CHARIDHAM
Browsing Category

ରାଜ୍ୟ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା: ୧୨ ଘଣ୍ଟା ପାଇଁ ପାଣିପାଗ ବିଭାଗର ଆଲର୍ଟ

ଭୁବନେଶ୍ୱର: ପାର୍ବଣ ସମୟକୁ ଫିକା ପକାଇ ଦେଇଛି ବର୍ଷା । ଲଗାଣ ବର୍ଷାକୁ ନେଇ ଟ୍ୱିନ୍ ସିଟି ଭୁବନେଶ୍ୱର କଟକ ସହରକୁ ଆଲର୍ଟ କରାଯାଇଛି । ୧୨ ଘଣ୍ଟା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଘଣ୍ଟା ପ୍ରତି ୨/୩…

(Video) ଶିଶୁ ପିଠିର ଟ୍ୟୁମର ହେଲା ଅପରେସନ: ନୂଆ ଜୀବନ ପାଇଲା ଉଦିତ୍

ଓଡ଼ିଶା ଭାସ୍କରର ମହାପ୍ରଭାବ । ଖବର ପ୍ରସାରଣ ପରେ ସହାୟତା ସହ ନୂଆ ଜୀବନ ପାଇଲା କୁନି ଶିଶୁ । ଗୁଲୁ ଗୁଲିଆ କୁନି ଶିଶୁ ମୁହଁରେ ଫୁଟିଲା ହସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଂଚାୟତ ଅନ୍ତର୍ଗତ…

୧୭ରେ ହାଇଦ୍ରାବାଦରେ ‘ଇନଭେଷ୍ଟର୍ସ ମିଟ୍’: ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଦୁବାଇ, ଦିଲ୍ଲୀ ଓ ବେଙ୍ଗାଲୁର ପରେ ଏବେ ହାଇଦ୍ରାବାଦରେ ଆସନ୍ତା ୧୭ ତାରିଖରେ ‘ଇନ୍ଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ…

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଘୃର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି…

ଅଧା ବାଟରୁ ଛାଡ଼ିଦେଲା ୧୦୮ ଆମ୍ବୁଲାନ୍ସ:  ଚିକିତ୍ସା ଅବହେଳାରୁ ନବଜାତକ ମୃତ…

ଅଧା ବାଟରୁ ଛାଡି ଦେଲା ୧୦୮ ଆମ୍ବୁଲାନ୍ସ । ଚିକିତ୍ସା ଅବହେଳାରୁ ନବଜାତକ ମୃତ ଘଟିଲା ।  ସୂଚନା ମୁତାବକ ବିହାରର ଅଧିବାସୀ ପରବିନ୍ଦର ସିଂ ଝାରସୁଗୁଡାର ଏକ କମ୍ପାନୀରେ କାର୍ଯ୍ୟ କରନ୍ତି । ଗତ ୧ ତାରିଖ ରାତିରେ ତାଙ୍କ…

ଏ କି’ ନୃଶଂସତା! ପରକୀୟା ପ୍ରୀତି ପାଇଁ ଛୁଆକୁ ମାରିଲା ମା…

ପଟାମୁଣ୍ଡାଇ: ପରକୀୟା ପ୍ରୀତି ପାଇଁ ବଳିପଡ଼ିଗଲା ଅଢ଼େଇ ବର୍ଷର ପୁଅ । ପରକୀୟା ପ୍ରୀତି ପାଇଁ ତଳେ କଚାଡ଼ି ମାରିଦେଲେ ମା’ ଆଉ ପ୍ରେମିକ । ପୁଅର କାନ୍ଦ ପିଶାଚିନୀ ମାଆର ହାତକୁ ରୋକି ପାରିଲା ନାହିଁ । ପରକିୟା ପ୍ରିତିରେ…

ମା’ ବିରଜାଙ୍କ ପାଇଁ ଶ୍ରୀମନ୍ଦିରରୁ ମିଳିଲା ବାରପାଟିଆ: ହେବ ମା’ଙ୍କ ରଥଯାତ୍ରା

ଯାଜପୁର: ଶାରଦୀୟ ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ଆଜି ପାଳନ ହେଉଛି ମା ବିରଜାଙ୍କ ମହନବମୀ ପୂଜା ସହ ରଥଯାତ୍ରା । ଆଜି ହେଉଛି ପୂଜାର ଶେଷ ଦିନ ଏବଂ ଶେଷ ରଥଯାତ୍ରା । ପରମ୍ପରା ଅନୁସାରେ ମା’ଙ୍କ…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ…

ବାଜିଲା ବିଗୁଲ;ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ

ଭୁବନେଶ୍ୱର: ବାଜିଲା ଧାମନଗର ଉପନିର୍ବାଚନ ବିଗୁଲ । ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବାପରେ ଏନେଇ ରାଜ୍ୟ ସରକାର ନିର୍ବାଚନ କମିଶନରଙ୍କୁୂ ଅବଗତ କରାଇଥିଲେ…

ପଦ୍ମପୁର ବିଧାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ପଦ୍ମପୁର…