Browsing Category
ରାଜ୍ୟ
ଯାଜପୁରର ପାଣିକୋଇଲି ଛକରୁ ସେକ୍ସ ରାକେଟ୍ ଠାବ
ଯାଜପୁର: ଆଜିକାଲି ଠକେଇ, ସେକ୍ସ ରାକେଟ୍ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଯାଜପୁର ପାଣିକୋଇଲି ଛକ ନିକଟରୁ ସେକ୍ସ ରାକେଟ ଠାବ ହୋଇଛି । ଏକ ହୋଟେଲରୁ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି ପୋଲିସ । ଏହି…
୫ ପରେ ଲଘୁଚାପ! କାଲି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଆସନ୍ତା ୫ ତାରିଖ ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ତାରିଖ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ସୂଚନା ଦେଇଛି । ପଶ୍ଚିମ…
ଘରେ ସାପ ସାଲୁବାଲୁ, ବାହାରେ ପରିବାର, ପ୍ରତିଶ୍ରୁତି ଦେଇ ଠକି ଦେଲା ପ୍ରଶାସନ..
ଭଦ୍ରକ: ପ୍ରଶାସନକୁ ଭରସା କରି ଆଜି ବାସହୀନ ହୋଇଯାଇଛି ଗୋଟିଏ ପରିବାର । ପ୍ରଥମେ ସାପ ଆଉ ତା’ ପରେ ପ୍ରଶାସନ ଦୁହେଁ ପରିବାରକୁ ଠକି ଦେଇଛନ୍ତି । ଘର ନଥିବାରୁ ପର ବାରଣ୍ଡାରେ କଟୁଛି ରାତି । ମୁଣ୍ଡ ଗୁଞ୍ଜିବା ପାଇଁ ପର…
ଚାଷୀଙ୍କୁ ମିଳିଲା ‘କାଳିଆ ଟଙ୍କା’: ଆକାଉଣ୍ଟକୁ ୮୬୯ କୋଟି ପଠାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆଖାଇ ଅବସରେରେ ଚାଷୀଙ୍କୁ ମିଳିଛି ବଡ଼ ଉପହାର । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ପାଇଛନ୍ତି ଟଙ୍କା । ପ୍ରତ୍ୟେକଙ୍କୁ ୨…
(Video) ସହରରେ ବୁଲୁଛି ଜଙ୍ଗଲୀ ଭାଲୁ: ଘରୁ ବାହାରିବାକୁ ଡରୁଛନ୍ତି ଲୋକେ
ସହରରେ ବୁଲୁଛି ଜଙ୍ଗଲି ଭାଲୁ... ଭୟରେ ଅଞ୍ଚଳବାସୀ... ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଏହି ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ନକ୍ଟିଗୁଡ଼ା ଅଞ୍ଚଳରେ ।
ଗତ କିଛିଦିନ ତଳେ ଭବାନିପାଟଣା ନିକଟସ୍ଥ ଜଙ୍ଗଲରୁ ଏକ…
Biju Janata Dal ପକ୍ଷରୁ ମହିଳା ଜିଲ୍ଲା ସଭାପତିଙ୍କ ନାମ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା…
ବଦଳିବ ବୋଲଗଡ଼ ରୋଡ ଷ୍ଟେସନର ନାମ: ମାଲିକଗୋଡ଼ା ଷ୍ଟେସନ ହେବ ନୂଆ ନାମ, ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ଖବର । ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହେବ । ଏହି ଷ୍ଟେସନର ନାମ ବଦଳି ମାଣିକଗୋଡ଼ା ଷ୍ଟେସନ ଭାବେ ନାମିତ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…
ନିୟମିତ ହେବେ ଅଙ୍ଗନବାଡ଼ି ସୁପରଭାଇଜର! ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ: ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଆସିଛି ଖୁସି ଖବର । ଚୟନ କମିଟି ସୁପାରିସ ଆଧାରରେ ୨୦୧୦ରୁ ଅଙ୍ଗନବାଡି ସୁପରଭାଇଜର ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ ପ୍ରସଙ୍ଗରେ…
Video: ପ୍ରାଚୀନ ଗତେଶ୍ୱର ମହାଦେବ ମନ୍ଦିର ପୀଠରେ ପୂଜା ପାଆନ୍ତି ମା’ ଜାଗେଶ୍ୱରୀ
ପୁରୀ: ଗଙ୍ଗବଂଶୀ ରାଜତ୍ୱ ସମୟରେ ସେ ସମୟରେ ଉତ୍କଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଶୈବ ଓ ବୈଷ୍ଣବ ମନ୍ଦିରମାନ ନିର୍ମାଣ ହୋଇଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗଙ୍ଗବଂଶୀ ଶାସନ କାଳର ପ୍ରମୁଖ ଶିବ…
(Video) Bra ଚୋରକୁ ମାନିବାକୁ ପଡ଼ିବ, ଲେଡିଜ୍ ହଷ୍ଟେଲରୁ ବ୍ରା ଗାଏବ କରିଦେଉଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦିନକୁ ଦିନ ଯେପରି ଭାବେ ନୂଆ ନୂଆ ଟେକ୍ନୋଲୋଜି ବାହାରୁଛି, ଅନୁରୂପ ଭାବେ ଚୋରମାନେ ନୂଆ ନୂଆ ତରିକାରେ ନୂଆ ନୂଆ ଜିନିଷ ମଧ୍ୟ ଚୋରି କରୁଛନ୍ତି । ଆପଣମାନେ ଟଙ୍କା, ପଇସା, ସୁନା…