Browsing Category
ରାଜ୍ୟ
ତୁଚ୍ଛ ପାଲଟିଲା ସଂପର୍କ! ଶ୍ୱଶୁର ଓ ଶଳାକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲା ଜ୍ୱାଇଁ
ସମ୍ବଲପୁର: ପରିବାର ମଧ୍ୟରେ କୌଣସି କଥାକୁ ନେଇ ହୁଏତ ମତଭେଦ ଦେଖାଦେଇପାରେ । ଯାହାକୁ କଥାବାର୍ତ୍ତା ମାଧ୍ୟମରେ ପୁଣି ଥରେ ସଜାଡ଼ି ହୁଏ । କିନ୍ତୁ କ’ଣ ପାରିବାରିକ ବିବାଦକୁ ନେଇ କେହି ନିଜ ଲୋକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା…
ରାଷ୍ଟ୍ରପତି ନିର୍ବାଚନରେ ଖୁଲମ୍ ଖୁଲା କ୍ରସ୍ ଭୋଟିଂ, କଂଗ୍ରେସରେ ସୃଷ୍ଟି ହେଲା କମ୍ପନ
ଭୁବନେଶ୍ୱର: ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ଉତ୍ତରପ୍ରଦେଶ, ଓଡ଼ିଶାଠୁ ଆରମ୍ଭ କରି ଅନେକ ରାଜ୍ୟରେ କ୍ରସ୍ ଭୋଟିଂ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର କଂଗ୍ରେସ ବିଧାୟକ ମହମ୍ମଦ…
ଜେଲରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର, ବନ୍ଦୀମାନଙ୍କ ପିଲାଙ୍କ ସମସ୍ତ ଦାୟିତ୍ୱ ବହନ କରିବେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଜେଲରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ଜେଲରେ ରହିଥିବା ବିଚାରାଧୀନ ବନ୍ଦୀ ଓ ସଜା କାଟୁଥିବା ବନ୍ଦୀଙ୍କ ପିଲାମାନଙ୍କର କଥା ବୁଝିବେ ସରକାର । ବନ୍ଦୀଙ୍କର ୧୮ ବର୍ଷରୁ କମ୍…
ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ପାଖାପାଖି ୪୮୦୦ ସାଂସଦ ଓ ବିଧାୟକ ବାଛୁଛନ୍ତି ଦେଶର ପ୍ରଥମ ନାଗରିକ । ପ୍ରଧାନମନ୍ତ୍ରୀ…
ହୀରାକୁଦରୁ ଛଡ଼ାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ: ପ୍ରଥମେ ୭ ନମ୍ବର ଗେଟରୁ ….
ସମ୍ବଲପୁର (ଓଡ଼ିଶା ଭାସ୍କର) : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯାଇଛି ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟରୁ ବନ୍ୟାଜଳ ନିଷ୍କାସନ…
(Video) ଇଷ୍ଟାଗ୍ରାମ ରିଲ୍ସ ନେଲା ଜୀବନ: ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ ଏପରି କହିଥିଲେ ବୋହୂ
ବାଲେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଯୁଗ ଯେମିତି ବଦଳୁଛି, ଲୋକମାନେ ମଧ୍ୟ ସୋସିଆଲ ମିଡିଆ ପ୍ରତି ସେତିକି ଢ଼ଳୁଛନ୍ତି । ଛୁଆଠାରୁ ବଡ଼ ଯାଏଁ ସମସ୍ତେ ଭିଡିଓ ବନାଇବାରେ ପାଗଳ । କିଏ ଡ୍ୟାନ୍ସ କଲାଣି ତ’ ଆଉ କିଏ ଖାଇବା…
ଓଡ଼ିଶାରୁ ଆଜି ୮୧୬ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କିନ୍ତୁ ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୧୬ କରୋନା ସଂକ୍ରମିତ ଚିହ୍ନଟ…
ମୃତ୍ତିକା ପ୍ରଦୂଷଣ ପାଇଁ ବଢ଼ୁଛି ହୃଦରୋଗ, ବର୍ଷକୁ ମରୁଛନ୍ତି ୯୦ ଲକ୍ଷ ଲୋକ: ଗବେଷଣା ତଥ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳ, ବାୟୁ ଓ ମୃତ୍ତିକାର ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ୯୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ମାଟିରେ କୀଟନାଶକ ସାରର ପ୍ରୟୋଗ ଓ ଭାରି ଧାତୁର ଉପସ୍ଥିତି ଫଳରେ ମଣିଷର…
ପେଟ୍ରୋଲରେ ପାଣି ! ପେଟ୍ରୋଲ ପମ୍ପରେ ଆଗରେ ଗ୍ରାହକଙ୍କ ଉତ୍ତେଜନା, ସ୍ପଷ୍ଟୀକରଣ ନ ଦେଇ ଲୁଚିଲେ ମ୍ୟାନେଜର
ଭଞ୍ଜନଗର, (ଭାସ୍କର ନ୍ୟୁଜ୍) : ପେଟ୍ରୋଲରେ ମିଶିଛି ପାଣି । ଗାଡ଼ିରେ ପକାଇ ଗ୍ରାହକ ହେଲେ ହଟହଟା । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ର ଗାଙ୍ଗପୁର ପେଟ୍ରୋଲ ପମ୍ପ ରେ ଏଭଳି ପାଣି ମିଶାଇ ପେଟ୍ରୋଲ ଦିଆଯାଉଥିବା…
ଆଜିଠାରୁ SCBରେ ଆରମ୍ଭ ହେବ ଆଟେଣ୍ଡାଣ୍ଟ ପାସ୍ ବ୍ୟବସ୍ଥା, ପ୍ରତ୍ୟେକ ୱାର୍ଡରୁ ସଂଗ୍ରହ ହେବ ରକ୍ତ ନମୂନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ବଡ଼ ଡାକ୍ତରଖାନା (ଏସସିବି)ରେ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ସବୁ ୱାର୍ଡରୁ ରକ୍ତ ନମୂନା ସଂଗ୍ରହ ହେବ । ୱାର୍ଡମାନଙ୍କରୁ ଗହଳି ହଟାଇବା ପାଇଁ ଜଣେ…