Browsing Category
ରାଜ୍ୟ
ରାଜ୍ୟର ୯ଟି ଜିଲ୍ଲାରେ ଆସନ୍ତାକାଲି ଘନକୁହୁଡ଼ି ହେବାନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
ରାଜ୍ୟରେ ଶୀତ ହ୍ରାସ ପାଉଛି। ତେବେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବା ନେଇ ଆଞ୍ଚଳିକ ପାଣିପାଗ…
ହକି ବିଶ୍ୱକପ: ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୋରଦାର ଲଢେଇ, ଦୁଇ ଦଳ ବାଣ୍ଟିଲେ ପଏଣ୍ଟ
ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସଂଘର୍ଷମୟ ଲଢେଇ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍ ସ୍କୋର କରି ପାରି ନଥିଲେ। ହକି ବିଶ୍ୱକପରେ ଆଜି ଭାରତ ଏହାର…
(Video) ଓଡ଼ିଶାରେ ଦୃଶ୍ୟମାନ ହେଲା ୬୦ ଫୁଟର ଏକ ବିଶାଳକାୟ ତୁଳସୀ ବୃକ୍ଷ: ମା’ ଭଗବତୀ, ଶମ୍ଭୁ ଓ ସତ୍ୟଯୁଗ ସହିତ ରହିଛି ସମ୍ପର୍କ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପୃଥିବୀ ପୃଷ୍ଠରେ କିଛି ଅଦ୍ଭୂତ ପ୍ରକାରର ଜୀବଜନ୍ତୁ, ବୃକ୍ଷଲତା ଦେଖିବାକୁ ମିଳିଥାନ୍ତି । ଏପରି ଦୃଶ୍ୟକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ଏହା ପଛରେ ଦୈବୀଶକ୍ତି…
ଅନୁଗୋଳ ଏନଏଚ୍ -୫୩ର ସମ୍ପ୍ରସାରଣ ସହ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪ କୋଟି ମଞ୍ଜୁରୀ, ସୂଚନା ଦେଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ…
ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ବ୍ୟବହାର କରନ୍ତୁ ୟୁଜି ଓ ପିଜି ଛାତ୍ରଛାତ୍ରୀ, ପ୍ରସ୍ତାବ ଦେଲା ୟୁଜିସି
ଭୁବନେଶ୍ୱର: ରାଜ୍ୟରେ ଯେଉଁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଭିତ୍ତିଭୂମି ସୁବିଧା ରହିଛି ତାହାକୁ ଅନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ବ୍ୟବହାର କରିପାରିବେ । ଏଥିପାଇଁ ସବୁ ବିଶ୍ୱବିଦ୍ୟାଳୟ ୟୁଜିସି ପକ୍ଷରୁ ପ୍ରସ୍ତାବ…
ହକି ବିଶ୍ୱକପ୍: ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଇଂଲଣ୍ଡକୁ ଭେଟିବ ଭାରତ
ରାଉରକେଲା: ପୁରୁଷ ହକି ବିଶ୍ୱକପରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଥିବା ଘରୋଇ ଦଳ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ଓଡ଼ିଶାରେ ଆୟୋଜିତ ହକି ବିଶ୍ୱକପ୍ର ଏହି ମ୍ୟାଚ୍ ଆଜି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ…
SBI ଗ୍ରାହକଙ୍କୁ ବଡ ଝଟକା ! ମହଙ୍ଗା ହେଲା ଋଣ ନେବା
ନୂଆଦିଲ୍ଲୀ: ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପୁଣି ଥରେ ଋଣକୁ ମହଙ୍ଗା କରିଛି, ଏହି ଖବର କୋଟି କୋଟି ଗ୍ରାହକଙ୍କୁ ଚକିତ କରିଦେଇଛି। ବ୍ୟାଙ୍କ ଋଣ ହାରର…
ସିଂହନାଥ ପୀଠରେ ୧୪୪ ଲାଗୁ, ଟି-ବ୍ରିଜ୍ ଦଳଚକଟା ପରେ କଟକଣା
ବଡ଼ମ୍ବା: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସିଂହନାଥ ପୀଠରେ ଆଜି ୧୪୪ ଲାଗୁ କରାଯାଇଛି । ଗୋପିନାଥପୁର ମହାନଦୀ ଟି ବ୍ରିଜରେ ଦଳାଚକଟା ଘଟଣାକୁ ନେଇ କଟକଣା ଜାରି କରାଯାଇଛି । ସେଥିପାଇଁ ଆଜି ଏବଂ ଆସନ୍ତା କାଲି ଶ୍ରଦ୍ଧାଳୁ…
ଶ୍ରୀମନ୍ଦିର ବ୍ୟାରିକେଡ ନିକଟରେ ଠେଲାପେଲା:ଦୁଇଜଣ ଗୁରୁତର
ପୁରୀ: ଶ୍ରୀମନ୍ଦିର ବ୍ୟାରିକେଡରେ ଠେଲାପେଲା । ଅଣନିଶ୍ୱାସ ହୋଇ ଦୁଇଜଣ ଗୁରୁତର ହୋଇ ଯାଇଛନ୍ତି । ଦୁଇଜଣ ଗୁରୁତରଙ୍କୁ ସଦର ଚିକିତ୍ସାରେ ଭତ୍ତି ହୋଇଛି । ଗତକାଲି ମକର ସଂକ୍ରାନ୍ତି ଥିବାରୁ ଆଜି ମଧ୍ୟ ଶ୍ରୀଜିଉଙ୍କ…
ଆରମ୍ଭ ହେଲା ‘ଭୂ-ଫେଷ୍ଟୋ’ ଭାବନା ରାଇଜରେ ହଜିଲେ ଦର୍ଶକ
ଭୁବନେଶ୍ୱର:ଗତ କଲି ଠାରୁ ଭୁବନେଶ୍ୱରର ୪ଟି ପାର୍କ ଯଥା ବୁଦ୍ଧ ଜୟନ୍ତୀ ପାର୍କ,ଇନ୍ଦିରା ଗାନ୍ଧୀ ପାର୍କ, କଲାମ ପାର୍କ ଓ କଳାଭୂମିରେ ଆରମ୍ଭ ହେଇ ଯାଇଛି ଭୂ-ଫେଷ୍ଟୋ। ହକି ବିଶ୍ବକପ୍ ଚାଲିଥିବା ବେଳେ ବିଏମ୍ସି,…