Browsing Category

ରାଜ୍ୟ

ଏଭଳି ମାନସିକତା କାହିଁକି ? ହତ୍ୟା ପରେ ଶବକୁ ଫ୍ରିଜ୍ ରଖିବା….

ଭୁବନେଶ୍ୱର : ଏ କିଛି ଦିନ ମଧ୍ୟରେ ଶ୍ରଦ୍ଧା ମର୍ଡରେ କେସ୍ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେ ଲିଭ୍ ଇନ ରେ ଥିଲେ, ତାଙ୍କ ପାର୍ଟନର ପ୍ରଥମେ ତାଙ୍କୁ ହତ୍ୟା କଲେ ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଫ୍ରିଜ୍ ରେ…

ଜଘନ୍ୟ କାଣ୍ଡ : ସ୍ୱାମୀ ଓ ଶାଶୁଙ୍କୁ ମାରି ଫ୍ରିଜ୍ ରେ ରଖିଲେ, ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ବାହାରେ ଫିଙ୍ଗିଲେ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ ନିକ୍କି ହତ୍ୟା ପରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଫ୍ରିଜ୍ ରେ ରଖିବା ପରେ ତାହାକୁ ଅନ୍ୟ ରାଜ୍ୟରେ ଫିଙ୍ଗଛି । ଏହି ଘଟଣାଟି…

ଘରେ ପଶି ମାଡ କଲେ ଏସିଡ୍: ୪ଗୁରୁତର

ବାଲେଶ୍ୱର: ରାଜ୍ୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଜଣେ ଯୁବକ ୪ଜଣଙ୍କୁ ଏସିଡ୍ ମାଡ କରିଛନ୍ତି । ଏଥିରେ ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ରହିଛନ୍ତି । ଦୁଇ ଭଉଣୀ ଏବଂ ସେମାନଙ୍କ ଦୁଇ ଶିଶୁଙ୍କ ଉପରେ…

ସୋରରେ ବ୍ୟାପୁଛି ଅଜ୍ଞାତ ମସ୍ତିସ୍କ ରୋଗ: ନେଲାଣି ଏକ ଜୀବନ, ବାହାରିଲେଣି ଅନେକ ପଜିଟିଭ

ବାଲେଶ୍ୱର:ବାଲେଶ୍ୱର ସୋର ଠାରେ ଏକ ଅଜ୍ଞାତ ମସ୍ତିଷ୍କ ରୋଗ ଦେଖାଯାଇଛି । ଯେଉଁଥିରେ ସୋରର ପରୁବାଇ କନ୍ୟାଶ୍ରମର କିଛି ବାଳିକା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ବିଷୟରେ ଏଡିଏମଓ ସୂଚନା ଦେଇଛନ୍ତି ।…

ବାହାହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ, ନିରାଡ଼ମ୍ବରେ ସରିଲା ନିର୍ବନ୍ଧ

ସମ୍ବଲପୁର: ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଖୁବ ଶୀଘ୍ର ବାହା ହେବେ। ଗତକାଲି ରବିବାର ଏହି ଦୁଇ ଆଇଏସଙ୍କ ନିରାଡ଼ମ୍ବର ଭାବେ ନିର୍ବନ୍ଧ ସରିଛି। ସମ୍ବଲପୁର ଜିଲ୍ଲାପାଳଙ୍କ ବାସ…

ଆଜିଠାରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ, ସନ୍ଧ୍ୟାରେ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ୟୁନିଟି-୧ସ୍ଥିତ ଆଦିବାସୀ ପଡ଼ିଆରେ ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦ୍‍ଘାଟନ କରିବାର…

ମାଗଣା ସିଭିଲ୍ ସର୍ଭିସ୍ କୋଚିଂ: ମାର୍ଚ୍ଚ ୨୬ରେ ହେବ ପ୍ରବେଶିକା ପରୀକ୍ଷା, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଂଖ୍ୟା କମିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରି ମାଗଣା ସିଭିଲ୍…

(Video) ଓଡ଼ିଶାରେ ଚାଲିଲା ୟୁପି ଷ୍ଟାଇଲ ବୁଲଡୋଜର: ଆରମ୍ଭ ହେଲା ଅପରେସନ୍ ବେଆଇନ୍ ଇଟାଭାଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ନିଜର ଦବଙ୍ଗ ଷ୍ଟାଇଲର ଡାଇଲଗ୍ ଓ ଆକ୍ସନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଅପରାଧୀ ଓ ଜବରଦଖଲକାରୀଙ୍କ ବେଆଇନ ସମ୍ପତ୍ତି ଉପରେ ଯୋଗୀ…

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତି ମାନଦଣ୍ଡ ପରିବର୍ତ୍ତନ କଲେ ରାଜ୍ୟ ସରକାର: ବଦଳିଗଲା ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ପ୍ରତ୍ୟେକ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନୂଆ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ଝାରବନ୍ଧ: ଖୁବଶୀଘ୍ର ପଦ୍ମପୁରକୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା। ଜିଲ୍ଲାବାସୀଙ୍କୁ ଗତ ନିର୍ବାଚନରେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଉପନିର୍ବାଚନ ସମୟରେ…