Browsing Category
ରାଜ୍ୟ
ପୋଲିସ କବଜାରେ GRS; ପୋଖରୀ ପୁନଃରୁଦ୍ଧାର ନାମରେ ଖାଇଥିଲେ ପଇସା
ମାହାଙ୍ଗା (ଓଡ଼ିଶା ଭାସ୍କର): ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ଜିଆରଏସ୍ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡ଼ାମରେଇ ପଞ୍ଚାୟତର ଜିଆରଏସ ମହାଶୟ । ପୋଖରୀ ପୁନଃରୁଦ୍ଧାର…
ଶାରଳା ପୁରସ୍କାର ପାଇବେ ପାରମିତା ଶତପଥି
ଓଡ଼ିଶା ଭାସ୍କର ବ୍ୟୁରୋ: ଇମ୍ଫା ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଶାରଳା ପୁରସ୍କାର ଚଳିତଥର ଘୋଷଣା ହୋଇଯାଇଛି । କଥାକାର ପାରମିତା ଶତପଥି ପାଇବେ ଏହି ସମ୍ମାନଜନକ ପୁରସ୍କାର । ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ଅର୍ଥ…
ବିଧାୟିକାଙ୍କ ଘରେ ଭଙ୍ଗାରୁଜା, ବୋମା ମାଡ଼
ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୁତ୍ତଙ୍କ ଭଙ୍ଗାରୁଜା । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା । ଘରେ କେହି ନଥିବାବେଳେ ବାହରେ…
ଟୋକିଓ ଅଲିମ୍ପିକରେ ଝଲସୁଛି ଓଡ଼ିଶାର ୩୨ଟି ଚିତ୍ରକଳା
ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକରେ ସାରା ଭାରତରୁ ୭୨ଟି ଚିତ୍ରକଳା ଝଲସୁ ଥିବାବେଳେ ଓଡ଼ିଶାର ୩୨ଟି ଚିତ୍ରକଳାକୁ ମିଳିଛି ସ୍ୱୀକୃତି । ସେ ଭିତରେ ସମ୍ବଲପୁରର ୭ଟି ଚିତ୍ରକଳାକୁ ଭର୍ଚୁଆଲ ମୋଡରେ କରାଯାଇଛି…
୧୬ରେ ଭୁବନେଶ୍ୱର ଆସିବ ପୁରୁଷ ହକି ଟିମ୍, କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମକୁ ଟୋକିଓରେ ଐତିହାସିକ ବିଜୟକୁ ନେଇ…
ଏଚଆରସିରେ ଅଗ୍ନିକାଣ୍ଡ, ଏସି ଫାଟି ଦୁର୍ଘଟଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): Human right commission ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏସି ବ୍ଲାଷ୍ଟ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏଥିରେ କଣସବୁ କ୍ଷତି…
ତନ୍ତ୍ର-ମନ୍ତ୍ର ଓ ଅନ୍ଧବିଶ୍ୱାସ ହେତୁ ବଳି ପଡ଼ୁଛନ୍ତି ୧୬ ପ୍ରଜାତିର ପେଚା
ନୂଆଦିଲ୍ଲୀ: ଆମ ଦେଶରେ ପ୍ରାୟ ୨୫୦ ପ୍ରଜାତିର ପେଚା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ପ୍ରକାରର ପେଚାଙ୍କୁ ଭାରତରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଥିମଧ୍ୟରେ ଚିନ୍ତାଜନକ ବିଷୟ ଯେ, ପ୍ରାୟ ୧୬ ପ୍ରଜାତିର ପେଚାଙ୍କୁ…
ଆଜି ରାଜ୍ୟରେ ୧୩୪୨ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳୀଙ୍କ ମୃତ୍ୟୁ, ଡ୍ରାଇଭରକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟଲୋକ
ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍): ନିଶ୍ଚିନ୍ତକୋଇଲି ବ୍ଲକ କଟକଚା ଚାନ୍ଦବାଲି ରାସ୍ତାର କଟିକଟା ବଜାରରେ ଏକ ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳିଙ୍କର ମୃତ୍ୟୁ ହୋଇଛି । ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର…
ଆସନ୍ତା ୧୦ରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆସନ୍ତା ୧୦ ତାରିଖରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି…