Browsing Category

ରାଜ୍ୟ

ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ ହ୍ୟୁମାନ ସାଗର, ସାଙ୍ଘାତିକ ଅଭିଯୋଗ ଲଗାଇଲେ ପତ୍ନୀ ଶ୍ରେୟା

କଟକ: ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ପତ୍ନୀ ଶ୍ରେୟା ଲଗାଇଥିବା ଘରୋଇ ହିଂସା ଅଭିଯୋଗରେ ଆଜି ଥାନାରେ ଉଭୟ ପକ୍ଷ ହାଜର ହୋଇଛନ୍ତି। ଥାନାରୁ ବାହାରିବା ପରେ ଏହି ସମସ୍ତ ମାମଲା ମିଛ ବୋଲି ହ୍ୟୁମାନ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମାମଲା: ୧ ମାସ ମଧ୍ୟରେ ପୁନଃବିଚାର କରି ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ମାମଲାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ମାମଲାର ପୁନଃବିଚାର କରି ବିଚାରକମଣ୍ଡଳୀ ୩୧ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର…

ମହିଳା ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

କଟକ:ଥାନାରେ ପହଞ୍ଚିଲେ ହ୍ୟୁମାନ ସାଗର । କଟକ ମହିଳା ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସୂଚନାମୁତାବକ ବିବାଦ ଘେରରେ ଓଲିଉଡର ଆଗ ଧାଡିର ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ପତ୍ନୀ…

ବିଶ୍ୱକପ୍ ହକି ୨୦୨୩: ଆଜି ୱେଲ୍ସ ଓ ଭାରତ ମଧ୍ୟରେ ଟକ୍କର

ଭୁବନେଶ୍ୱର:ପୁରୁଷ ହକି ବିଶ୍ୱକପ ହକିରେ ଆଜି ଭାରତ ଏବଂ ୱେଲ୍ସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଯାହାକି ସଂନ୍ଧ୍ୟା ୭ ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ତେବେ ଭାରତ ସିଧାସଳଖ କ୍ୱାଟର ଫାଇନାଲରେ…

ଚାନ୍ଦବାଲିରୁ ଆସୁଥିବା ବସ ଓଲଟିଲା ,୨୦ ଆହତ

ଆଳି:ଆଳିରେ ବସ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।ଚାନ୍ଦବାଲିରୁ ୪୦ ଜଣ ଶ୍ରମିକକୁ ନେଇ ଆସୁଥିବା ଏହି ବସ ଭାରସମ୍ୟ ହରାଇ ରାସ୍ତା କଡକୁ ଲେଉଟି ପଡିଥିବା ସୂଚନା ମିଳିଛି । ଏହି…

ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ…

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବର: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ…

ଆଗ୍ରା, ମଥୁରା ଓ ବୃନ୍ଦାବନ ଯାତ୍ରା ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନରୁ ଆଗ୍ରା, ମଥୁରା ଓ ବୃନ୍ଦାବନ ଅଭିମୁଖେ ଟ୍ରେନ୍‍ ସେବାର ଶୁଭାରମ୍ଭ…

ଚଳିତ ଶିକ୍ଷାବର୍ଷ ୨୦୨୩-୨୪ କ୍ୟାଲେଣ୍ଡର ପ୍ରଚଳିତ, ଫେବୃଆରୀ ୧୩ ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି। ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍ ଏବଂ ତଥ୍ୟ ସଂଶୋଧନ ପାଇଁ…

୮ ଜିଲ୍ଲା ସାବଧାନ! ଓଡ଼ିଶାରେ ଘନ କୁହୁଡ଼ି ପାଇଁ ଦିଆଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଛି । ତେବେ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ…