Browsing Category

ରାଜ୍ୟ

ଆଜିଠୁ ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ବିଧାନସଭା ମୌସୁମୀ ଅଧିବେଶନର ୨ୟ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବା ନେଇ…

ସରିଲା ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ, ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାବାହୁ

ପୁରୀ,(ଭାସ୍କର ନ୍ୟୁଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ି ଯାଇଛନ୍ତି। ରତ୍ନ ସିଂହାସନରେ ପୁଣି ଥରେ ଭକ୍ତଙ୍କୁ ଦର୍ଶନ ଦେବେ। ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିବ…

ଧରାପଡ଼ିଲା ଲୋଭୀ ଡ୍ରାଇଭର, ATM ଭ୍ୟାନ୍ ସହ ଲୁଟିନେଇଥିଲେ ଟଙ୍କା

ନୂଆପଡ଼ା: ଶେଷରେ ଧରାପଡ଼ିଲା ଟଙ୍କା ସହ ଏଟିଏମ ଭ୍ୟାନ୍ ଲୁଟି ନେଇଥିବା ଅଭିଯୁକ୍ତ ଡ୍ରାଇଭର । ନୂଆପଡ଼ା ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି । ଫରାର୍ ଡ୍ରାଇଭର ଜୟରାମ ମାଝୀଠାରୁ ୫୫ ଲକ୍ଷ ୭୬ ହଜାର…

ଭଦ୍ରକ ପରେ କଟକ: ପୁଣି ଚାଲିଗଲେ ଆଉ ଜଣେ ଧନ, ସ୍ତ୍ରୀଙ୍କୁ ଝୁରିଝୁରି ହାତଯୋଡ଼ି କାନ୍ଦୁଛନ୍ତି ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ସାବିତ୍ରୀ ବ୍ରତ ପରଦିନ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଗ୍ରାମର ରାହୁଲ ଗୋଚ୍ଛାୟତଙ୍କ ପତ୍ନୀ ହରିପ୍ରିୟାଙ୍କୁ କିଛି ଲୋକ କାରରେ ଅପହରଣ କରିନେଇଥିଲେ । ଏହାପରେ ରାହୁଲ…

ବଲାଙ୍ଗିର-ସୋନପୁର ମର୍ମନ୍ତୁଦ ଦୁର୍ଘଟଣା: ଧରାପଡ଼ିଲେ ମହିଳା ଇନ୍ସପେକ୍ଟର ଓ ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଫେରାର ଥିବା ମହିଳା ଇନ୍ସପେକ୍ଟର ଧରାପଡ଼ିଛନ୍ତି । ସେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଏକ ବଡ଼ଧରଣର…

ରାଜ୍ୟର ସ୍କୁଲ ପାଠପଢ଼ାରେ ସାମିଲ ହେବ ବାଲ୍ୟ ବିବାହ: ଅନୁସୂଚିତ ଜାତି ଓ ଜନଜାତି ସ୍ୱତନ୍ତ୍ର ସଚିବଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ବାଲ୍ୟ ବିବାହ ପ୍ରଥା । ପିଲାମାନେ ବାଲ୍ୟ ବିବାହର ଅପକାରିତା ବିଷୟରେ ଜାଣିବା ଫଳରେ ସେମାନେ ଏହି ପ୍ରଥାକୁ ହଟାଇବା ନେଇ ଅଭିଯାନ ଆରମ୍ଭ କରିବେ…

ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ: ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୃହ ନିର୍ମାଣ ଋଣକୁ ନେଇ ଚିନ୍ତାରେ ଥିବା ସରକାରୀ ଚାକିରିଆଙ୍କ ପାଇଁ ଆସିଛି ଖୁସିଖବର । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ…

ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ DCPଙ୍କ ବଡ଼ ବୟାନ: ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ଆଜି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଏହି ମାମଲାରେ ରାଗିଂ ହୋଇନି । ରାଗିଂ ନେଇ କୌଣସି ସୁରାକ୍…

ବଢ଼ିଲା ପିଜି ଏଣ୍ଟ୍ରାନ୍ସ ଆବେଦନ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି…

ଭିଜିଲାନ୍ସ ଚଢାଉରେ ଦୁଷ୍ମନ୍ତଙ୍କ ୨୮ଟି ପ୍ଲଟ ଠାବ: ମୂଲ୍ୟ ଦେଢ କୋଟିରୁ ଅଧିକ

ଭୁବନେଶ୍ୱର: ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ପିଠିରେ ବାଜିଛି ଭିଜିଲାନ୍ସର ଛାଟ । ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ଜବତ କରୁଛି ଭିଜିଲାନ୍ସ । ଦୁଷ୍ମନ୍ତଙ୍କ…