ…
ମଇଦାନ ପୁରା ରେଡି, ଝାରସୁଗୁଡା ଆସନ ପାଇଁ ଏଥର ଯୁବ ଚେହେରା ମାନଙ୍କ ମଧ୍ୟରେ ହେବ ହେବୀ ଟକ୍କର
ଭୁବନେଶ୍ୱର: ଲଢ଼େଇ ପାଇଁ ମଇଦାନ ପୁରା ରେଡି । ବାସ ପ୍ରାର୍ଥୀ ପତ୍ର ଦାଖଲ ହେବା ବାକି ରହିଲା । ଏଥର ଝାରସୁଗୁଡା ରେ ହେବ ଯୁବବିଗ୍ରେଡଙ୍କ ହଲ୍ଲା ବୋଲ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଟକ୍କର ଦେବା ପାଇଁ…
ଅସହ୍ୟ ଖରାରେ ତାତୁଛି ଓଡ଼ିଶା : ଦିନ ସାଢ଼େ ୧୧ରେ ଭୁବନେଶ୍ୱର ୩୭.୨ ଡିଗ୍ରୀ, ଜାଣନ୍ତୁ ଆପଣଙ୍କ ସହରରେ କେତେ ତାପମାତ୍ରା ?
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଭଳି ଝାରସୁଗୁଡାରେ…
ବସଷ୍ଟାଣ୍ଡ ହୋଟେଲରେ ଅଗ୍ନିକାଣ୍ଡ, ଜଣେ ଆହତ
ବାଲେଶ୍ୱର: ହୋଟେଲରେ ଏକ ଅଗ୍ନିକାଣ୍ଡ ଘଟିଥିବା କଥା ସାମ୍ନାକୁ ଆସିଛି । ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ବସଷ୍ଟାଣ୍ଡରେ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରାଯିବା ନେଇ ପ୍ରସ୍ତୁତି…
୧୭ ଜିଲ୍ଲାକୁ ସତର୍କ ସୂଚନା ! ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏଥିପାଇଁ ୧୭ଟି ଜିଲ୍ଲା…