CHARIDHAM
Browsing Category

ରାଜ୍ୟ

ନାବାଳକ ଗାଡ଼ି ଚଳାଇବା ଉପରେ ଲାଗିଲା ଅଙ୍କୁଶ: ଏଣିକି ପିଲାଙ୍କୁ ଗାଡ଼ି ଦେଲେ ଅଭିଭାବକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ଏଣିକି ନାବାଳକ ପିଲାମାନଙ୍କୁ ଗାଡ଼ି ଦେଲେ ଅଭିଭାବକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନା ଏ ନେଇ ଗାଡ଼ି ଚଳାଇବା ଉପରେ ଅଙ୍କୁଶ ଲଗାଇବ ପରିବହନ ବିଭାଗ । ତେଣୁ ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକମାନେ ସାବଧାନ…

ଧର୍ମେନ୍ଦ୍ରଙ୍କୁ ମାତ୍ ଦେବାକୁ ପ୍ରଣବଙ୍କୁ ମିଳିଲା ବଡ଼ ଦାୟିତ୍ୱ; ଏବେ ହେବ ମୁହାଁମୁହିଁ ଲଢେଇ

ଭୁବନେଶ୍ୱର: ୬ ମାସରେ ବଦଳିଗଲା ଷ୍ଟ୍ରାଟେଜି, ଧମେନ୍ଦ୍ରଙ୍କ ଗଡ଼ରେ ପଶିଲେ ବବି। ୨୦୨୪ ନିର୍ବାଚନ ପୁର୍ବରୁ ଓଡ଼ିଶା ବିଜେପି ସଭାପତି ପରିବର୍ତ୍ତନ ପରେ ବିଜେଡି ୩୦ ଜିଲ୍ଲା ପର୍ଯ୍ୟବେକ୍ଷକ ବଦଳାଇଛି। ଏହି ପରିବର୍ତ୍ତନରେ…

ଖୋର୍ଦ୍ଧା ଚାକିରିଆଙ୍କ ଖୁସୀ ଖବର ; ଆସନ୍ତା ବୁଧବାର ଅଫିସ ଛୁଟି

ଭୁବନେଶ୍ୱର : ଖୋର୍ଦ୍ଧା ସରକାରୀ ଚାକିରିଆଙ୍କ ଖୁସୀ ଖବର । ଆସନ୍ତା ବୁଧବାର ଲୋକାଲ ହଲି ଡେ ଭାବରେ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୨୯ ତାରିଖ ବୁଧବାର ଆଶୋକାଷ୍ଟମୀ ପାଳନ ହେବ । ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି…

ଓଡ଼ିଶାରେ କେତେ ଜଣଙ୍କ ପାଖରେ ଅଛି ବନ୍ଧୁକ ଲାଇସେନ୍ସ, ବିଧାନସଭାରେ ସୂଚନା ଦେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମୋଟ୍‍ ୧୮ହଜାର ୨୬୮ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧ ହଜାର ୩୨୭ଜଣ କେନ୍ଦୁଝର ଜିଲ୍ଲାର । ନିଜର ବ୍ୟକ୍ତିଗତ ସୁରକ୍ଷା, ଟାର୍ଗେଟ ଅଭ୍ୟାସ ଏବଂ…

IPLରେ ଓଡିଆ କମେଣ୍ଟ୍ରି କରିବେ ଲୋରିଆ: ଏମିତି ଭାବେ ମଜା ନେଇ ପାରିବେ ଦର୍ଶକ

କଟକ: ଚଳିତବର୍ଷର ଆଇପିଏଲକୁ ନେଇ ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାରଣରୁ ଆଇପିଏଲ-୨୦୨୩ ସିଜନ୍ ପାଇଁ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବଢିଚାଲିଛି । ସେପଟେ ଓଡିଆ କ୍ରିକେଟପ୍ରେମୀମାନଙ୍କ ପାଇଁ ଆଉ ଏକ…

ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପୁରୁଣା ଗାଡ଼ି ସ୍କ୍ରାଫିଙ୍ଗ୍ ବ୍ୟବସ୍ଥା, ଦୁଇଟି ଘରୋଇ ସଂସ୍ଥାକୁ ସ୍କ୍ରାଫିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା…

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ପୁରୁଣା ଗାଡ଼ିରେ ସ୍କ୍ରାଫିଙ୍ଗ୍ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟ ସରକାର ଦୁଇଟି ଘରୋଇ ସଂସ୍ଥାକୁ ସ୍କ୍ରାଫିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଇଛନ୍ତି। ଖୋର୍ଦ୍ଧାଠାରେ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗର ପବନ ସହ ବର୍ଷା ସମ୍ଭାବନା; ୧୩ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା-ଝଡ଼ ପ୍ରଭାବରେ ଆଜି ଏବଂ ଆସନ୍ତା କଲି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ଼ ପବନ ସମ୍ଭାବନା ରହିଛି। ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର…

୨୯ରୁ ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ଼ !

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହେଲା ପଶ୍ଚିମା ଝଡ଼ । ୩୦ ଓ ୩୧ରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୩୧ରେ…

ରାଜ୍ୟରେ ସାବାଡ଼ ହେବେ ସ୍କୁଲ ପିଲା, ବିନା ଲାଇସେନ୍ସରେ ଧରାପଡ଼ିଲେ ଗଣିବେ ଜରିମାନା

ଭୁବନେଶ୍ୱର: ଆଜି କାଲି ସମୟରେ ସବୁ ଠାରେ ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ଆଉ ବର୍ତ୍ତମାନ ସମୟରେ ପିଲାମାନେ ଯେଉଁଭଳି ବେପାରୁଆ ଭାବରେ ଗାଡି ଚଳାଉଛନ୍ତି ସେଥିପାଇଁ ମଧ୍ୟ ଖୁବ ଦୁର୍ଘଟଣା ହେଉଛି । ସ୍କୁଲ ପିଲାଙ୍କୁ…

ଭୁବନେଶ୍ୱରର ୩ ଛାତ୍ର ଦେବୀ ନଦୀରେ ଭାସିଯାଇ ନିଖୋଜ, ଜାରି ରହିଛି ଉଦ୍ଧାରକାର୍ଯ୍ୟ

ଭୁବନେଶ୍ୱର : ଦେବୀ ନଦୀରେ ଭାସିିଯାଇ ୩ ଜଣ ଛାତ୍ର ନିଖୋଜ ଅଛନ୍ତି । ଜଗତସିଂହପୁର ଜିଲା ମାଛ ଗାଁ ନିକଟରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।…