Browsing Category

ରାଜ୍ୟ

ଆଜି ଶ୍ରୀମନ୍ଦିରରେ ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ(ଓଡ଼ିଶା ଭାସ୍କର): ଶନିବାର ଅର୍ଥାତ୍ ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତେଣୁ ତାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୨ ଘଣ୍ଟା…

ରାଜ୍ୟରେ ବଦଳିଲା ପାଗ, ଆସନ୍ତା ୩ ଦିନ ଯାଏଁ ବର୍ଷିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟ ବଦିଳା ପାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର,…

ଆଜିଠୁ ୨ ଦିନିଆ ପୁରୀ ଗସ୍ତରେ ଆସୁଛି ରାଷ୍ଟ୍ରପତି, ଅପରାହ୍ନରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ

ପୁରୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପାତି ରାମନାଥ କୋବିନ୍ଦ ଏକ ଦୁଇଦିନିଆ ଗସ୍ତରେ ଆସି ଶନିବାର ଅପରାହ୍ନରେ ପୁରୀରେ ପହଞ୍ଚିବେ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା…

କରୋନାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ: ରାଷ୍ଟ୍ର୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ନେବେ ନାହିଁ ଭାଗ

ଭୁବନେଶ୍ୱର: କରୋନା ମହାମାରୀ କବଳରେ ଗଜପତି ମହାରାଜ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ସେ ନିଜର ଆରଟିପିସିଆର କୋଭିଡ ଟେଷ୍ଟ କରାଇଥିବା ବେଳେ ଆଜି…

ଇଲେକ୍ସନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା: ୩ ସୁରକ୍ଷାକର୍ମୀ ଶହୀଦ

ନବରଙ୍ଗପୁର: ପାପଡ଼ାହାଣ୍ଡି ସୋରିଷପଦର ଗାଁ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ । ଇଲେକ୍ସନ ଡ୍ୟୁଟିରେ ଯାଉଥିବା ସୁରକ୍ଷାକର୍ମୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । କୋଷାଗୁମୁଡ଼ା ବ୍ଲକକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ।…

ବଦଳିବ ମୌସୁମୀ: ୨୪ ଘଣ୍ଟା ଭିତରେ ୬ ଟି ଜିଲ୍ଲାରେ ହାଲକା ବର୍ଷା ସାଙ୍ଗକୁ ବଢିପାରେ ଘନ କୁହୁଡି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ବଦଳିବ ପାଣିପାଗ । ମୋଟ ୬ଟି ଜିଲ୍ଳାକୁ ଦିଆଯାଇଛି ସତର୍କ ସୂଚନା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ…

୨ ଘଣ୍ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ: ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି ନିଷ୍ପତ୍ତି

ପୁରୀ: ଶନିବାର ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ୨ ଘଣ୍ଟା ପାଇଁ ସାଧାରଣ…

ଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଏକାମ୍ର କ୍ଷେତ୍ର ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର ବିକାଶ କାର୍ଯ୍ୟରେ ଅଗ୍ରଗତି…

୨ୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।…

ଓଡ଼ିଶାରେ ନିର୍ବାଚନୀ ହିଂସା: କେଉଁଠି ଭୋଟ୍ ବାକ୍ସ ନେଇଗଲେ ତ ଆଉ କେଉଁଠି ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କେଉଁଠି ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି ତ ଆଉ କେଉଁଠି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ…