Browsing Category

ରାଜ୍ୟ

(Video) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲଜ୍ଜା: ଭାଇରାଲ ହେଲା ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀ ଓ ଗୁରୁଙ୍କ ସମ୍ପର୍କକୁ ସବୁଠାରୁ ପବିତ୍ର କୁହାଯାଉଥିବା ବେଳେ ଆଜିକାଲି କିଛି ଅଭଦ୍ର ବ୍ୟକ୍ତିଙ୍କ ପାଇଁ ଏହି ସମ୍ପର୍କ ଖରାପ ହେବାରେ ଲାଗିଛି । ସେହିଭଳି ଏକ ଘଟଣା ସଙ୍ଗୀନ…

ହୋଟେଲ ‘ନିମନ୍ତ୍ରଣ’ରେ ବଡ଼ ଧରଣର ଘୋଟାଲା: ବନ୍ଧାହେଲେ OTDC ମ୍ୟାନେଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋଟେଲ ‘ନିମନ୍ତ୍ରଣ’ରେ ହୋଇଛି ବଡ଼ ଧରଣର ଘୋଟାଲା । ୧୭ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଥିବା ବେଳେ ଏଥିରେ ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତିଙ୍କୁ ଗିରଫ କରାଯାଇଛି । ଠିକା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଫିଲ୍ମ ଅଭିନେତା ଆର. ମାଧବନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କ୍ଲାସିକ ଅଭିନେତା ଆର ମାଧବନ । ନବୀନ ନିବାସରେ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମାଧବନ । ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସମୟରେ…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଆଜି ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲାଯାଇଛି ବୋଲି ଜଣାପଡିଛି । ପୂର୍ବରୁ ୫ଟି…

ଓଡ଼ିଶାରୁ ଆଜି ୧୧୯୬ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣାକୁ ଅପେକ୍ଷା, ବିଜୟ ଉତ୍ସବ ମନାଇବାକୁ ଚଳଚଞ୍ଚଳ ମୟୂରଭଞ୍ଜ

ମୟୁରଭଞ୍ଜ: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।…

ହାତ ଧରିବାକୁ ସ୍ବପ୍ନ ଦେଖାଇ ଅଧାବାଟରେ ଛାଡି ପଳାଇଲା ପ୍ରେମିକ, ଧାରଣାରେ ବସିଲେ ପ୍ରେମିକା

ଅସ୍ତରଙ୍ଗ, (ଭାସ୍କର ନ୍ୟୁଜ୍‌): ଉଭୟ ପରସ୍ପର ଭଲ ପାଇଥିଲେ, ମନଦିଆ ନିଆ ମଧ୍ୟ ହୋଇଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇଥିବାରୁ ପ୍ରେମିକା ଜଣକ ନିଜ ଘର ଛାଡି ପ୍ରେମିକ ସହିତ ଚାଲିଗଲା । କିନ୍ତୁ ଧୋକାବାଜ…

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! ଆଜି ଖୋଲିବ ବାଲଟ୍ ବକ୍ସରେ ସିଲ୍ ଥିବା ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ, ୨୫ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ କିଏ ଆସନ ଅଳଙ୍କୃତ କରିବେ ସେ ନେଇ ଦେଶବ୍ୟାପୀ ଜୋର୍‌ଦାର୍‌ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଭୋଟ୍‌ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଗତ ୧୮ ତାରିଖରେ…

ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମୌସୁମୀ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା…

ନୂଆ GST ନିୟମର ଭୟଙ୍କର ପ୍ରଭାବ: ବନ୍ଦ ହୋଇଯିବ ରାଜ୍ୟର ୧୫ ହଜାର ଅଟା ଚକି ଓ ଚାଉଳ କଳ, କ୍ଷତିଗ୍ରସ୍ତ ହେବେ ଏକ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୮ ତାରିଖଠାରୁ ଦେଶର ଖାଇବା ସାମଗ୍ରୀ ଉପରେ ନୂଆ ଦ୍ରବ୍ୟ ସେବା ଟିକସ (ଜିଏସଟି) ଲାଗୁ ହୋଇଛି । ଏହାଫଳରେ ପ୍ୟାକିଂ ହୋଇଥିବା ଡାଲି, ଅଟା ଓ ଚାଉଳ ପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ…