Browsing Category
ରାଜ୍ୟ
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିନେଇ ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ଲାଗିଲା ସୁପ୍ରିମକୋର୍ଟ ରୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱବିଦ୍ୟାଳୟ ଆଇନରେ ଲାଗିଲା ସୁପ୍ରିମକୋର୍ଟ ରୋକ୍ । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଉପରେ ୩ ମାସ…
ସରକାରୀ ବାବୁଙ୍କ ମନୋମୁଖୀ ଶାସନ ଆଉ ଚଳିବନି, ତହସିଲଦାରଙ୍କୁ ନୂଆ ପ୍ରକାରର ଦଣ୍ଡ ଦେଲେ ହାଇକୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା ମନୋମୁଖୀ ଶାସନ । ଜବରଦଖଲକାରୀଙ୍କ ଉପରେ ବେପରୁଆ ଭାବେ ଜରିମାନା ଲାଗୁ କରିବାର ପରିଣାମ ସ୍ୱରୂପ ତଣ୍ଡ ଗଣିବାକୁ ପଡ଼ିଛି ସରକାରୀ ବାବୁଙ୍କୁ । ଏପରି ଏକ…
ଜୁନ୍ ୧ ରୁ ମିଳିବ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଟିକେଟ୍, ବୈଠକରେ ସୂଚନା ଦେଲେ କ୍ରୀଡ଼ା ସଚିବ
ଆସନ୍ତା ଜୁନ ୧୨ ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ଅର୍ଥାତ୍ ଷ୍ଟାଡିୟମରେ ବସି ମ୍ୟାଚର ମଜାନେଇପାରିବେ ଦର୍ଶକ । ତେବେ ମ୍ୟାଚ ପାଇଁ ଆସନ୍ତା ଜୁନ୍ ୧ ରୁ…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା: ଜାଣନ୍ତୁ ପୁଣି କେବେ ହେବ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉପନିର୍ବାଚନ ପାଇଁ ଘୁଞ୍ଚିଲା ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦ୍ୱାଦଶ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୩୧ ତାରିଖରେ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବା ନେଇ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ବିଧାୟକ ପ୍ରଶାନ୍ତଙ୍କୁ ଲାଗିଲା ଜବରଦସ୍ତ ଝଟକା: ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ, ପୁଣି ଥରେ ଯିବେ ଜେଲ୍!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଚିଲିକା ବିଧାୟକଙ୍କୁ ଲାଗିଛି ଜବରଦସ୍ତ ଝଟକା । ପ୍ରଶାନ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ତେଣୁ ପୁଣି ଥରେ ଜେଲ ଯାଇପାରନ୍ତି…
ବ୍ରଜରାଜନଗର ଉପନିର୍ବାଚନ: ୨୭୯ଟି ବୁଥରେ ଭୋଟ୍
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଭୋଟ୍ ପ୍ରସ୍ତୁତି ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ…
ପୋଲିସ ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ: ପୋଲିସକୁ ଚକମା ଦେଇ…
ମାଲକାନଗିରି(ଓଡ଼ିଶା ଭାସ୍କର): ମେଡିକାଲ ଚେକଅପ୍ ବେଳେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛନ୍ତି ୨ ଅଭିଯୁକ୍ତ । ଏଭଳି ଘଟଣା ମାଲକାନଗିରି କାଲିମେଳା ମେଡିକାଲରେ ଘଟିଥିବା ଜଣାପଡିଛି ।
ସୂଚନା ଅନୁସାରେ, କାଲିମେଳା…
ଦେହଜୀବୀଙ୍କୁ ଆଧାରକାର୍ଡ ପ୍ରମାଣପତ୍ର ଦେବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି୍ ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଜାରି ଏକ ପ୍ରେଫର୍ମା ପ୍ରମାଣପତ୍ରର ଆଧାରରେ ଦେହଜୀବୀଙ୍କୁ ଆଧାର କାର୍ଡ ଜାରି କରିବା ପାଇଁ ସୁପ୍ରିମ୍କୋର୍ଟ ଗୁରୁବାର…