CHARIDHAM
Browsing Category

ରାଜ୍ୟ

ଚାରିଛକରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା: ୧୫ ଜଣ ଆହତ

ବୌଦ୍ଧ: ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସକୁ ମୁହାଁମୁହିଁ ପିଟିଛି ଟ୍ରକ । ଦୁର୍ଘଟଣାରେ ୧୫ ଜଣ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ…

କଳ୍ପନା ପେଟ୍ରୋଲ ଟାଙ୍କିରେ ବୁଲୁଛି ଖଣ୍ଡା: କର୍ମଚାରୀଙ୍କୁ ଆକ୍ରମଣ କଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବର୍ତ୍ତମାନ ଅପରାଧର ଦଲଦଲ ଭିତରକୁ ପଶି ଯାଉଛି । ପ୍ରତିଦିନ ଅପରାଧ ଦୁନିଆ ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପ ପାଲଟିଛି ଅପରାଧୀଙ୍କ…

ପଖାଳ ଦିବସ ପାଳନ କରୁଛି ଫୁଟବଲ ଟିମ୍: ମହାନ ଉଦ୍ଦେଶ୍ୟରେ ହେଉଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଆ ସଂସ୍କୃତ଼ି ଓ ପରମ୍ପରାର ଭିନ୍ନ ଏକ ପରିଚୟ ପଖାଳ । ତେଣୁ ଏହି ପଖାଳ କଂସାକୁ ସମ୍ମାନ ପୂର୍ବକ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବରେ ପାଳନ କରାଯାଏ । ଏହି ପରମ୍ପରାକୁ ବଜାୟ…

ଗୋପାଳ ପାଗଳ ନ ଥିଲେ ! ୧୦ ବର୍ଷ ତଳୁ ହୋଇଥିଲା କି ନବ ଦାସଙ୍କ ହତ୍ୟା ଷଡଯନ୍ତ୍ର ?

ଭୁବନେଶ୍ୱର : ସ୍ୱର୍ଗତଃ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି । ଅଭିଯୁକ୍ତ ଗୋପାଳ ପୋଲିସ କବଳରେ ଥିଲେ ମଧ୍ୟ ସେ ପ୍ରକୃତ ଅପରାଧୀ କି ନୁହେଁ ତାହା ବି ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି…

Phone Pay, Google Pay ୟୁଜର୍ସ ସତର୍କ ରୁହନ୍ତୁ! ଏପରି ଏକ ଅଭିନବ ଉପାୟରେ ଠକାମୀର ଶିକାର ହୋଇପାରନ୍ତି

ନୂଆଦିଲ୍ଲୀ : ଭାରତରେ ଯେତେବେଳେ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ କଥା ଆସେ, ମନକୁ ଆସୁଥିବା ପ୍ରଥମ ନାମଗୁଡ଼ିକ ହେଉଛି ଫୋନ୍ ପେ ଏବଂ ଗୁଗୁଲ୍ ପେ । କିନ୍ତୁ ବର୍ତ୍ତମାନ ସ୍କାମରମାନେ ଗୁଗୁଲ୍ ପେ ଏବଂ ଫୋନ୍ ପେ…

ସବୁ ବ୍ୟାଙ୍କ ବଦଳାଇବନି ଚିରା ଫଟା ନୋଟ୍‌, ଯଦି ସହଜରେ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଏହି ବ୍ୟାଙ୍କଗୁଡିକୁ ଯାଆନ୍ତୁ

ନୂଆଦିଲ୍ଲୀ : ପ୍ରତ୍ୟେକ ଲୋକଙ୍କ ପାଖକୁ ଚିରା, ଫଟା ଏବଂ ଓଦା ନୋଟ୍ ଥାଏ । ଅନେକ ଥର ଚିର ଫଟା ପୁରୁଣା ନୋଟଗୁଡିକ ବଜାରକୁ ଚାଲିଆସେ ଏବଂ ବେଳେବେଳେ ଦୋକାନୀମାନେ ଆମକୁ ସେହି ନୋଟ୍ ଧରାଇ ଦିଅନ୍ତି । ସାଧାରଣତ ଲୋକମାନେ…

ଭାଙ୍ଗିଲା ସବୁ ରେକର୍ଡ ; ଆଜି ପୁଣି ବଢିଲା ସୁନା ଓ ରୂପା ଦର, ଜିଏସଟି ସମେତ ୧୦ ଗ୍ରାମ ସୁନା ମୂଲ୍ୟ ବର୍ତ୍ତମାନ ୬୧୪୬୧ ଟଙ୍କା

ନୂଆଦିଲ୍ଲୀ : ଇତିହାସ ରଚିଛି ସୁନା ଦର । ସବୁ ରେକର୍ଡ ପଛରେ ପକାଇ ଆଜି ଗୋଟିଏ ଦିନରେ ସୁନା ଦର ୧୪୫୧ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ଆଜି ୧୪୭୭ ଟଙ୍କା ବ୍ୟୟବହୁଳ ହୋଇଛି। ସୁନା ଇତିହାସରେ ଏହା ପ୍ରଥମ ଥର ବୋଲି…

ଝାମ୍ପି ନେଇ ଜଙ୍ଗଲକୁ ପଳାଇଲା ମହାବଳ, ମିଳିନି ଏଯାଏଁ ବୃଦ୍ଧାଙ୍କ ମୃତଦେହ, ମୃତ୍ୟୁ ସନ୍ଦେହ

ଭୁବନେଶ୍ୱର : ବୃଦ୍ଧାଙ୍କୁ ଝାମ୍ପି ନେଲା ମହାବଳ ବାଘ । ସୁନାବେଡା ଅଭୟାରଣ୍ୟ ଜଳମଡେଇ ଗାଁରେ ଏହି ଅଭାବୀନୟ ଘଟଣା ଘଟିଛି । ଗତକାଲି ସନ୍ଧ୍ୟାରେ ମହାବଳ ବୃଦ୍ଧାଙ୍କୁ ଝାମ୍ପ ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ତରିକା…

ଏପ୍ରିଲରୁ ୩ ତାରିଖରୁ ମାଟ୍ରିକ ଖାତାଦେଖା, ପଢନ୍ତୁ ପୁରା ଖବର

କଟକ: ଶେଷ ହୋଇଛି ମାଟ୍ରିକ ପରୀକ୍ଷା, ଏବେ ମୂଲ୍ୟାଙ୍କନର ବେଳ। ଆସନ୍ତା ମାସ ଏପ୍ରିଲ ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏନେଇ ବୋର୍ଡ ଅଧକ୍ଷ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ସମୟରେ କିଛି…

ରାଜ୍ୟରେ ବଢୁଛି ବାଲ୍ୟବିବାହ ଏବଂ କୁମାରୀ ମାତୃତ୍ୱ, ଉପରମୁହାଁରେ ଜଗତସିଂହପୁର

ଜଗତସିଂହପୁର: ବାଲ୍ୟ ବିବାହ ଏକ ବେଆଇନ ପ୍ରଥା ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ତଥା ଦେଶରେ ଲୁଚାଣିଆ ବାଲ୍ୟ ବିବାହ ହେଉଛି । ଝିଅ ମାନଙ୍କ ବୋଝକୁ ଉଠାଇବା ପାଇଁ ଅବିଭାବକ ମାନେ ଝିଅକୁ ଦେଶର ନାଗରିକ ହେବା ପୂର୍ବରୁ…