CHARIDHAM
Browsing Category

ରାଜ୍ୟ

ଇଭିଏମ ମେସିନ ଅଦଳବଦଳକୁ ନେଇ ଅଭିଯୋଗ ଆଣିଲେ ପ୍ରଦୀପ କହିଲେ ଯଥା ଶୀଘ୍ର

ବରଗଡ:ପଦ୍ମପୁର ଉପିନିର୍ବାଚନ ଫଳ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବଡଧରଣର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଇଭିଏମ ମେସିନ ଅଦଳବଦଳ କରାଯାଇଛି । ତେବେ ଏହି…

କାଲି ପଦ୍ମପୁର ଫଳାଫଳ:ବିଜୟର ଟୀକା ପିନ୍ଧି ଗାଁ ବାସୀଙ୍କ ଦୁଃଖ ଦୂର କରିବେ କି ପଦ୍ମପୁରର ଟୁକେଲ?

ଭୁବନେଶ୍ୱର:ବିଜେଡି ବିଧାୟକ ବିଜୟ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ପଦ୍ମପୁରରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଲା । ଉପନିର୍ବାଚନ ହାତେଇବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସେମାନଙ୍କ…

ଦଳ ବିରୋଧୀ କାମ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ଜଣ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନିର୍ବାଚନୀ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେଇଛି ବଡ଼ ପଦକ୍ଷେପ । ଦଳର ୩୦ ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ । ଦଳ ବିରୋଧି କାର୍ଯ୍ୟଂକଳାପରେ ସାମିଲ ଥିବାରୁ…

ପ୍ରେମ ଆଗରେ ପର ହେଲେ ଜନ୍ମକଲା ବାପା ମାଆ, ମା’ କୁ ଠେଲି ଦେଇ ପ୍ରେମିକ ପାଖକୁ ଦୌଡ଼ିଗଲା ଝିଅ…

ଗଞ୍ଜାମ: ପ୍ରେମ ଆଗରେ ପର ହେଲେ ଜନ୍ମକଲା ବାପା ମାଆ। ଆଉ ପ୍ରେମ ଆଗରେ ଛୋଟ ହୋଇଗଲା ବାପା ମାଆଙ୍କର ସମସ୍ତ ଭଲ ପାଇବା ଓ ସ୍ନେହ ଆଦର। ଶେଷରେ ଦୁନିଆ ଆଗରେ ମା'କୁ ଲାତ ମାରି ପ୍ରେମିକ ସାଙ୍ଗରେ ଚାଲିଗଲା ଝିଅ। ଏଭଳି…

ଆସିଲା ବଡ ସୂଚନା,ଶ୍ରୀମନ୍ଦିର ଭିତରକୁ କେବଳ ଏହି ଫୋନ ନେବାକୁ ମିଳିଲା ଅନୁମତି

ପୁରୀ :ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଛତିଶାନିଯୋଗ ବୈଠକ ଡାକିଥିଲେ । ଯେଉଁଥିରେ ଆସନ୍ତା ୧୬ ତାରିଖରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ନୀତି କାନ୍ତି ବିଷୟରେ…

ଠକେଇ ଅଭିଯୋଗରେ ମୁହଁ ଖୋଲିଲେ ବର୍ଷା! ଜାଣନ୍ତୁ କଣ କହିଲେ..

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ ଚର୍ଚ୍ଚାରେ । ଜଣେ ମହିଳା ବର୍ଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଣିଥିବା ମହିଳା ଜଣକ ହେଲେ ଭୁବନେଶ୍ବର ସତ୍ୟକାଳୀ ବସ୍ତିର କଲ୍ୟାଣୀ ନାୟକ…

ଇଫୁ ମଲ୍ଲିକଙ୍କୁ ମିଳିଲା ଆର୍ଥିକ ସହାୟତା: ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିବା କନ୍ଧମାଳର ଆଦିବାସୀ ଛାତ୍ର ଇଫୁ ମଲ୍ଲିକଙ୍କୁ ମିଳିଲା ଆର୍ଥିକ ସହାୟତା । ରାଜ୍ୟ ଏସସି/ଏସଟି ବିକାଶ ପକ୍ଷରୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ମିଳିଥିବା ସୂଚନା…

ମୁଖ୍ୟ ନିର୍ବାଚନ କମିଶନର ସୂଚନା:୨୩ ରାଉଣ୍ଡରେ ହେବ ପଦ୍ମପୁର ଭୋଟ ଗଣତି

ଭୁବନେଶ୍ୱର:ଆସନ୍ତା କାଲି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ଫଳ । ତେବେ ଏହି ନିର୍ବାଚନରେ କିଏ ବାଜି ମାରିବ ତାହା କାଲି ସ୍ଥିର ହେବ । ଚଳିତବର୍ଷ ୮୦.୮ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି । ଯାହାକି ବହୁତ ଅଧିକ ତେଣୁ…

୮ରେ ଲ୍ୟାଣ୍ଡଫଲ୍ କରିବ ‘ମାଣ୍ଡସ’: ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଓ ୧୧ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ…

ଯାଜପୁରରେ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହୋଇ ଜଳିଲା ହୋଟେଲ

ଯାଜପୁର: ଯାଯପୁର ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାଯପୁର ବିରଜା ମାର୍କେଟ କଲପ୍ଲେକ୍ସ ମେଡିିକାଲ ଛକ ନିକଟରେ ଥିବା ରୁଚୁକା ହୋଟେଲରେ ନିଆଁ ଲାଗିଛି । କୌଣସି କାରଣରୁ ହଠାତ ନିଆଁ ଲାଗି ହୁତ୍ ହୁତ୍ ହୋଇ…