
Browsing Category
ରାଜ୍ୟ
(Video) ୨୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା: SRCଙ୍କ ବଡ଼ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବାତ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ,…
ଓଏଏସ ସ୍ତରରେ ଅଦଳବଦଳ;ବଦଳିଲେ ୧୧ ଜଣ ତହସିଲଦାର
ଭୁବନେଶ୍ୱର : ପୁଣି ଠାରେ ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଚଳିତ ଥର ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି…
ଓଡିଶା ଉପକୂଳରୁ ଆଣବିକ କ୍ଷମତାପୂର୍ଣ୍ଣ ବାଲାଷ୍ଟିକ୍ ମିସାଇଲ୍ ‘ଅଗ୍ନି ପ୍ରାଇମ’କୁ ପରୀକ୍ଷା କଲା ଭାରତ
ବାଲେଶ୍ୱର: ବଢୁଛି ଭାରତର ପ୍ରତିରକ୍ଷା ଶକ୍ତି। ଭାରତୀୟ ସେନା ଶୁକ୍ରବାର ଦିନ ଓଡ଼ିଶାର ବାଲେଶ୍ୱର ଉପକୂଳରୁ ଆଣବିକ ସକ୍ଷମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି ପ୍ରାଇମ'ର ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା…
Cyclone Update: ହଟିଲା ବାତ୍ୟା ଭୟ, ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ୨୩ରୁ ବର୍ଷା ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରହିଥିବା ଆଶଙ୍କା ହଟିଯାଇଛି । ଓଡ଼ିଶାରେ ବାତ୍ୟା ସିଧାସଳଖ ଭାବେ କୌଣସି ପ୍ରଭାବ ପକାଇବନି । ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ।…
୧୦ ହଜାର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ମେଧାବୃତ୍ତି: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦଶମ ପାସ କରି ଏକାଦଶ ପଢ଼ୁଥିବା ୫ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ସ୍କଲାରସିପ୍ । ଛାତ୍ରଛାତ୍ରୀମାନେ…
ଓଡ଼ିଶା ଫେରିବ ବିଜୁଙ୍କ ପ୍ରିୟ ବିମାନ ଡାକୋଟା: ଦୀର୍ଘ ପ୍ରତୀକ୍ଷାର ଘଟିବ ଅନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନ ଖୁବଶୀଘ୍ର ଓଡ଼ିଶା ଫେରିବ । ଡାକୋଟା ରାଜ୍ୟକୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରର ନିକଟରେ…
(Video) କାଳ କୋଠରୀରେ କଳା ରାଇଜ ଦମ୍ପତି: ଅର୍ଚ୍ଚନା ଥିଲେ ଜେଲରେ, ଏବେ ଗିରଫ ହେଲେ ଜଗବନ୍ଧୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳାକାରନାମାର ଗୋଟିକ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିବା…
ଦୂର ହେବ ଗ୍ରାମୀଣ ସ୍ୱାସ୍ଥ୍ୟ ସମସ୍ୟା, ବେଦାନ୍ତ ପକ୍ଷରୁ ଶୁଭାରମ୍ଭ ହେଲା ଭ୍ରାମ୍ୟମାଣ ହେଲଥ ୟୁନିଟ
ଝାରସୁଗୁଡା : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ସୁନ୍ଦରଗଡ଼ ଜିଲ୍ଲାର ଦୂରବର୍ତି ଅଞ୍ଚଳ ଗୁଡ଼ିକରେ ଲୋକମାନଙ୍କ ସ୍ୱାସ୍ଥସେବା ଉପଲବ୍ଧ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଶୁଭାରମ୍ଭ କରିଛି ।…
ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର, ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ସମସ୍ତ ବର୍ଗର ଶ୍ରମିକଙ୍କର ଦୈନିକ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ…
ମାଗଣାରେ ପାଠ ପଢିବେ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଏଣିକି ମାଗଣାରେ ପାଠ ପଢିବେ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀ । ହଷ୍ଟେଲ ଫି ବାଦ ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି ଆଉ କୌଣସି ଫି । ଏନେଇ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ । କଲେଜ ଉନ୍ନୟନ…