Browsing Category
ରାଜ୍ୟ
ଭୟ ବଢାଉଛି କରୋନା ମହାମାରୀ: ଗୋଟିଏ ସ୍କୁଲରୁ ୪୧ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ
ରାୟଗଡା: କରୋନା ସଂକ୍ରମଣ ଏବେ ସରକାରଙ୍କ ପାଇଁ ସବୁଠୁ ବଡ ଚିନ୍ତାର କାରଣ ହୋଇ ଠିଆ ହୋଇଛି । ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲଗାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ପ୍ରଶାସନ ।…
(Video) ମୁଁ ତୁମର କି ଦୋଷ କରିଥିଲି…ଚକୋଲେଟ ଦେବା ଆଳରେ ଡାକିନେଇ ୪ର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ
ଭୁବନେଶ୍ୱର: ଚକୋଲେଟ ଦେବା ଆଳରେ ଡାକିନେଇ ୪ର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରେ । ବାଘମାରୀ ଥାନା ପୋଡାଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ…
କଂଗ୍ରେସ ପ୍ରତିବାଦ:ସୁରଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର:ଦେଶରେ ଦରବୃଦ୍ଧି ,ବେକାରୀ ସମସ୍ୟା , ଜିଏସଟି ବୃଦ୍ଧି ପ୍ରସଙ୍ଗରେ ଆଜି ଦେଶବ୍ୟାପି ପ୍ରତିବାଦ ଚଳାଇଛି କଂଗ୍ରେସ । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ଠାରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି ।…
“ଓଡ଼ିଶା ମୋ ପରିବାର”ର ରାଜ୍ୟ ସଂଯୋଜକ ହେଲେ ମିହିର ରାୟ
ଭୁବନେଶ୍ଵର : ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ "ଓଡ଼ିଶା ମୋ ପରିବାର"ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ…
ମହିମା ମିଶ୍ରଙ୍କ ପୁଅ ଗିରଫ : କଟକ ଓଡ଼ିଆ ବଜାର ସ୍ଥିତ ବାସଭବନରୁ ଉଠାଇନେଲା CBI
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।…
ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ରେଡ୍ ମାମଲା : ୩ ଜଣଙ୍କୁ ଗିରଫ କଲା CBI
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ…
(Video) ମା’ ଝିଅ ଉପରେ ଡମ୍ପର ଚଢ଼ାଇ ହତ୍ୟା ଘଟଣା: ଭଉଣୀ କହିଲେ ‘ପୂରା କାହାଣୀ’
ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକରେ ଗୁରୁବାର ଦିନ ଡମ୍ପର ଚଢ଼ିଯିବାରୁ ମା’ ଝିଅଙ୍କ ମୃତ୍ୟୁ ହୋଇଥିଲା, ଯେଉଁ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ଏହା ଦୁର୍ଘଟଣା ନୁହେଁ ବରଂ…
CBI ଅଫିସରେ ଶିଳ୍ପପତି ମହିମା ମିଶ୍ର ହାଜର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ର । ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ମହିମା ମିଶ୍ର ହାଜର ହୋଇଥିବା ନେଇ ସୂଚନା ମିଳିଛି । ଏହା ସହ ଆଇନ ଉପରେ ମୋର ଶତ…
ବ୍ରହ୍ମପୁର କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ । ବ୍ରହ୍ମପୁର ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଦନାର୍ଦ୍ଦନ ସାହୁଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ…
ଲୁଡ଼ୁ ଖେଳରୁ ମହାଭାରତ, ୨ ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ୬ ଗୁରୁତର
ବାସୁଦେବପୁର, (ଭାସ୍କର ନ୍ୟୁଜ୍) : ଭଦ୍ରକ ଜିଲ୍ଲା ବାସୁଦେପୁର ବ୍ଲକ କସିଆ ସାମୁଦ୍ରିକ ଥାନା ଅନ୍ତଗତ ବିଦେଇପୁର ମୁନିପାଦରେ ଲୁଡୁ ଖେଳକୁ କେନ୍ଦ୍ର କରି ଗଣ୍ଡଗୋଳରେ ଛୁରା ମାଡ଼ ହୋଇଛି । ଏହି ଛୁରା ମାଡ଼ରେ ଅନନ୍ତ ଦାସ…