Browsing Category
ରାଜ୍ୟ
ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲା ଜିଲ୍ଲା ପ୍ରଶାସନ
କୋରାପୁଟ: ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲା ଜିଲ୍ଲା ପ୍ରଶାସନ । ଗୁରୁବାର ସଦର ଥାନା ମାଝୀଗୁଡ଼ାରେ ପାଣିରେ ବୁଡ଼ି ଏହି ୪ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ତେବେ…
କଳିଯୁଗର ଏକଲବ୍ୟ: ଦଶ ବର୍ଷ ହେଲାଣି ବୋହୁଛନ୍ତି ଗୁରୁଙ୍କୁ
ପୁରୀ: କଳିଯୁଗରେ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ କେବଳ ପଇସାରେ ସୀମିତ କହିଲେ ଚଳେ । ପୁରାତନ ଯୁଗରେ ଯେପରି ଗୁରୁମାନେ ଶିଷ୍ୟମାନଙ୍କୁ ଶିକ୍ଷା ଦାନ କରୁଥିଲେ ତାହା ବର୍ତ୍ତମାନ ଯୁଗରେ ଆଉ ଦେଖିବାକୁ ମିଳୁନାହିଁ । ଆଧୁନିକ…
ଶୃଙ୍ଖଳିତ ଭାବେ ହେବ ମହାପ୍ରଭୁଙ୍କ ରଥଯାତ୍ରା, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ପହିଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ପାଇଁ ଗତ ଦୁଇ ବର୍ଷ ଧରି ରଥଯାତ୍ରା ଦେଖିବାରୁ ବଞ୍ଚିତ ରହିଥିଲେ ଭକ୍ତଗଣ । ମାତ୍ର ଚଳିତ ବର୍ଷ…
(Video) ଭୁବନେଶ୍ୱର ରେଳ ଷ୍ଟେସନରୁ କଲେଜ୍ ଛାତ୍ରୀ ନିଖୋଜ ଘଟଣା, ସିସିଟିଭି ଫୁଟେଜ୍ ରେ ରହିଛନ୍ତି ସ୍ୱିଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳଷ୍ଟେସନରୁ ଗାଏବ ହୋଇଥିବା କଲେଜ ଛାତ୍ରୀ ସ୍ୱିଟିଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା କୁଆଡେ ଗଲେ ସ୍ୱିଟି? କିଏ ଉଠାଇନେଲା ନା ନିଜେ ଗାୟବ୍ ହୋଇଗଲେ? କ’ଣ ହୋଇଥାଇପାରେ ଘଟଣା ।…
ରଥଯାତ୍ରା ପାଇଁ OTDC ଲଞ୍ଚ କଲା ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍: ଭୁବନେଶ୍ୱର, ସମ୍ବଲପୁର ଓ ପୁରୀ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଘୋଷଯାତ୍ରା । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି ।…
ନରସିଂହପୁର ପରେ ସମ୍ବଲପୁର, ଏଠିବି ଗୁଳିମାଡ଼ରେ ହାତୀର ମୃତ୍ୟୁ
ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ହାତୀ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । ଗୁରୁବାର ହାତୀ ମୃତ୍ୟୁ ସଂପର୍କରେ ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଡିଏଫଓ । ପ୍ରେସମିଟରେ ଡିଏଫଓ କହିଛନ୍ତି…
ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ଚାଲିଛି ଗୁପ୍ତ ଉପଚାର, ଦଶମୀ ତିଥିରେ ଶେଷ ଓଷ ଲାଗି ପରେ ଚକା ବିଜେ କରିବେ ମହାପ୍ରଭୁ
ପୁରୀ (ଭାସ୍କର ନ୍ୟୁଜ): ଶ୍ରୀମନ୍ଦିରରେ ଚାଲିଛି କାଳିଆ ଠାକୁରଙ୍କ ମାନବୀୟ ଲୀଳା । ୧୦୮ ଗରା ଜଳ ସ୍ନାନ ପରେ ଅଣସର ଘରେ ଜ୍ବରରେ ପୀଡ଼ିତ ଠାକୁରେ । ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ସେବାୟତ ମାନେ ପ୍ରାଣପଣେ…
କାଳ ସାଜିଲା ପାଣି ଭର୍ତ୍ତି ଗାତ, ନେଇଗଲା ୪ ଶିଶୁଙ୍କ ଜୀବନ
କୋରାପୁଟ: ପାଣି ଭର୍ତ୍ତି ଗାତ ନେଇଗଲା ୪ ନିରୀହ ଶିଶୁଙ୍କ ଜୀବନ । ଗାତରେ ପାଣି ଭରି ରହିଥିବା ଜାଣିନପାରି ସେଥିରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୂଯାୟୀ, କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକ୍…
ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ରାଜ୍ୟ କଂଗ୍ରେସ- ନରସିଂହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଶାସକ ଏନଡିଏ ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା…
ଦିଲ୍ଲୀରେ ହେଲା ଭେଟ: ମୋଦୀ କହିଲେ-“ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱରେ ଦେଶ ସହମତ’
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆଜି ସକାଳେ ମୁର୍ମୁ ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଦ୍ରୌପଦୀ ମୁର୍ମୁଙ୍କ…