Browsing Category
ରାଜ୍ୟ
ମଦ୍ୟପ ବରଯାତ୍ରୀଙ୍କ ଆତଙ୍କ : କାମୁଡି ଛିଣ୍ଡାଇ ଦେଲେ କନ୍ୟାଘର ଯୁବକଙ୍କ କାନ, ୩ ଜଣ ଅଟକ
ନିମାପଡ଼ା, (ଭାସ୍କର ନ୍ୟୁଜ୍): ନିମାପଡା ଶଗଡା ପଞ୍ଚାୟତକୁ ଆସିଥିବା ବରଯାତ୍ରୀଦଳ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ କାନ କାମୁଡି ଛିଣ୍ଡାଇଦେଇଥିବା ଘଟଣାରେ ସଂପୃକ୍ତ…
ସଡକ ଦୁର୍ଘଟଣାର ଶିକାର ହେଲେ ଇନ୍ସପେକ୍ଟର! ଦୁର୍ଘଟଣାସ୍ଥଳରୁ ମିଳିଲା ୩ ଷ୍ଟାର ୟୁନିଫର୍ମ
ସୋନପୁର : ବଲାଙ୍ଗୀର ଏବଂ ସୋନପୁର ଜାତୀୟ ରାଜପଥରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ସମୟରେ ଅଟୋ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ…
ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ, ପରିବାରଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଅଟକ ରଖିଲା ପୋଲିସ
ତିହିଡ଼ି, (ଭାସ୍କର ନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧିନ ରାଜନଗର ପଞ୍ଚାୟତ ବାହାରପାଳ ଗ୍ରାମର ସୁପ୍ରିୟା ପାଢ଼ୀ ନାମ୍ନୀ ଜଣେ ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ…
ଘରେ ଏକୁଟିଆ ଥିବା ବେଳେ ଶରୀରରେ ଲାଗିଗଲା ନିଆଁ, ମାନସିକ ଅନଗ୍ରସର ଯୁବତୀ ହୋଇଗଲେ ଜୀବନ୍ତ ଦଗ୍ଧ
କଟକ (ଭାସ୍କର ନ୍ୟୁଜ୍): ସୋମବାର ରାତିରେ କଟକ ସହର ଖଟ୍ବିନ୍ ସାହି ଖ୍ରୀଷ୍ଟିଆନ୍ ସାହିରେ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବାପ-ମା’ ପଦାକୁ ଯାଇଥିବାବେଳେ ହଠାତ୍ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।…
ଆଜି ନିଳାଦ୍ରୀ ବିଜେ କରିବେ ନିଳାଦ୍ରନାଥ, ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ ପରେ ଶ୍ରୀମନ୍ଦିରକୁ ଫେରିଯିବେ
ପୁରୀ,(ଭାସ୍କର ନ୍ୟୁଜ୍): ସରିଲା ଚଳିତ ବର୍ଷ ରଥଯାତ୍ରା। ୧୨ ଦିନର ଲୀଳାଖେଳା ପରେ ନୀଳକନ୍ଦରକୁ ଫେରିଯିବେ ନିଳାଦ୍ରୀନାଥ। ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ…
ମାଡ଼ି ଆସୁଛି ଲଘୁଚାପ, ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଛେଚିବ ବର୍ଷା: ଆଜି ୮ ଜିଲ୍ଲାକୁ ଆର୍ଲଟ ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଦକ୍ଷିଣ ଓଡିଶାର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ…
ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚନ: ଧର୍ମେନ୍ଦ୍ର କହିଲେ ଓଡ଼ିଶାରେ ବିଜେପି ରାଜ୍ କରିବ, ସୌମ୍ୟ କହିଲେ ରାଜନୀତି ପାର୍ଟ ଟାଇମ୍ ଜବ୍…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନ ଉପରେ ଲିଖିତ ପୁସ୍ତକ ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ଉନ୍ମୋଚନ ଅବସରରେ ଏକାଠି ହୋଇଥିଲେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ । ତେବେ ଏହି…
କୋଭିଡ୍ ଆମକୁ ବହୁତ କିଛି ଶିକ୍ଷା ଦେଇଛି: ମହାମାରୀକୁ ନେଇ ରାଜ୍ୟ ସରକାର ଆରମ୍ଭ କରିବେ ରିସର୍ଚ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀ ଦୁଇବର୍ଷ ଧରି ମାନବ ସମାଜକୁ କବଳିତ କରି ରଖିଥିଲା । ତେବେ ବର୍ତ୍ତମାନ ମଧ୍ୟ କୋଭିଡର ଆଶଙ୍କା ହ୍ରାସ ପାଇନାହିଁ । କୋଭିଡ୍ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିବା…
ରାଜଧାନୀରେ ଦ୍ରୁତ ଗତିରେ ମାଡିଲା ସଂକ୍ରମଣ, ୨ଶହ ଟପିଲା ସ୍ଥାନୀୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ରାଜଧାନୀରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ଟ୍ରେଣ୍ଡ ଉପର ମୁହାଁ ହେବାରେ ଲାଗିଛି। ଯାହା ଫଳରେ ସ୍ମାର୍ଟସିଟି ବାସୀଙ୍କ ପାଇଁ…
ବର୍ଷା-ଅନୁଭବ ପାରିବାରିକ ବିବାଦ, ସରିଲା ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି । ଦୁହେଁ ପରସ୍ପରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ…