Browsing Category

ରାଜ୍ୟ

୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତ ହେବ ରଣନୀତି ! ଆଜି ହାଇକମାଣ୍ଡଙ୍କୁ ଭେଟି ‘ୱାନ ଟୁ ୱାନ୍‌’ ଆଲୋଚନା କରିବେ ଦଳୀୟ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଓ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦୀର୍ଘ ଦିନ ହେବ ଲାଗି ରହିଛି । ଫଳରେ ରାଜ୍ୟରେ ଦଳ ଉଧେଇବାର ନାଁ ଧରୁନାହିଁ । ଏକ୍ଷେତ୍ରରେ କଂଗ୍ରେସ ସଂଗଠନକୁ ମଜଭୁତ…

ବଙ୍ଗୋପସାଗରରେ ଭୟଙ୍କର ହେଉଛି ‘ଅସାନୀ’: ଆଜିଠୁ ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ, କାଲି ସନ୍ଧ୍ୟାରୁ ବର୍ଷିବ

ନୂଆଦିଲ୍ଲୀ/ଭୁବନେଶ୍ୱର,  : ବଙ୍ଗୋପସାଗରରେ ଭୟଙ୍କ ବାତ୍ୟାର ରୂପ ନେଇ ଆଗକୁ ବଢ଼ୁଛି  । ଏହାର ନାଁ ‘ଅସାନୀ’ ରଖାଯାଇଛି । ‘ଅସାନୀ’ର ଅର୍ଥ ହେଉଛି କ୍ରୋଧ । ଶ୍ରୀଲଙ୍କା ପକ୍ଷରୁ ଏହି ବାତ୍ୟାର ନାମକରଣ କରାଯାଇଛି ।…

ପରଲୋକରେ ପଦ୍ମଶ୍ରୀ ରଜତ କର: ୮୮ ବର୍ଷ ବୟସରେ ତ୍ୟାଗ କଲେ ଇହଧାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରଲୋକରେ ବିଶିଷ୍ଟ ସାହିତ୍ୟିକ ରଜତ କର । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ପରଲୋକ । ହୃଦଘାତରେ ପରଲୋକ ନେଇ ପୁଅ ରଞ୍ଜିତ କରଙ୍କ ସୂଚନା । ପଦ୍ମଶ୍ରୀ ସମ୍ମାନରେ ହୋଇଥିଲେ ରଜତ କର ।…

ନଦୀରେ ଭାସିଗଲେ ଜଣେ ନାବାଳକ: ଢେଙ୍କାନାଳରୁ ଟାଣିନେଲା ବ୍ରାହ୍ମଣୀ, ଏବେ ବି ନିଖୋଜ

ଢେଙ୍କାନାଳ: ଉଚ୍ଛନ ହେଉଛି ବ୍ରାହ୍ମଣୀ ନଦୀ । ପାଣି ସ୍ରୋତରେ ଜଣେ ନାବାଳକୁ ଟାଣି ନେଇଛି ବ୍ରାହ୍ମଣୀ । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ନୂଆପଡା ଘାଟରେ । ଗାଧୋଉଥିବା ବେଳେ ଅସାବଧାନତା…

(Video) ପୁଅ ସାମ୍ନାରେ ୭୯ ଦିନ ଧରି ଦୁଷ୍କର୍ମ କଲା ଭଣ୍ଡ ତାନ୍ତ୍ରିକ: କ୍ୟାମେରା ଆଗରେ ଦୁଃଖ ବଖାଣିଲେ ପୀଡିତ ମହିଳା

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ମାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଅଢ଼େଇ ବର୍ଷର ପୁଅ ସାମ୍ନାରେ ଜଣେ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ କରିଛି…

ଗଞ୍ଜାମର ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ଆକ୍ରମଣ: ଲୁହା ରଡ଼ରେ ପିଟି ପିଟି….

ଗଞ୍ଜାମ(ଓଡ଼ିଶା ଭସ୍କର): ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଏହା ସହ ୩ ଜଣ ଆରଆଇଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି । ସେମାନଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିବା…

ବ୍ରଜରାଜନଗର ଉପନିର୍ବାଚନ: ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି, ଜାଣନ୍ତୁ କିଏ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତ୍ୟେକ ଦଳ ନିଜ ନିଜର ବିଧାୟକ ପ୍ରାର୍ଥୀ ଚୟନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବ୍ରଜରାଜନଗର…

ବିପଦରେ ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନ: ଦୋକାନ ବଜାରରେ ବିକ୍ରି ହେଉଛି ନକଲି ମିନେରାଲ୍ ୱାଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଚାରିଆଡ଼େ ପ୍ରବଳ ଗ୍ରୀଷ୍ମର ପ୍ରକୋପ । ଲୋକମାନେ ରାସ୍ତାଘାଟରେ ଯିବା ଆସିବା କରିବା ସମୟରେ ଆଖପାଖ ଦୋକାନରୁ ମିନେରାଲ୍ ୱାଟର ବୋତଲ କିଣି ନିଜର ତୃଷା ନିବାରଣ କରିଥାନ୍ତି ।…

ଚାକିରି ହରାଇଲେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୫୦ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ବିଭାଗର ନିୟମ ଅବମାନନା ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି ୫୦ ଜଣ ଅଧ୍ୟାପକ । ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଏହି ଅଧ୍ୟାପକମାନେ କାର୍ଯ୍ୟ କରୁଥିଲେ । ଗତମାସ ୩୦…

ବାତ୍ୟା ‘ଅସାନି’ ପ୍ରଭାବରେ ୧୦ ସନ୍ଧ୍ୟାରୁ ବର୍ଷା: ଏହି ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅସାନି’ । ଗଭୀର ଅବପାତ ପରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଛି । ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଏହା ଉତ୍ତର…