CHARIDHAM
Browsing Category

ରାଜ୍ୟ

ନବୀନ ପାଳିବେ ଜନ୍ମଦିନ! କାଲି ହେବ ଗ୍ରାଣ୍ଡ ସେଲିବ୍ରେସନ

ଭୁବନେଶ୍ୱର:ଆସନ୍ତା କାଲି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତେବେ ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡିର ସର୍ବେସର୍ବା । ଓଡିଶାବାସୀଙ୍କ ମନରେ ନବୀନଙ୍କ ଭାବମୂର୍ତ୍ତୀ ଏଭଳି ଛାପି ହୋଇ ରହିଛି…

ଆସନ୍ତା ୪ ବର୍ଷ ମଧ୍ୟରେ ଦେଶରେ ନିର୍ମାଣ ହେବ ୧୧୨ଟି ମେଡିକାଲ କଲେଜ, ଓଡ଼ିଶାରେ ୮ଟି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅନେକ ପ୍ରଶ୍ନ ଉଠୁଛି । କୋଭିଡ୍ ମହାମାରୀ ସମୟରେ ଦେଶର ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଏନେଇ କେନ୍ଦ୍ର ସରକାର ନୂଆ…

ଶିକ୍ଷକ ନିଯୁକ୍ତି ନିୟମ ବଦଳିଲା: ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ନିଯୁକ୍ତି କରିବ OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଇଞ୍ଜିନିୟରିଂ କଲେଜରେ ଆଉ ପୂର୍ବ ଭଳି ଶିକ୍ଷକ ନିଯୁକ୍ତି ହେବ ନାହିଁ । ଏଣିକି ସରକାରୀ ଇଞ୍ଜିନିୟରିଂ କଲେଜରେ ଶିକ୍ଷକ ନିଯୁକ୍ତି କରିବ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ।…

OSSC ପକ୍ଷରୁ ଆରମ୍ଭ ହେବ ଏକକ ସ୍ନାତକ ପରୀକ୍ଷା, ସ୍ୱଚ୍ଛ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ଏକକ ସ୍ନାତକ ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହେବ । ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଚ,…

ଧାମନଗର ଉପନିର୍ବାଚନ:ତିନି ଦଳ ପ୍ରକାଶ କରିଲେ ଷ୍ଟାର ପ୍ରଚାରକ ତାଲିକା , ଲିଷ୍ଟରୁ କାଟିଲା ମହମ୍ମଦ ମୋକିମଙ୍କ ନାମ

ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।କିପରି ଏହି ଉପ ନିର୍ବାଚନକୁ ଦଳ ହାତେଇବେ ସେ ଲାଗି କସରତ ମଧ୍ୟ ଆରମ୍ଭ କରି ଦେଇଛି । ଧାମନଗର ପାଇଁ ବିଜେଡି, ବିଜେପି ଆଉ କଂଗ୍ରେସ…

ଧାମନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଧାମନଗର ଉପନିର୍ବାଚନ । ଏହାକୁ ନେଇ ରାଜ୍ୟର ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଗୋଟିଚାଳନା ଆରମ୍ଭ ହୋଇଯାଇଛି । କଳେବଳେ କୌଶଳେ ଧାମନଗର ହାତେଇବାକୁ ତିନି ଦଳ…

ଓଡିଶା କ୍ରିକେଟ୍ ଆସୋସିଏସନ୍ ର ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ,

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଓସିଏ ନିର୍ବାଚନ ନେଇ ପୁରୀରେ ବୈଠକ ଶେଷ ହୋଇଥିବା ବେଳେ ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ…

କୁଏତରେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ: ଦେଶ ଏବଂ ରାଜ୍ୟ ପାଇଁ ଆଣିଲେ ଗୌରବ

କୁଏତ:ଚତୁର୍ଥ ଏସୀୟ ଯୁବ ଆଥଲେଟିକ ଚାମ୍ପିଅନସିପରେ ଚମକିଲେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ । ସେ ଦେଶ ପାଇଁ ରୌପ ପଦକ ହାସଲ କରି ନଜର ଜଲୱା ଦେଖାଇଛନ୍ତି । ମାତ୍ର ୧୪.୧୭ ସେକେଣ୍ଡରେ ସେ ୧୦୦ ମି. ହାଡଲ୍ସରେ ଏହି…

ଧାମନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା…

ଝିଟିପିଟି ରୂପରେ କଥା କୁହନ୍ତି ଭଗବାନ, ନାଗ ରୂପେ ପିଅନ୍ତି କ୍ଷୀର: ଏମିତି ପୀଠ ଯେଉଁଠି ସବୁବେଳେ ଜଳୁଥାଏ ଅଖଣ୍ଡ ଦୀପ

କଥା କୁହା ଠାକୁର । ତାଙ୍କ ନା ନେଲେ ଭଲ ହୁଏ ଆସାଧ୍ୟ ରୋଗ । ସେ ହେଉଛନ୍ତି ଜୀବନ୍ତ ଠାକୁର । ଏଠାରେ ସବୁବେଳେ କୁଣ୍ଡ ଭିତରେ ଜଳୁଥାଏ ଅଗ୍ନି । ସାପ କାମୁଡିଲେ ଏଠାରେ ଲୋକ ଭଲ ହୁଅନ୍ତି । ଅପୁତ୍ରିକ ମହିଳା ଏଠାକୁ…