Browsing Category
ରାଜ୍ୟ
ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ସଫଳ ପରୀକ୍ଷଣ
ବାଲେଶ୍ୱର: ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ ପରୀକ୍ଷଣ କରାଯାଇଛି । ବାଲେଶ୍ୱର ଉପକୁଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ନ ସମୟରେ ଅଗ୍ନୀ-୫ର…
ରବିବାରରୁ ରାଜ୍ୟରେ ଖସିବ ରାତ୍ରିକାଳୀନ ତାପମାତ୍ରା, ବଢିବ ଶୀତ
ଆସନ୍ତା ରବିବାର ୧୮ ତାରିଖ ବେଳକୁ ରାଜ୍ୟରେ ରାତ୍ରିକାଳୀନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଏହି ସମୟରେ ସାଧାରଣଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସହ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ…
୨୧ ତାରିଖରୁ ଆରମ୍ଭ ଯୁକ୍ତ ଦୁଇ କରେସପଣ୍ଡେଣ୍ଟ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଓ ବାଣିଜ୍ୟରେ କରେସପଣ୍ଡେଣ୍ଟ ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୧ ତାରିଖରୁ ଆରମ୍ଭ ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ଓଡ଼ିଶାରେ ଲାଗୁ କର ଆୟୁଷ୍ମାନ ଭାରତ ଯୋଜନା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ରାଜ୍ୟ ବିଜେପି ସାଂସଦ
ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟ ବିଜେପି ସାଂସଦ। ଏ ନେଇ ଆବଶ୍ୟକ ହସ୍ତକ୍ଷେପ କରିବାକୁ ରାଜ୍ୟର ବିଜେପି ସାଂସଦ ମାନେ…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ଆର୍ଥିକ ଦୁର୍ବଳ ଶ୍ରେଣୀ ନାଗରିକମାନଙ୍କୁ ମିଳିବ ସମ୍ପୂର୍ଣ୍ଣ ରିହାତି ବ୍ୟବସ୍ଥା
ଭୁବନେଶ୍ୱର: ଆସନ୍ତା ଜାନୁଆରୀରୁ ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା। ଏଥିଲାଗି ରାଜ୍ୟ ସରକାର ସମ୍ଭାବ୍ୟ ତୀର୍ଥଯାତ୍ରୀଙ୍କ ଯୋଗ୍ୟତା ଏବଂ ଯୋଜନାର ସୁବିଧା ସୁଯୋଗ ଘୋଷଣା କରିଛନ୍ତି । ଏହି…
ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ ମନା: ୨ଟି ଦ୍ୱାରରେ ମୋବାଇଲ ରଖିବେ ସେବାୟତ ଓ କର୍ମଚାରୀ
ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିରକୁ ମୋବାଇଲ ମନା ହୋଇଛି । ସେବାୟତଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ କେହି ବି ମୋବାଇଲ ଧରି ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ ନାହିଁ । ଶ୍ରୀମନ୍ଦିରର ଦୁଇଟି ଦ୍ୱାରରେ ଏପରି…
ଡେଙ୍ଗୁ ଦାଉରୁ ମିଳିବ ମୁକ୍ତି; ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ
ଭୁବନେଶ୍ୱର: ବର୍ତ୍ତମାନ ମୌସମୀ ପରିବର୍ତ୍ତନ ହେଉଥିବା ବେଳେ ଦେଶ ତଥା ରାଜ୍ୟରେ ମଶାମାନଙ୍କ ଆତଙ୍କ ବଢିବାର ଲାଗିଛି । ଫଳରେ ମ୍ୟାଲେରିଆ , ଡାଇଫଏଡ ଏବଂ ଡେଙ୍ଗୁ ଆଦି ଜ୍ୱର ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଯେଉଁ…
ଭୁବନେଶ୍ୱର ତମାଣ୍ଡୋ ଥାନା SIଙ୍କ ଘରେ ଭିଜିଲାନ୍ସ ରେଡ଼୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ପୋଲିସ ବାବୁ । ଭୁବନେଶ୍ୱର…
ଅସମ୍ପୂର୍ଣ୍ଣ ପ୍ରକଳ୍ପ କେବେ ହେବ ପୂରା? ମୁକ୍ତିଙ୍କ ପ୍ରୟାସରେ କାର୍ଯ୍ୟକ୍ଷମ ହେବକି କି ସ୍ମାର୍ଟ ସିଟିର ଏହି ଅଧାଗଡା କାର୍ଯ୍ୟ
ଭୁବନେଶ୍ୱର :କୁହାଯାଏ ଗୋଟେ ଦେଶର,ହେଉ ଅବା ଗୋଟେ ରାଜ୍ୟର,ଗୋଟେ ଜିଲ୍ଲାର ହେଉ ଅବା ଗୋଟେ ପଲ୍ଲୀ ଏହାକୁ ପ୍ରଗତି ପଥରେ ବଢ଼ିବାରେ ମୁଖ୍ୟ ଭୂମିକା ଲିଭେଇ ଥାଏ ଜଣେ ଯୁବ। ଜଣେ ଯୁବ ବିଭିନ୍ନ ସମସ୍ୟା କୁ ଭିନ୍ନ ନଜରରେ…
ଓଡ଼ିଶାରେ ଆଧାର ସଂଯୋଗ ‘ଲର୍ନର ଲାଇସେନ୍ସ’ ବ୍ୟବସ୍ଥା ଲାଗୁ ହେବ
ଭୁବନେଶ୍ୱର: ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। କେନ୍ଦ୍ର ମୋଟର ଯାନ…